ଦକ୍ଷିଣ ଆମେରିକାରେ ଶକ୍ତିଶାଳୀ ଭୂକମ୍ପ
ପେରୁ,୨୮।୧୧: ରବିବାର ପେରୁର ଉତ୍ତର ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବରଙ୍କା ସହରଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ୍) ଅନୁଯାୟୀ ପେରୁର ରାଜଧାନୀ ଲିମା ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି।…
ଓମିକ୍ରନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜରୁରୀକାଳୀନ ବୈଠକ
ନୂଆଦିଲ୍ଲୀ,୨୮।୧୧: ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନାର ନୂଆ ଭିରିଏଣ୍ଟ୍ ଓମିକ୍ରନ୍କୁ ରବିବାର ଦିନ ଗୃହ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମୟରେ ଓମିକ୍ରନକୁ ଏଡାଇବା ପାଇଁ ସୁରକ୍ଷା ମାନ ବୃଦ୍ଧି…
୫ ଉଇକେଟ୍ ନେବା ପରେ ବି ଏମିତି ଭୁଲ୍ କରିଦେଲେ ଅକ୍ଷର
କାନପୁର,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା କାନପୁର ଟେଷ୍ଟର ତୃତୀୟ ଦିନରେ ଭାରତୀୟ ସ୍ପିନର୍ ଅକ୍ଷର ପଟେଲ ୫ଟି ଉଇକେଟ ନେଇଥିଲେ। ଚତୁର୍ଥ ଟେଷ୍ଟ ଖେଳୁଥିବା ଅକ୍ଷର ପଞ୍ଚମ ଥର ପାଇଁ ଗୋଟିଏ ଇନିଂସରେ ୫ ଉଇକେଟ ନେଇଥିଲେ। ସେ ୬୨ ରନ…
୩୦ ଜଣଙ୍କୁ ନିଜ ହାତରେ ଖାଦ୍ୟ ପରଷି ଥିଲେ ନୀଳନୟନା
ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କୁହାଯାଏ ଯେ ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ସରଳ। ନିକଟରେ ସଙ୍ଗୀତକାର ତଥା ଗାୟକ ବିଶାଲ ଡଡଲାନି ମଧ୍ୟ…
ଓମିକ୍ରନ୍ ଆତଙ୍କ, ଦ୍ରୁତ ବେଗରେ ବଢୁଛି ସଂକ୍ରମଣ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍ଡାଉନ୍ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ୍ ତୁଳନାରେ ଏହା ଦ୍ରୁତ ବେଗରେ ସଂକ୍ରମିତ ହୋଇଥିବା ବିଶେଷଜ୍ଞ କହିଛନ୍ତି। ଏଭଳି ପରିସ୍ଥିତିରେ…
କରୋନାର ତୃତୀୟ ଲହରକୁ ନେଇ ଚିନ୍ତା: ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କୋଭିଡ-୧୯ ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲାର ଜିଲାପାଳ, ଏସ.ପି. ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ…
କରୋନାର ନୂଆ ଭାରିଏଣ୍ଟକୁ ନେଇ ବଢୁଛି ଭୟ: ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡ୍ଲାଇନ୍
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ ଜାରି ହୋଇଛି। ନୂଆ ଭୁତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି। ତେଣୁ ବିମାନ ବନ୍ଦର ଉପରେ ସ୍ବତନ୍ତ୍ର…
ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ ଶ୍ରେୟାସ
କାନପୁର,୨୮।୧୧: କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟାସ ଆୟର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଇନିଂସରେ ଆୟାର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସହ ସେ ପ୍ରଥମ ଭାରତୀୟ ଭାବେ ଡେବ୍ୟୁ…
୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…
ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍ ଭାବେ ନାମିତ କରାଯାଇଛି। ଏଠାରେ ଥିବା ଗ୍ରହମାନଙ୍କ ଉପରେ ମହାକାଶବିଜ୍ଞାନୀମାନେ ଏବେ ନାନା ତଥ୍ୟ…
ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା
କାନପୁର,୨୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଖେଳାଯାଉଛି। ଏହି ସିରିଜରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନଚେତେଶ୍ୱର ପୂଜାରାଙ୍କ ଉପରେ ରନ ସ୍କୋର କରିବା…
ପୁଣି ରାଜ୍ୟକୁ ବାତ୍ୟା ଆଶଙ୍କା
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆସନ୍ତା ୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ଘଣ୍ଟା ଭିତରେ ଏହି ଲଘୁଚାପ ବଳୟ…
ବିବାହ ବିଳମ୍ବ ହେଉଛି କି, ଆପଣାନ୍ତୁ ଏହି ଉପାୟ
ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ ହୁଏ।…
Archives


