ଆଜି ଖୋଲିଲା ୧୫୦ ବିଶ୍ୱବିଦ୍ୟାଳୟ

କାବୁଲ,୨ା୨: ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଦେଶର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବୁଧବାର (ଫେବୃୟାରୀ ୨)ରେ ଖୋଲିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘର ସହାୟତା ମିଶନ (ୟୁନାମା) ଏକ ଟୁଇଟର ପୋଷ୍ଟରେ ଏହି ପଦକ୍ଷେପକୁ ପ୍ରଶଂସା କରିଛି। ୟୁଏନ୍‌ଏମ୍‌ଏର ଟୁଇଟର ପୋଷ୍ଟରେ କୁହାଯାଇଛି ଯେ, ଫେବୃୟାରୀ ୨ରେ ସରକାରୀ ବିଶ୍ୱବିଦ୍ୟାଳୟ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଖୋଲିବାକୁ ଯାଉଛି ବୋଲି ମିଳିତ ଜାତିସଂଘ ଘୋଷଣାକୁ ସ୍ବାଗତ କରିଛି।

ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଏକ ବିଜ୍ଞପ୍ତ ଆଧାରରେ ନୂତନ ଶିକ୍ଷାବର୍ଷ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଥିବାବେଳେ ଅଣ-ଟ୍ରୋପିକାଲ ପ୍ରଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ମାର୍ଚ୍ଚରେ ଅଧ୍ୟୟନ ଆରମ୍ଭ କରିବେ ବୋଲି ଖାମା ପ୍ରେସ ରିପୋର୍ଟ କରିଛି। ତାଲିବାନ ଦାୟିତ୍ୱ ଗ୍ରହଣ କରିବା ପରେ ଆଫଗାନିସ୍ତାନରେ ସମୁଦାୟ ୧୫୦ଟି ସରକାରୀ ବିଶ୍ୱବିଦ୍ୟାଳୟ ୬ ମାସ ପାଇଁ ବନ୍ଦ ରହିଥିଲା। ଯାହା ହଜାର ହଜାର ଛାତ୍ରୀଛାତ୍ରଙ୍କ ଶିକ୍ଷା ଉପରେ ପ୍ରଭାବ ପକାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓବାମାଙ୍କ ଟୁଇଟ୍‌କୁ କପି କଲେ ଟ୍ରମ୍ପ: ସୋସିଆଲ ମିଡିଆରେ ଭାଇରାଲ

ଓ୍ବାଶିଂଟନ,୨୭।୧: ଆମେରିକାର ବେଶ୍‌ ପରିଚିତ ବାସ୍କେଟବଲ ଖେଳାଳି କୋବେ କ୍ରାୟଣ୍ଟଙ୍କ ଅସମୟ ମୃତ୍ୟୁକୁ ନେଇ ସାରା ଆମେରିକାରେ ଏକ ପ୍ରକାଶ ଶୋକର ଛାୟା ଖେଳି ଯାଇଛି।...

ବନ୍ଧୁକ ମୂନରେ ଲୋକଙ୍କୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ବାଧ୍ୟ କରୁଛି ଚାଇନା…

ବେଜିଂ,୧୯।୧୦ : କରୋନା ଭୂତାଣୁ ସଂକ୍ରମଣ ଧୀରେ ଧୀରେ ସମଗ୍ର ବିଶ୍ୱରୁ ଅପସରି ଯାଉଥିବାବେଳେ ଚାଇନାରେ ପୁଣି ଏହା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାଇନା...

ମାରିଉପୋଲକୁ ନିଜ କବ୍‌ଜାକୁ ନେଲା ରୁଷିଆ

କ୍ୱିଭ,୨୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ନିଜ କବ୍‌ଜାକୁ ନେଉଛି ରୁଷିଆ। ଦୀର୍ଘଦିନ...

ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା

ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ରୁଷିଆ-ୟୁକ୍ରେନ ବାର୍ତ୍ତାକୁ ଝଟ୍‌କା, ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ବୁଝାମଣାକାରୀ ଡେନିସ କ୍ରିଭଙ୍କୁ ହତ୍ୟା!

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହୋଇଛି । ହେଲେ ଉଭୟ ଦେଶ ମଧ୍ୟରେ ବାର୍ତ୍ତାଳାପ ପରେ ଶାନ୍ତିରେ ସମସ୍ୟାର ସମାଧାନ ହେବ...

ଭାରତ ସହିତ ସମୁଦ୍ର ସୁରକ୍ଷା ବୁଝାମଣାରେ ଶ୍ରୀଲଙ୍କା ପାଇଁ କୌଣସି ସମସ୍ୟା ନାହିଁ…

କଲମ୍ବୋ, ୩୧।୩ : ଶ୍ରୀଲଙ୍କା ସରକାର କହିଛନ୍ତି ଯେ ନିକଟରେ ଭାରତ ସହ ସ୍ବାକ୍ଷରିତ ସାମୁଦ୍ରିକ ସୁରକ୍ଷା ଚୁକ୍ତିନାମା ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି...

ପାକିସ୍ତାନରେ ଗୋଟିଏ ମାସରେ ଦ୍ୱିତୀୟ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା

ଇସଲାମାବାଦ,୩୧ ।୩: ପାକିସ୍ତାନରେ ପୁଣିଥରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଛି । କରାଚି ନଗର ନିଗମର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ରୋଗ ବିଶେଷଜ୍ଞ...

ଆକାଶରେ ଉଡ଼ିଲା କାର

ଇସ୍ତାନବୁଲ, ୧୨।୨: ତୁର୍କୀର ପୂର୍ବାଞ୍ଚଳର  ଇଜମିରରେ ଟର୍ନାଡୋର କରାଳ ରୂପ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ଆସିଥିବା ଟର୍ନାଡୋ ଯୋଗୁ ଆଖପାଖ ଅଞ୍ଚଳରେ କାର, ଗଛ ଉଡ଼ୁଥିବାର...

Advertisement
Archives

Model This Week