ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ୬ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର…
ଶ୍ରୀନଗର,୧୨।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହୋଇ ଶହୀଦ୍ ହୋଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ମିଳିତ ସୁରକ୍ଷାକର୍ମୀ ପ୍ରତିଶୋଧ ନେଇଛନ୍ତି। ସୁରକ୍ଷାକର୍ମୀଙ୍କ ଅଲ୍ ଆଉଟ୍ ଅପରେଶନ ସଫଳ ରହିଛି।…
ପଡିଆରେ ଭୋ’ ଭୋ’ ହୋଇ କାନ୍ଦିଲେ କୋହଲି: ଦେଖନ୍ତୁ ଭିଡିଓ
ଶାରଜା,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି ଟୁର୍ନାମେଣ୍ଟରୁ ବାହାରି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଦଳ ସହିତ ଯାତ୍ରା…
ପୃଥିବୀକୁ ଅହିଂସା ରାସ୍ତା ଦେଖାଇଛି ଭାରତ…
ନୂଆଦିଲ୍ଲୀ,୧୨।୧୦: ଭାରତ ସମଗ୍ର ପୃଥିବୀକୁ ଅହିଂସାର ରାସ୍ତା ଦେଖାଇଛି। ସମ୍ପ୍ରତି ମହାତ୍ମା ଗାନ୍ଧୀଙ୍କ ଏହି ଆଦର୍ଶକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମାନି ନେଇଛନ୍ତି। ପୃଥିବୀ ବିଶ୍ୱ ଯୁଦ୍ଧର ବିଭୀଷିକାରେ ଜଳୁଥିବା ବେଳେ ଭାରତ ଅହିଂସାର ମାର୍ଗକୁ ଗ୍ରହଣ କରିଥିଲା। ଏହା ମାଧ୍ୟମରେ…
କୋହଲିଙ୍କ ସହ ଘଟିଲା ଅଜବ ସଂଯୋଗ
ଶାରଜା,୧୨।୧୦: ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କୋଲକାତା ନାଇଟ ରାଇଡର୍ସ (କେକେଆର୍) ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ଭାବରେ ଆରସିବିରେ ବିରାଟ କୋହଲିଙ୍କ ଏହା ଶେଷ ମ୍ୟାଚ ଥିଲା। ଏହା ପରେ ସେ ଆସନ୍ତା ସିଜିନରୁ ଜଣେ…
୬୦ ପ୍ରତିଶତ ଛୋଟ ପିଲା କରୋନା ଆକ୍ରାନ୍ତ, ଆଇସିଏମ୍ଆର୍ ସେରୋ ସର୍ଭେ ରିପୋର୍ଟ…
ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣରେ ବ୍ରେକ୍ ଲାଗିଛି। ବିଶେଷଜ୍ଞ ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କାର ପୂର୍ବାନୁମାନ କରିଥିଲେ। ତେବେ ଏବେ ଏହାର ଆଶଙ୍କା ଧୀରେଧୀରେ କମିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ମେଡ଼ିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍ଆର୍) ପକ୍ଷରୁ ପ୍ରକାଶିିିତ…
ଇତିହାସ ରଚିଲେ ଆମି: ମାତ୍ର ୧୬ ବର୍ଷ ବୟସରେ କଲେ ଏମିତି କାରନାମା
ହରାରେ,୧୨।୧୦: ଜିମ୍ବାୱେ ବିପକ୍ଷରେ ଆୟାରଲାଣ୍ଡ ମହିଳା ବ୍ୟାଟ୍ସମ୍ୟାନ ଆମି ହଣ୍ଟର୍ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ଏକ ଶତକ ହାସଲ କରିଥିବା ସର୍ବକନିଷ୍ଠ ମହିଳା ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଖେଳାଳି…
ଆଇପିଏଲ୍ରେ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ୫ କ୍ରିକେଟର୍
ଆଇପିଏଲକୁ ‘ଇଣ୍ଡିଆନ ପଇସା ଲିଗ’ ମଧ୍ୟ କୁହାଯାଏ। କାରଣ ଏହି ମେଗା ଟି -୨୦ ଲିଗରେ ଖେଳୁଥିବା ଖେଳାଳିମାନେ କୋଟିପତିଙ୍କଠାରୁ କମ ନୁହଁନ୍ତି। ଆସନ୍ତୁ ଦେଖିବା ଏହି ୫ ତାରକା କ୍ରିକେଟର, ଯେଉଁମାନେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ବେତନ ପାଆନ୍ତି। ଆମେ…
କଶ୍ମୀର-ବାବରି-ଜେହାଦକୁ ନେଇ ଅଲ୍କାଇଦାର ଆତଙ୍କବାଦ ଜହର,ନୂଆ ଭିଡିଓ ଜାରି…
ନୂଆଦିଲ୍ଲୀ,୧୨।୧୦: ଆତଙ୍କବାଦୀ ସଂଗଠନ ଅଲ୍ କାଇଦା ପକ୍ଷରୁ ଏବେ ଏକ ନୂଆ ଭିଡ଼ିଓ ଜାରି ହୋଇଛି। ଏଥିରେ କଶ୍ମୀର-ବାବରୀ-ଜେହାଦକୁ ନେଇ ଆତଙ୍କବାଦ ଜହର ଓଗାଳିଛି ଏହି ସଂଗଠନ। ଅଲ୍ କାଏଦାର ମିଡ଼ିଆ ଶାଖା ଆଜ୍ ଶାହାବ ପକ୍ଷରୁ ଏହି ବିଦ୍ୱେଷ ସୃଷ୍ଟିକାରୀ…
ବାଲ୍ୟ ବିବାହ ବିଲ୍, ଗେହଲଟ୍ ସରକାରଙ୍କ ୟୁଟର୍ନ…
ଜୟପୁର,୧୨।୧୦: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହଲଟ୍ଙ୍କ ସରକାର ବାଲ୍ୟ ବିବାହ ରେଜିଷ୍ଟ୍ରେଶନ ବିଲ୍ ନେଇ ୟୁଟର୍ନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ସ୍ଥଳେ ବାଲ୍ୟ ବିବାହକୁ ପ୍ରଶୟ ଦିଆଯିବ ନାହିଁ। ରାଜ୍ୟ ସରକାର ଏନେଇ ସଂକଳ୍ପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର…
ରାଜଧାନୀରୁ ପାକିସ୍ତାନ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମଙ୍ଗଳବାର ଗିରଫ କରିଛି । ଭାରତୀୟ ନାଗରିକର ଏକ ଭୁଲ୍ ପରିଚୟ ପତ୍ରରେ ସେ ଦିଲ୍ଲୀରେ ରହୁଥିବା ପୋଲିସ କହିଛି । ତାଙ୍କ…
ଜନ୍ବଦିନରେ ବଡ଼ ନିଷ୍ପତ୍ତି ନେଲେ ଅମିତାଭ ବଚ୍ଚନ
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଜନ୍ମଦିନରେ ଏକ ବଡ ଘୋଷଣା କରିଛନ୍ତି। ସେ ଗୁଡ୍ଖା କମ୍ପାନୀ କମଲା ପସନ୍ଦ ସହ ଚୁକ୍ତି ବାତିଲ କରିଛନ୍ତି। ନିକଟରେ ଅମିତାଭଙ୍କୁ ଏହି ପାନ ମସଲା ବିଜ୍ଞାପନ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା।…
କୋହଲିଙ୍କ ସ୍ବପ୍ନ ହେଲା ଚୁର୍ମାର୍: ଦେଲେ ଏଭଳି ପ୍ରତିଶ୍ରୁତି
ଶାରଜା,୧୨।୧୦: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସ (କେକେଆର୍) ବିପକ୍ଷରେ ଆଇପିଏଲ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରେ ରହିବେ ନାହିଁ…
Archives


