Home

ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୧୭ା୨(ସ୍ବ.ପ୍ର.): ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପରେ ଅଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ଅନ୍ୟ ଅଧ୍ୟାପକମାନେ ଆସି ବୁଝାଶୁଝା କରିଥିଲେ। ଅନ୍‌ଲାଇନ୍‌ରେ ପାଠପଢ଼ା…

ମୁଁ କଂଗ୍ରେସ ଛାଡୁନି, ଯଦି କେହି ଧକ୍କା ଦେଇ ବିଦା କରିବ ତେବେ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ମନୀଷ ତିୱାରୀ କଂଗ୍ରେସ ଛାଡିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଭାଜପାରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି, ସେ କଂଗ୍ରେସ ଦଳ ଛାଡୁ ନାହାଁନ୍ତି, କିନ୍ତୁ ଯଦି…

ଚାରି ଦିନ ମଧ୍ୟରେ ତୃତୀୟ ଥର ପଞ୍ଜାବ ଗସ୍ତ କରିଛନ୍ତି ମୋଦି

ଚଣ୍ଡିଗଡ଼,୧୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପଞ୍ଜାବ ଗସ୍ତ କରିଛନ୍ତି । ୪ ଦିନ ମଧ୍ୟରେ ତୃତୀୟଥର ଲାଗି ସେ ପଞ୍ଜାବ ଗସ୍ତ କରିଛନ୍ତି । ଅବୋହରରେ ମୋଦି ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଖୁବ୍…

ନୀରବତା ଭାଙ୍ଗିଲେ ମନମୋହନ, କମ୍‌ କହିଛି ଅଧିକ କାମ କରିଛି କହିଲେ…

ନୂଆଦିଲ୍ଲୀ, ୧୭।୨ : ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ଜାରି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନୀରବତା ଭାଙ୍ଗିଛନ୍ତି। ଏକ ଭିଡ଼ିଓ ଜାରି କରିବା ସହିତ ସେ ବିଧାନସଭା ନିର୍ବାଚନରେ…

ନିର୍ବାଚନୀ ହିଂସା: ଗ୍ୟାରେଜରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୭ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟଦାନ ବୁଧବାର ସରିଛି। ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ରୋହିଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ଗାଁରେ ଥିବା ଏକ…

‘ସ୍ବାଧୀନତା ସମୟରେ ମୋଦି ପ୍ରଧାନମନ୍ତ୍ରୀ ଥିଲେ, କରତାରପୁର କରିଡର୍‌ ଭାରତରେ ଥାନ୍ତା’

ଚଣ୍ଡିଗଡ,୧୭।୨:ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଫିରୋଜପୁରରେ ଏକ ନିର୍ବାଚନ ରାଲିରେ ଶାହା କହିଛନ୍ତି, ଯଦି ଭାରତର ସ୍ବାଧୀନତା ସମୟରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥାନ୍ତେ, ତେବେ କରତାରପୁର କରିଡର ଏବଂ…

ଭିଜିଲାନ୍ସ ଜାଲରେ ଏନ୍‌ଏସି ଜମାଦାର

ବରଗଡ଼ ଅଫିସ,୧୭ା୨: ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସି ଜମାଦାର ଦୀନବନ୍ଧୁ ପଣ୍ଡା ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣଙ୍କଠାରୁ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସର ଏକ ଟିମ୍‌ ଅତର୍କିତ ଚଢ଼ାଉ କରି ତାଙ୍କୁ ଧରିଥିଲା।…

ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଲେ ସେଲିବ୍ରିଟି…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ପହଞ୍ଚିଛି।…

ରାତି ଅଧରେ ଟଙ୍କା ବାଣ୍ଟୁଥିବା କର୍ମୀଙ୍କୁ ଥାନାକୁ ଆଣିବାକୁ ଯାଇ ପୋଲିସ ହଟହଟା

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୧ ନମ୍ବର ଜିଲା ପରିଷଦ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଗାଁରେ ବୁଧବାର ରାତି ଅଧରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ୨ ଜଣ ଭାଜପା କର୍ମୀଙ୍କୁ ଘରୁ ପୋଲିସ ଉଠାଇ ଆଣିବାକୁ ଯାଇ…

ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରୋକକୁ ପ୍ରତ୍ୟାହାର କରିଛନ୍ତି। ୪…

ହଠାତ୍‌ ଉଭେଇ ଗଲା ନଦୀ, ଶୁଖିଲାରେ ମାଛ ହେଲେ ଛଟପଟ…

ଶ୍ରୀନଗର,୧୭।୨ : ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ପ୍ରସିଦ୍ଧ ପାହାଡି ନଦୀର ନାଳ ବ୍ରେଙ୍ଗୀରେ ହଠାତ୍‌ ଭୂସ୍ଖଳନ ହେତୁ ଏକ ଗଭୀର ସିଙ୍କହୋଲ ସୃଷ୍ଟି ହୋଇଥିଲା। ଫଳରେ ନଦୀ ଜଳ ଏହି ଗଭୀର ସିଙ୍କହୋଲରେ ପଡ଼ିବା ଆରମ୍ଭ କଲା। ଏହି ଗଭୀର…

ବିଫଳ ବୈବାହିକ ସମ୍ପର୍କରେ ସ୍ତ୍ରୀ ଅବା ସ୍ବାମୀଙ୍କୁ ରୋକି ରଖିବା ଏକ କ୍ରୁରତା, ହାଇକୋର୍ଟଙ୍କ ରାୟ…

କୋଚି,୧୭।୨ : କୌଣସି ବିଫଳ ବୈବାହିକ ସମ୍ପର୍କରେ ଜୋର୍‌ ଜବରଦସ୍ତ ଯଦି ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ବାନ୍ଧି ରଖାଯାଏ, ତେବେ ଏହା ଏକ ପ୍ରକାର କ୍ରୁରତା ଭାବେ ବିବେଚନା କରାଯିବ। ଏକ ଛାଡପତ୍ର ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?