କାଶ, ନିଃଶ୍ୱାସଜନିତ ସମସ୍ୟାକୁ ଅଣଦେଖା ଅନୁଚିତ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କାଶ ଓ କଫ ଦୀର୍ଘଦିନ ଧରି ଲାଗି ରହିଲେ କିମ୍ବା ନିଃଶ୍ୱାସପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କଲେ, ତାହାକୁ ଅଣଦେଖା କରିବା ଉଚିତ ନୁହେଁ। ପରବର୍ତ୍ତୀ ସମୟରେ ଏହା ଦୀର୍ଘକାଳୀନ ଶ୍ୱାସ ଅବରୋଧକାରୀ ରୋଗରେ ପରିଣତ ହୋଇ ଜୀବନ…
ବେଳାଭୂମିରେ ନିର୍ମାଣ ହେବ ଭାସମାନ ପୋଲ
କୋଣାର୍କ,୧୭।୧୧(ଡି.ଏନ୍.ଏ.):ଶୀତ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଖୁବ୍ଶୀଘ୍ର କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଇକୋ ରିଟ୍ରିଟ, କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ ଆୟୋଜିତ ହେବ। କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ…
ଉଗାଣ୍ଡାରେ ସିରିଜ ବୋମା ବିସ୍ଫୋରଣ: ୩ ଓଡ଼ିଆ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ସୁରକ୍ଷିତ
ଭୁବନେଶ୍ୱର, ୧୭ା୧୧(କ୍ରୀଡ଼ା ପ୍ରତିନିଧି):ଉଗାଣ୍ଡାର କାମ୍ପାଲା ସହରରେ ମଙ୍ଗଳବାର ସିରିଜ ବୋମା ବିସ୍ଫୋରଣ ହୋଇଛି। ତେବେ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଖେଳିବା ପାଇଁ ସେଠାରେ ଥିବା ଭାରତୀୟ ଦଳର ସଦସ୍ୟମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ ପାରା ବ୍ୟାଡ୍ମିଣ୍ଟନ ଦଳ କାମ୍ପାଲାର ହଲିଡେ ଏକ୍ସପ୍ରେସ୍…
ଚାଇଲ୍ଡ ପର୍ନ: ଓଡ଼ିଶାରେ ସିବିଆଇ ଚଢ଼ାଉ
ଭୁବନେଶ୍ୱର (ବ୍ୟୁରୋ)/ଯାଜପୁର ଅଫିସ/ବନ୍ତ(ଡି.ଏନ୍.ଏ.), ୧୭।୧୧:ବିପୁଳ ବୈଦେଶିକ ଟଙ୍କା ଆୟର ମାଧ୍ୟମ ପାଲଟିଛି ଚାଇଲ୍ଡ ଏବଂ ଆଡଲ୍ଟ ପର୍ନ ଭିଡିଓ। ଓ୍ବେବ୍ସାଇଟରେ ଶିଶୁମାନଙ୍କ ଅଶ୍ଳୀଳ ଭିଡିଓ ଅପ୍ଲୋଡ କରାଯାଉଛି। ଟେଲିଗ୍ରାମ୍ ଓ ହ୍ବାଟ୍ସଆପ୍ରେ ଏହାକୁ ପ୍ରସାରଣ କରାଯାଉଥିବା ନେଇ ଦେଶର ବିଭିନ୍ନ ସ୍ଥାନରୁ…
ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କୋଭିଡ୍ ପରିଚାଳନା କ୍ଷେତ୍ରରେ ବିଶ୍ୱ ସ୍ତରରେ ପ୍ରଶଂସା ପାଇଥିବା ଓଡ଼ିଶା ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। କୋଭିଡ୍ ଟିକାକରଣରେ ଜାତୀୟ ହାରଠାରୁ ରାଜ୍ୟ ହାର ଅଧିକ ରହିଛି। ଜାତୀୟ ହାର ୭୯.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮୨.୪ ପ୍ରତିଶତ…
ଭାଜପା ପାଇଁ ଗଡ଼ ସମ୍ଭାଳିବା କଷ୍ଟ
ଲକ୍ଷ୍ନୌ,୧୭ା୧୧: ଉତ୍ତରପ୍ରଦେଶ(ୟୁପି)ରେ ୨୦୨୨ ପ୍ରଥମାର୍ଦ୍ଧରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଶାସକ ଭାଜପା ପାଇଁ ଏହି ନିର୍ବାଚନ ଅତ୍ୟନ୍ତ କଠିନ ହେବା ଜଳଜଳ ଦିଶୁଛି। ଗତ ନଭେମ୍ବର ୭ରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟତଃ ୫ ରାଜ୍ୟରେ ହେବାକୁ ଥିବା…
ଆଜି ରାଜ୍ୟରେ ୨୨୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୩୩ ଜଣ ଅଛନ୍ତି। ଏହି ୩୮୭ ଜଣଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୮ଟି…
କିପରି କମିବ କାର୍ବନ ନିର୍ଗମନ
ଓ୍ବାଶିଂଟନ୍, ୧୭ା୧୧: ପରିବେଶ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରତି ବ୍ୟକ୍ତିଙ୍କ ପ୍ରଭାବ ପଡ଼ିଥାଏ। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ମାଧ୍ୟମରେ କାର୍ବନ ଡାଇଅକ୍ସସାଇଡ୍ ବା ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ଶିଳ୍ପ ବିପ୍ଳବ ପୂର୍ବରୁ ମାନବର କାର୍ଯ୍ୟକଳାପ…
ସଚେତନନା ହିଁ ଉପଚାର
ଅପସ୍ମାର ହେଉଛି ଏକ ଅଣ-ସଂକ୍ରାମକ ମସ୍ତିଷ୍କ ସମସ୍ୟା। ଏହା ଆଂଶିକ ଭାବେ ଶରୀରର ଏକ ଅଂଶ କିମ୍ବା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ। ଏହା ଯୋଗୁ ବେଳେବେଳେ ଚେତନା ହରାଇବା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ନ୍ୟୁରନ କିମ୍ବା ମସ୍ତିଷ୍କ କୋଷିକାରେ…
ଭାବପ୍ରବଣ ହେଲେ ସଚିନ
ଦେବାସ,୧୭।୧୧: ଭାରତ ରତ୍ନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେବାସ ଜିଲାର ଚନ୍ଦନପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ସେ ଏକ ଏନଜିଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏଠାକୁ ଆସିଥିଲେ। ସଚିନ ଏଠାରେ ପହଞ୍ଚିବା ପରେ ତାଙ୍କ ପିତାଙ୍କୁ…
ପୁଣି ପୃଥିବୀ ପାଇଁ ବିପଦ ଆଶଙ୍କା, ଚାଇନାରୁ ଠାବ ହେଲା ୧୮ ନୂଆ ଭାଇରସ୍
ବେଜିଂ, ୧୬ା୧୧: ଚାଇନା ଓ୍ବେଟମାର୍କେଟରୁ ଅନ୍ତର୍ଜାତୀୟ ଏକ ବୈଜ୍ଞାନିକ ଟିମ୍ ସ୍ତନ୍ୟପାୟୀ ଜୀବଙ୍କଠାରୁ ସୃଷ୍ଟ ୧୮ ନୂଆ ଭାଇରସ୍ ଠାବ କରିଛନ୍ତି। ଗୃହପାଳିତ ପ୍ରାଣୀ ଏବଂ ମଣିଷଙ୍କ ପାଇଁ ଏହି ଭୂତାଣୁ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଉହାନର ସି…
ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ, କମ୍ୟୁନିଟି କିଚେନ ଯୋଜନା ନେଇ କେନ୍ଦ୍ରକୁ ଶେଷ ଚେତାବନୀ…
ନୂଆଦିଲ୍ଲୀ,୧୬।୧୧: ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ୟୁନିଟି କିଚେନ ଯୋଜନା ନେଇ କିଭଳି ରୂପରେଖ ପ୍ରସ୍ତୁତ କରାଯାଇଛି ସେ ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।…
Archives


