Home

ଏସ୍‌ପି ଅଫିସ ଘେରାଉ କଲା ଯୁବ କଂଗ୍ରେସ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଶୁକ୍ରବାର କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରା କରାଯାଇଛି। କଂଗ୍ରେସ କର୍ମୀମାନେ ବିଜେଡି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଏକ…

ଖରସ୍ରୋତାରେ ଭାସିଗଲେ ଯୁବକ

ସିଂହପୁର,୧୭ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ପୁଅ ସୌମେନ୍ଦ୍ର (୨୬) ଶୁକ୍ରବାର ସକାଳେ ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ…

କଇଁଛକୁ ବଞ୍ଚାଇବା ପାଇଁ ଏମିତି କଲା ମଇଁଷି, ଭିଡିଓ ଦେଖିଲେ…

ପିଲାଦିନରୁ ଆମ ସମସ୍ତଙ୍କୁ ଶିକ୍ଷା ଦିଆଯାଇଛି ଯେ, ସବୁବେଳେ ସାହାଯ୍ୟ କରିବା ମନୋଭାବ ରଖିବା ଉଚିତ୍‌। ଅସୁବିଧା ଦେଖି ଜଣେ ଚାଲିଯିବା ଠିକ୍‌ ନୁହେଁ ବରଂ ନିକଟକୁ ଯାଇ ସାହାଯ୍ୟ କରିବା ଦରକାର। ଏବେ ସେମିତି ଏକ ଶିକ୍ଷଣୀୟ ଭିଡିଓ ସୋସିଆଲ…

୬ ବର୍ଷର ସମ୍ପର୍କ ଭାଙ୍ଗିଯାଇଥିଲା; ଏବେ ଜାନୁୟାରୀରେ…

ବମ୍ବେ: ହାତକୁ ଦୁଇ ହାତ ହେବେ କୁଣ୍ଡଲୀ ଭାଗ୍ୟର ଆଉଜଣେ ଅଭିନେତ୍ରୀ। ଶ୍ରଦ୍ଧା ଆର଼୍ୟାଙ୍କ ପରେ ଏବେ ମାନସୀ ଶ୍ରୀବାସ୍ତବ ବିବାହ କରିବେ। ପ୍ରେମିକ ତଥା ଫୁଡ୍‌ ଆଣ୍ଡ ଟ୍ରାଭେଲ୍‌ ଫଟୋଗ୍ରାଫର କପିଲ ତେଜଓ୍ବାନୀଙ୍କ ହାତ ଧରିବେ ସେ। ଆସନ୍ତା ୨୦୨୨…

୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ା୧୨: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସୂଚନା…

ଭିକ୍କିଙ୍କ ଘରେ କଟ୍ରିନା ରାନ୍ଧିଲେ ଏହି ଖାସ୍‌ ବ୍ୟଞ୍ଜନ, ଲୋକେ କହୁଛନ୍ତି…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ରାଜସ୍ଥାନର ମାଧୋପୁରରେ ଉଭୟଙ୍କ ଭବ୍ୟ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କଟ୍ରିନା…

ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ହଜାର ହଜାର ଦର୍ଶକଙ୍କୁ ଭାବପ୍ରବଣ କରିଦେଇଛି। ଭିଡିଓରେ କନ୍ୟା ଜଣକ…

ଅଙ୍କିତା-ଭିକିଙ୍କ ରିସେପଶନ ସ୍ଥଗିତ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଡିସେମ୍ବର ୧୪ରେ ବ୍ୟବସାୟୀ ଭିକି ଜୈନଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଶ୍‌ ଧୂମଧାମରେ ହୋଇଥିଲା। ଭିକି ରାୟପୁରର ହୋଇଥିବାରୁ ରିସେପଶନ ରାୟପୁରରେ ହିଁ ରଖାଯାଇଥିଲା। କିନ୍ତୁ ଏହା ଏବେ ବାତିଲ…

ସଲମାନଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ ଜଣେ ଯୁବତୀ

ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସଲମାନଙ୍କ ନାଁ ଅନେକ ବିବାଦ ଯୋଡାଯାଏ। ସେ ହିଟ ଏବଂ ରନ କେସ ଏବଂ…

କିଡ୍‌ନୀରୁ ବାହାରିଲା ୧୫୬ ଷ୍ଟୋନ୍‌

ହାଇଦ୍ରାବାଦ,୧୭ା୧୨: ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ଡାକ୍ତରଖାନାର ଡାକ୍ତରମାନେ ଜଣେ ରୋଗୀଙ୍କ କିଡ୍‌ନୀରୁ ଏକାବେଳକେ ୧୫୬ ଷ୍ଟୋନ୍‌ ବାହାର କରିଛନ୍ତି। ୫୦ ବର୍ଷର ରୋଗୀଙ୍କ କିଡ୍‌ନୀରୁ ଏହି ଷ୍ଟୋନ୍‌ ବାହାରିଛି। ସବୁଠୁ ବଡ଼ କଥା ହେଲା ଅସ୍ତ୍ରୋପଚାର କରା ନ ଯାଇ ଲାପ୍ରୋସ୍କୋପି…

୪ ରାଷ୍ଟ୍ରର ଉପଗ୍ରହ ମହାକାଶକୁ ପଠାଇବ ଇସ୍ରୋ

ନୂଆଦିଲ୍ଲୀ,୧୭ା୧୨: ଭାରତର ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚାରିଟି ରାଷ୍ଟ୍ରର ଉପଗ୍ରହ ମହାକାଶକୁ ପଠାଇବା ନିମନ୍ତେ ରାଜିନାମା ସ୍ବାକ୍ଷର କରିଛି। ୨୦୨୧-୨୩ରେ ଏହି ଉପଗ୍ରହଗୁଡିକୁ ଇସ୍ରୋ ନିଜ ରକେଟ ସାହାଯ୍ୟରେ ମହାକାଶକୁ ପଠାଇବ। ଇସ୍ରୋର ବ୍ୟବସାୟିକ ଶାଖା ନିୟୁ ସ୍ପେଶ ଇଣ୍ଡିଆ…

ସିଦ୍ଧୁଙ୍କ ଜିଦ୍‌ ରହିଲା

ଚଣ୍ଡିଗଡ,୧୭।୧୨: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣି ଥରେ ଚନ୍ନି ସରକାର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସିଦ୍ଧୁଙ୍କ ଚାପରେ ସରକାର ବିଳମ୍ବିତ ରାତିରେ ଏକ ବଡ ପରିବର୍ତ୍ତନ କରିଛନ୍ତି। ଡିଜିପି ଇକବାଲ ପ୍ରୀତ ସହୋତାଙ୍କୁ ପଦରୁ ହଟାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri