ସର୍ବଦଳୀୟ ବୈଠକରେ ଯୋଗ ଦେଲେନି ପ୍ରଧାନମନ୍ତ୍ରୀ, ଏଏପି କଲା ବହିଷ୍କାର…
ନୂଆଦିଲ୍ଲୀ,୨୮।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ଯୋଗଦେଇ ନାହାନ୍ତି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଆଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମା,…
ପୁଣି ଚମକିଲେ ଶ୍ରେୟାସ
କାନପୁର,୨୮।୧୧:କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍ର ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ…
ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କଲେ ଅଭୟ
ବଲାଙ୍ଗୀର ଅଫିସ,୨୮ା୧୧: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ଜିଲାର ମାଓବାଦୀ ଅପରେଶନ ତଦାରଖ କରିବା ସହ ପୋଲିସ ଗୁଳିରେ ଟଳି ପଡ଼ିଥିବା ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନର ଏରିଆ କମିଟି ସଦସ୍ୟ ଶଙ୍କରଙ୍କ ସମ୍ପର୍କରେ ସୂଚନା ଦେଇଥିଲେ…
ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ମାଜୁଲି
ଇତିହାସର ଅନେକ ସ୍ମୃତି ଏବଂ ସଂସ୍କୃତିକୁ ଆଜିଯାଏ ନିଜ ଭିତରେ ସାଇତି ରଖିଥିବା ମାଜୁଲି ହେଉଛି ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ। ଏଥିସହିତ ଏହା ଆସାମର ଏକ ସବୁଠୁ ବଡ଼ ଆକର୍ଷଣ। ତେବେ ମାଜୁଲି କେବଳ ଏକ ନଦୀରୁ ସୃଷ୍ଟି ହୋଇଥିବା ଦ୍ୱୀପ…
‘ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି’
ଶିକ୍ଷାବିତ୍ ତଥା ଗୀତିକାର କୃଷ୍ଣଚନ୍ଦ୍ର ମହଲା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଯାଜପୁର ଜିଲାର ଗୋପୀନାଥପୁର ଗାଁରେ ମୋର ଜନ୍ମ। ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍ କରିବା ପରେ ଏନ୍.ସି. କଲେଜରେ ପଢ଼ିଥିଲି। ସେଠାରୁ ଫିଜିକ୍ସ…
୨୦୨୪ରେ ‘ମୋଦି ବନାମ ଦିଦି’ ଶଙ୍ଖନାଦ, କଂଗ୍ରେସ ବୈଠକରୁ ଦୂରେଇଲା ତୃଣମୂଳ…
ନୂଆଦିଲ୍ଲୀ,୨୮।୧୧: ସଂସଦର ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଗୃହରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସୋମବାର କଂଗ୍ରେସ ବିରୋଧୀ ଦଳର ଏକ ବୈଠକ ଡାକିଛି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ…
ମନ ମୋର କାଗଜ ଗୁଡ଼ି
ସତରେ, ଏ ମନ ଭାରି ଅମାନିଆ। କେତେବେଳେ କୁଆଡେ ଉଡିଯାଏ, ତାହା ଆକଳନ କରିବା କଷ୍ଟକର, ନୁହେଁ? ସତେଯେମିତି ଗୋଟିଏ କାଗଜ ଗୁଡି ପରି। ହଁ, ଏପରି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ…
ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ
ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ଗଜାନନ ମିଶ୍ର। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର…
ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ମିଳିଲା ଧମକ, କହିଲେ ବଞ୍ଚାଇ ପାରିବେନି ଆଇପିଏସ୍ ଶ୍ୱେତା
ନୂଆଦିଲ୍ଲୀ, ପୂର୍ବତନ କ୍ରିକେଟର ତଥା ଭାରତୀୟ ଜତନା ପାର୍ଟି ଏମ୍ପି ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ପୁଣିଥରେ ଜୀବନରୁ ମାରିଦେବାକୁ ଧମ ଦିଆଯାଇଛି । ଶନିବାର-ରବିବାର ରାତିରେ ଇମେଲ ଜରିଆରେ ଏହି ଧମକ ଦିଆଯାଇଛି ।ଏଥର ମେଲରେ ଦିଲ୍ଲୀ ପୋଲିସ…
ଓଲଟିଲା ଯାତ୍ରୀବାହୀ ବସ୍
ରାଇରଙ୍ଗପୁର,୨୮ା୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ରବିବାର ସକାଳେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଭୂତନାଥ…
ଖୁବ୍ ଡର ଥିଲା ପବ୍ଲିକ୍କୁ
ଜୟ ମା’ ଲକ୍ଷ୍ମୀ’ ସିରିୟଲରୁ ‘ସୁନ୍ଦରଗଡ଼ର ସଲ୍ମାନ ଖାଁ’ ପର୍ଯ୍ୟନ୍ତ। ପୁଣି ‘ଚୁମ୍ବକ’ ଓ୍ବେବ ସିରିଜ୍ରେ କିସିଂ ସିନ୍ ଦେଇ ଚର୍ଚ୍ଚାକୁ ଆସିଥିବା ଗ୍ଲାମର୍ସ ହିରୋଇନ୍ ଦିବ୍ୟା ମହାନ୍ତି ଏଥରର ସେଲିବ୍ରିଟି ସିକ୍ରେଟ୍ରେ… ଘର ଓ ପାଠପଢ଼ା ଭୁବନେଶ୍ୱରରେ ଘର…
ତିନି ଧାଡ଼ିଆ ହ୍ବିପ୍ ଅନୁସାରେ ଉପସ୍ଥିତ ରହିବେ ସମସ୍ତ ଭାଜପା ଏମ୍ପି…
ନୂଆଦିଲ୍ଲୀ,୨୮।୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ତିନି ଧାଡିଆ ହ୍ବିପ୍ ଜାରି କରାଯାଇଛି। ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଏମ୍ପିମାନେ ଉପସ୍ଥିତ ରହିବାକୁ ଭାଜପା କହିଛି। ଏହି ହ୍ବିପ୍କୁ…
Archives


