ଗାଈ ପେଟରୁ ୨୦ ଗ୍ରାମ୍ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…
ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର ସିରସିରେ ଘଟିଛି। ଏନେଇ ମାଲିକଙ୍କ ଚିନ୍ତା ବଢ଼ିବାରେ ଲାଗିଲା। ୩୫ ଦିନ ପର୍ଯ୍ୟନ୍ତ ଗାଈକୁ…
ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ସଂସଦ ଅଚଳ
ନୂଆଦିଲ୍ଲୀ,୧୬।୧୨: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡି ମାଡି ହତ୍ୟା କରିବା ଘଟଣାକୁ ନେଇ ଗୁରୁବାର ସଂସଦ ଅଚଳ ହୋଇପଡିଛି। ଘଟଣାର ତଦନ୍ତ କରୁଥିବା ଏସଆଇଟି ଏହାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ସରକାରଙ୍କୁ…
ଭାଜପା-କଂଗ୍ରେସର ଆର୍ମି କାର୍ଡ,ରାହୁଲଙ୍କ ରାଲିରେ ରାଓ୍ବତଙ୍କ କଟ୍ଆଉଟ୍…
ଡେରାଡୁନ୍, ୧୬।୧୨: ଆସନ୍ତା ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ଏବଂ କଂଗ୍ରେସ ଭୋଟରଙ୍କୁ ହାତେଇବା ପାଇଁ ଆର୍ମି କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ପୂର୍ବତନ ସିଡ଼ିଏସ୍ ବିପିନ ରାଓ୍ବତ ଉତ୍ତରାଖଣ୍ଡର ବାସିନ୍ଦା। ତେଣୁ ଉଭୟ ଭାଜପା…
ମହିଳା ତୀରନ୍ଦାଜଙ୍କ ଆତ୍ମହତ୍ୟା: ସୋନୁ ସୁଦ୍ଙ୍କଠାରୁ ପାଇଥିଲେ ଉପହାର
କୋଲକତା,୧୬।୧୨: ଭାରତର ଯୁବ ମହିଳା ତୀରନ୍ଦାଜ କୋନିକା ଲାୟାକ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ଧାନବାଦ ନିବାସୀ ୨୬ ବର୍ଷୀୟ କୋନିକା ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର ଏବଂ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଶୁଟିଂ ରାଇଫଲ ଦେବା ପାଇଁ ନିବେଦନ କରିଥିଲେ।…
ଶଗଡ଼ ଦୌଡ଼କୁ ଅନୁମତି…
ନୂଆଦିଲ୍ଲୀ, ୧୬।୧୨: ସୁପ୍ରିମ୍କୋର୍ଟ ଗୁରୁବାର ମହାରାଷ୍ଟ୍ରରେ ଶଗଡ଼ ଦୌଡ଼କୁ ଅନୁମତି ଦେଇଛନ୍ତି। ଏହାକୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତ ବନ୍ଦ କରାଯାଇଥିଲା। ବିଚରାରପତି ଏ.ଏମ୍.ଖାନଓ୍ବିଲକର ଏବଂ ସି.ଟି. କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୧୮ରେ ବମ୍ବେ ହାଇକୋର୍ଟ ପକ୍ଷରୁ ପ୍ରଦାନ…
ପୁଣି ଆତଙ୍କ,ଡେଲ୍ଟାଠାରୁ ୭୦ ଗୁଣା ତୀବ୍ରବେଗରେ ବ୍ୟାପିବ ଓମିକ୍ରନ୍…
ହଂକଂ, ୧୬।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏବେ ପ୍ରକାଶିତ ଏକ ନୂଆ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଡେଲ୍ଟାଠାରୁ ୭୦ ଗୁଣା ତୀବ୍ରବେଗରେ ଓମିକ୍ରନ୍ ବ୍ୟାପିବାର ଆଶଙ୍କା ରହିଛି। ତେବେ ଏହାର…
ଫଟୋଗ୍ରାଫର୍ଙ୍କୁ ଖାସ୍ ଅନୁରୋଧ କଲେ କୋହଲି
ମୁମ୍ବାଇ,୧୬।୧୨: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ଏହି ଗସ୍ତରେ ଟେଷ୍ଟ ସିରିଜ ପରେ ଟିମ ଇଣ୍ଡିଆ ମଧ୍ୟ ତିନିଟି ଦିନିକିଆ ଖେଳିବ। ଆଜି ସକାଳେ ବିରାଟ କୋହଲି ଟିମ…
ରାହୁଲ ହୋଇ ପାରିବେ ପ୍ରଧାନମନ୍ତ୍ରୀ,ପିକେଙ୍କ କଥା ବଦଳିଲା…
ନୂଆଦିଲ୍ଲୀ, ୧୬।୧୨: ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ କାମ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ମହାପ୍ରୟାଣରେ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରଶ୍ରୀଦାଦା
ଭୁବନେଶ୍ବର,୧୬।୧୨(ବ୍ୟୁରୋ): ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ଗୁରୁବାର ସକାଳ ୯.୪୦ ମିନିଟରେ ମହାପ୍ରୟାଣ ହୋଇଛି। ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିଶନ ହସ୍ପିଟାଲରେ ୮୯ ବର୍ଷ ବୟସରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ସେ…
ବିବାଦକୁ ନେଇ ମୁଁ ଖୋଲନ୍ତୁ ଗାଙ୍ଗୁଲି : ଗାଭାସ୍କର
ନୂଆଦିଲ୍ଲୀ,୧୬।୧୨: ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ଅନେକ ବିସ୍ଫୋରକ କଥା ପ୍ରକାଶ କରିଥିଲେ। ବିରାଟ କୋହଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତିକୁ ମିଥ୍ୟା…
ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅନୁଚ୍ଛେଦ ୨୧ ଲାଗୁ ହେବ, ହାଇକୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୧୬।୧୨: ରାତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ସୁବିଧା ସହିତ ମେଡିକାଲ କର୍ମଚାରୀଙ୍କୁ ଏଥିଲାଗି ପ୍ରସ୍ତୁତ ରଖିବାକୁ ସମସ୍ତ ସରକାରୀ ମେଡିକାଲକୁ କେରଳ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଜାରି କରିଛନ୍ତି। ବିଚାରପତି ପି.ଭି.କୁହ୍ନିକ୍ରିଷ୍ଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର…
ପାକିସ୍ତାନର ଷଡ଼ଯନ୍ତ୍ର, ନୂଆ ଦଳ ଗଠନ ପାଇଁ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ, ୧୬।୧୨: ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଭାରତରେ ଅନୁପ୍ରବେଶ ଏବଂ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି। ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଏକ ବୈଠକରେ ଆଇଏସଆଇ ନିର୍ଦ୍ଦେଶ ଦେଇଛି ଯେ ଜମ୍ମୁ-କଶ୍ମୀର ଏବଂ ଭାରତରେ ଆକ୍ରମଣ ପାଇଁ ନୂଆ ଦଳ…
Archives


