ସିଡନି ସମ୍ବାଦରେ ମୁଖ୍ୟ ଭାଷଣ ଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ସମୟ ଅନୁସାରେ ସକାଳ ୯ଟାରେ ସିଡନି ସମ୍ବାଦରେ ମୁଖ୍ୟ ଭାଷଣ ଦେବେ । ପ୍ରଧାନମନ୍ତ୍ରୀ ଦେଶର ପ୍ରାଦ୍ୟୋଗିକ ବିକାଶ ଓ କ୍ରାନ୍ତି ଉପରେ ନିଜର ମତ ପ୍ରକାଶ କରିବେ । ସୂଚନା…
ମସ୍ଜିଦରେ କୃଷ୍ଣଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବୁ
ଲକ୍ଷ୍ନୌ,୧୭।୧୧: ଭଗବାନ କୃଷ୍ଣଙ୍କ ଅସଲ ଜନ୍ମସ୍ଥାନ ତଥା ମଥୁରାସ୍ଥିତ ମସ୍ଜିଦରେ ମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛି ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏସ୍ଏମ୍)। ହିନ୍ଦୁ ମହାସଭା ନେତ୍ରୀ ରାଜ୍ୟଶ୍ରୀ ଚୌଧରୀ କହିଛନ୍ତି, ଡିସେମ୍ବର ୬ ତାରିଖରେ ଭଗବାନଙ୍କ ଅସଲ ଜନ୍ମସ୍ଥାନ…
ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ
ପୁରୀ ଅଫିସ,୧୭।୧୧: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ୨ ଦିନ ପାଇଁ କରାଯାଇଛି। ବୁଧବାର ଏବଂ ଗୁରୁବାର ଅର୍ଥାତ ୧୭ ଓ…
ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ…
ଦେଶର ଅପମାନ କରିନାହିଁ, ଭାରତୀୟ ବୋଲି ମୁଁ ଗର୍ବ କରେ: ବୀର୍ ଦାସ
ବମ୍ବେ: ବିବାଦରେ ଅଭିନେତା ତଥା ଷ୍ଟାଣ୍ଡ ଅପ୍ କମେଡିଆନ୍ ବୀର ଦାସ। ଓ୍ବାଶିଂଟନ ଡିସିରେ ‘ଜନ୍ ଏଫ୍ କୈନେଡି ସେଣ୍ଟର ଫର୍ ଦ ପରଫର୍ମିଂ ଆଟ୍ସ’ରେ ନିଜର ପର୍ଫର୍ମାନ୍ସରେ ଭାରତୀୟଙ୍କ ଦୋମୁହାଁ ଚରିତ୍ର ବିଷୟରେ କହିଥିଲେ। ଏହାର ଭିଡିଓ ଭାଇରାଲ ହେବା…
ସବୁଠୁ କମ୍ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !
ମୁମ୍ବାଇ: ବଲିଉଡ୍ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଖୁବ୍ କମ୍ ଟଙ୍କା ପାରିଶ୍ରମିକ ରୂପେ…
ଭାଜପା ନେତ୍ରୀଙ୍କ କାର୍ ଉପରକୁ ବୋମାମାଡ଼
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଣେ ଭାଜପା ନେତ୍ରୀଙ୍କ କାର୍କୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଜିଲା ଭାଜପା କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ନୟାପଲ୍ଲୀ ବ୍ରିଟ୍ କଲୋନୀସ୍ଥିତ…
୭୦୦୦ ଗ୍ରାମକୁ ହେବ ମୋବାଇଲ ସୁବିଧା: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୧୧: ବୁଧବାର ଅନୁଷ୍ଠିତ ମୋଦି କ୍ୟାବିନେଟ ବୈଠକରେ ଦେଶର ଗ୍ରାମଗୁଡ଼ିକୁ ମୋବାଇଲ ସଂଯୋଗ ସହ ଯୋଡିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଛନ୍ତି ଯେ, ଯେଉଁଠାରେ ବର୍ତ୍ତମାନ ମୋବାଇଲ ସଂଯୋଗ ନାହିଁ, ସେହି…
ବଲିଉଡ୍ ଅଭିନେତାଙ୍କଠାରୁ କମ୍ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍କୁ…
ବମ୍ବେ: ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି ପାଖେ ପାଖେ ଥାନ୍ତି ତାଙ୍କ ବଡିଗାର୍ଡ ଦୀପକ ସିଂହ। ଅଭିନେତ୍ରୀଙ୍କ ପରି ସେ ମଧ୍ୟ…
୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍
ବ୍ରାସିଲିଆ,୧୭ା୧୧: ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୮ ବର୍ଷରୁ ଅଧିକ ସମସ୍ତ ବ୍ରାଜିଲୀୟଙ୍କୁ କୋଭିଡ୍-୧୯ ଏକ ବୁଷ୍ଟର୍ ଡୋଜ୍ ଦିଆଯିବ। ଏକ ରିପୋର୍ଟ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର୍…
ଧର୍ମନଗରୀରେ ପ୍ରିୟଙ୍କା
ଲକ୍ଷ୍ନୌ,୧୭।୧୧: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ଧର୍ମନଗରୀ ଚିତ୍ରକୂଟରେ ପହଞ୍ଚିଛନ୍ତି। ପ୍ରିୟଙ୍କା ସ୍ବାମୀ ମତ୍ସ୍ୟଗଜେନ୍ଦ୍ରନାଥ ମନ୍ଦିରରେ ପୂଜା କରି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ମନ୍ଦିରରେ ପୂଜା କରିବା ପରେ ପ୍ରିୟଙ୍କା ମନ୍ଦାକିନି କୂଳରେ ପ୍ରସ୍ତୁତ ମଞ୍ଚରେ ପହଞ୍ଚିଥିଲେ। ପ୍ରିୟଙ୍କା…
‘ସମ୍ବିଧାନ ସୁରକ୍ଷାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ହିମାଚଳ ପ୍ରଦେଶର ସିମ୍ଲାଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଛନ୍ତି। ୧୯୨୧ ମସିହାରେ ପ୍ରଥମଥର ପାଇଁ ସିମ୍ଲାଠାରେ ସର୍ବ ଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୧୭…
Archives


