୧୩ ବର୍ଷ ହେଲା ଲୁଚିଥିଲା ସ୍ଲିପର ସେଲ୍
ନୂଆଦିଲ୍ଲୀ,୧୩।୧୦: ରାଜଧାନୀ ଦିଲ୍ଲୀରେ ଜଣେ ପାକିସ୍ତାନ ଆତଙ୍କବାଦୀ ଗିରଫ ହୋଇଛନ୍ତି। ମିଛି ପ୍ରମାଣ ପତ୍ର କରି ସେ ୧୩ ବର୍ଷ ହେଲା ଭାରତରେ ରହୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ପାକିସ୍ତାନର ଆଇଏସ୍ଆଇ ନିର୍ଦ୍ଦେଶରେ ବାଂଲାଦେଶ ଦେଇ ଭାରତରେ ପ୍ରବେଶ କରିଥିଲେ ମହମ୍ମଦ…
ୟଶଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ନୁସରତ
ମୁମ୍ବାଇ: ଟିଏମ୍ସି ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ପ୍ରତ୍ୟେକ କଥାରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ନୁସରତ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହିଦିନ ସେ ସମସ୍ତଙ୍କୁ କହିଥିଲେ ଯେ, ତାଙ୍କ ସନ୍ତାନର ପିତା ୟଶଙ୍କ ବ୍ୟତୀତ…
ଯୁବକଙ୍କ ମୃତ୍ୟୁକୁ ନେଇ ରେଳ ଷ୍ଟେଶନରେ ତୁମୁଳକାଣ୍ଡ
ଯୋଡ଼ା,୧୨।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ବାଂଶପାଣି ରେଳ ଷ୍ଟେଶନରେ ଜଣେ ରେଳବାଇ ପୋଲିସ କର୍ମୀ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଷ୍ଟେଶନରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଷ୍ଟେଶନରେ ଭଙ୍ଗାରୁଜା କରିଛନ୍ତି।…
ରାତି ୩.୨୯ରେ ଏକୁଟିଆ ଚାଲିଚାଲି ଯାଉଥିଲେ
ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳବା ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଏହି ଘଟଣାକୁ ୩ଦିନ ବିତିଯାଇଥିଲେ ବି ମନୀଷଙ୍କ କିପରି…
ଯୁଦ୍ଧ କଲେ ଭାରତର ପରାଜୟ ନିଶ୍ଚିତ
ନୂଆଦିଲ୍ଲୀ,୧୨।୧୦: ଭାରତ ସହ ବଢ଼ୁଥିବା ତିକ୍ତତାକୁ ଦେଖି ଚାଇନାକୁ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ଆରମ୍ଭ କରିବା ଉଚିତ। ନୂଆଦିଲ୍ଲୀକୁ ଗୋଟିଏ କଥା ବୁଝିବାକୁ ପଡ଼ିବ, ତା’ ଇଚ୍ଛାରେ ସୀମା ନିର୍ଦ୍ଧାରଣ କରାଯିବ ନାହିଁ। ଯଦି ଭାରତ ଯୁଦ୍ଧ କରେ, ଏହାକୁ…
ଯାତ୍ରୀ ଚଳାଚଳକୁ ନେଇ କଟକଣା ହଟାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୨।୧୦: ଦେଶରେ କୋଭିଡ ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବଡ଼ ନିଷ୍ପତ୍ତି ନିଆଯାଇଛି। ମହାମାରୀ ଯୋଗୁ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୂର୍ବରୁ ଘରୋଇ ବିମାନ ପାଇଁ…
କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ, ଗାଇଡ୍ଲାଇନ୍ ମାନନ୍ତୁ
ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପାର୍ବଣରେ ଭିଡଠାରୁ ଦୂରେଇ ରହିବା ଜରୁରୀ। ଏବେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଗତ କିଛି ଦିନ ଧରି ବଜାରରେ ହେଉଥିବା ଜନଗହଳିର ଦୃଶ୍ୟ…
ଆଇପିଏଲ୍ରେ ଏହାଠାରୁ ଖରାପ କିଛି ଦେଖି ନ ଥିଲି; ବିରାଟ କୋହଲିଙ୍କ ଉପରେ ରାଗିଯାଇ …
ମୁମ୍ବାଇ,୧୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ନକ୍ଆଉଟ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ କୋଲକାତା ନାଇଟ୍ ରାଇଡର୍ସଠାରୁ ପରାସ୍ତ ହୋଇଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଡାନିଏଲ ଖ୍ରିଷ୍ଟିଆନ୍ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଭାରତର ପୂର୍ବତନ ଓପନର୍ ଗୌତମ ଗମ୍ଭୀର…
୬ ବର୍ଷର ଶିଶୁକୁ ଝାମ୍ପି ନେଲା ବାଘ
ରାଇଘର/ଉମରକୋଟ, ୧୨।୧୦(ଡି.ଏନ୍.ଏ./ସ୍ବ.ପ୍ର.): ନବରାତ୍ରି ସମୟରେ ପରିବାର ସହ ଛତିଶଗଡ଼ ସିହାଓ୍ବାସ୍ଥିତ ଶୀତଳା ମନ୍ଦିରକୁ ସପରିବାର ଦର୍ଶନ ପାଇଁ ଯାଉଥିଲେ। ବାଟରେ ୬ବର୍ଷୀୟ ଅବିନାଶଙ୍କୁ ପରିବାର ଲୋକଙ୍କ ଆଖି ଆଗରେ ଟେକି ନେଇଥିଲା କଳରାପତରିଆ ବାଘ। ଏନେଇ ନବରଙ୍ଗପୁର ଜିଲା ରାଇଘର ବ୍ଲକ…
ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍; ଏବେ ଏହି ଟିମ୍ ସହ ଲଢ଼ିବ ‘ବିରାଟ ସେନା’
ଦୁବାଇ,୧୨।୧୦: ଟିମ ଇଣ୍ଡିଆର ଟି -୨୦ ବିଶ୍ୱକପ୍ ଅଭ୍ୟାସ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅକ୍ଟୋବର ୧୮ ରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଏବଂ ପରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ…
୧୧ ନୁହେଁ ବରଂ ୧୦ ଖେଳାଳିଙ୍କୁ ନେଇ ଖେଳୁଥିଲା ଆର୍ସିବି: ସେହ୍ବାଗ
ଶାରଜା,୧୨।୧୦: ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଏଲିମିନେଟର ମ୍ୟାଚ୍ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)। ଦଳ କୋଲକାତା ନାଇଟ୍ ରାଇଡର୍ସଠାରୁ ୪ ଉଇକେଟରେ ହାରିଯାଇଛି। ବାଙ୍ଗାଲୋର ହାରିବା ପରେ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କ ଖରାପ…
ଭାଜପା ନେତା ୟଶଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ନୁସରତ! କିଛି ଏଭଳି…
କୋଲକାତା: କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଙ୍ଗାଳୀ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମ୍ପି ନୁସରତ ଜାହାଁ। ଏବେ ସେ ଦ୍ୱିତୀୟ ବିବାହ କରିସାରିଥିବା କୁହାଯାଉଛି। ଅଭିନେତା ତଥା ଭାଜପା ନେତା ୟଶ ଦାଶଗୁପ୍ତାଙ୍କୁ…
Archives


