୨୦୨୨ ବଜେଟ୍,୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍…
ନୂଆଦିଲ୍ଲୀ, ୧।୨ : ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ। ୨୦୨୨ ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଉପସ୍ଥାପିତ ହୋଇଛି। ଦେଶର…
ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ, ୮ ଦିନରେ ୬,୩୯୨ ଜୀବନ ନେଲାଣି କରୋନା…
ନୂଆଦିଲ୍ଲୀ, ୧।୨ : ଜାନୁୟାରୀ ୨୫ଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୮ ଦିନରେ କରୋନା ମହାମାରୀ ୬,୩୯୨ ଜୀବନ ନେଲାଣି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନୁଯାୟୀ,…
ୟୁକ୍ରେନ୍ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ମତଦାନରୁ ବିରତ ରହିଲା ଭାରତ…
ଜେନେଭା, ୧।୨ : ୟୁକ୍ରେନ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଆଗରେ ଏକ ଗମ୍ଭୀର କୂଟ ନୈତିକ ଆହ୍ବାନ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ସାମ୍ନାରେ ନୂତନ ଏବଂ ପୁରୁଣା ବନ୍ଧୁମାନଙ୍କ ମଧ୍ୟରେ ଚୟନର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କଟ ଦେଖାଦେଇଛି…
ଦୈନିକ ମୃତ୍ୟୁ ସଂଖ୍ୟା ୧୧ ଶହ ଟପିଲା …
ନୂଆଦିଲ୍ଲୀ, ୧।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୭ ହଜାର ୫୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
ଓମିକ୍ରନରୁ ସୁସ୍ଥ ହେଉଥିବା ଲୋକଙ୍କ ନିକଟରେ ଦେଖାଦେଉଛି ଭରପୁର ରୋଗପ୍ରତିରୋଧକ କ୍ଷମତା
ନୂଆଦିଲ୍ଲୀ,୧ ।୨: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକେ ସୁସ୍ଥ ହେବା ପରେ ସେମାନଙ୍କ ନିକଟରେ ଭରପୁର ରୋଗ ପ୍ରତିରୋଧକ କ୍ଷମତା(ଇମ୍ୟୁନିଟି) ବିକଶିତ ହେଉଛି । ଜିନୋମ ସିକ୍ୟୁନସିଂର ଅଧ୍ୟୟନରୁ ଏହା ଜଣାପଡିଛି । ଏହି ଇମ୍ୟୁନିଟି ଡେଲ୍ଟା…
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୟୁପିର ବାହୁବଳି ନେତା ଡିପି ଯାଦବ
ଲକ୍ଷ୍ନୌ,୧ ।୨: ଉତ୍ତର ପ୍ରଦେଶର ବାହୁବଳି ନେତା ଡିପି ଯାଦବ ଚଳିତ ଥର ନିର୍ବାଚନ ଲଢିବେ ନାହିଁ । ସେ ଏଥର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଡିବି ଯାଦବ, ମୁଲାୟମ ସିଂ ଯାଦବ ଓ ରାମ ଗୋପଳ…
ରାଜଧାନୀରେ ବେକାବୁ ହେଉଛି କରୋନା: ପ୍ରତିଦିନ ଟିକା ନ ନେଇଥିବା ଲୋକଙ୍କର ହେଉଛି ମୃତ୍ୟୁ
ନୂଆଦିଲ୍ଲୀ,୧ ।୨: ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ କମ୍ ହୋଇଛି । ହେଲେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ କମ୍ ହେବାର ନାଁ ନେଉନି । ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ଯେଉଁମାନେ ଭ୍ୟାକ୍ସିନ ନ ନେଇଛନ୍ତି ଓ ଯେଉଁମାନେ ପୂର୍ବରୁ କିଛି…
ଫ୍ରାନ୍ସରେ କମୁନି କରୋନା ସଂକ୍ରମଣ
ପ୍ୟାରିସ,୧ ।୨: ଗତ ପ୍ରାୟ ଦୁଇଦିନ ହେବ ଫ୍ରାନ୍ସରେ କରୋନା ସଂକ୍ରମଣ ସାମନ୍ୟ କମ୍ ହୋଇଥିବା ବେଳେ ପୁଣିଥରେ ଆମେରିକାକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି ଫ୍ରାନ୍ସ । ନୂଆ ସଂକ୍ରମଣକୁ ନେଇ ଏବେବି ଆମେରିକା ଶୀର୍ଷରେ ଥିବା ବେଳେ ଫ୍ରାନ୍ସରେ…
ଅଧିନାୟକ ପଦ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ବିରାଟ କୋହଲି
ନୂଆଦିଲ୍ଲୀ,୩୧।୧:ନିକଟରେ ବିରାଟ କୋହଲି ଭାରତର ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏହା ସହିତ ସେ ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକ ପଦ ହରାଇଛନ୍ତି। ବିରାଟଙ୍କ ଏହି ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏହା ପଛର କାରଣ ହେଉଛି ବିରାଟ ଭାରତର…
ଟୁଇଟର୍ରେ ରାଜ୍ୟପାଳଙ୍କୁ ବ୍ଲକ୍ କଲେ ମୁଖ୍ୟମନ୍ତ୍ରୀ
କୋଲକତା,୩୧।୧: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ତିକ୍ତତା ତୀବ୍ର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ଟୁଇଟର୍ରେ ବ୍ଲକ୍ କରିଛନ୍ତି। ସେ ଏପରି ନିଷ୍ପତ୍ତି ନେଇ କହିଛନ୍ତି, ରାଜ୍ୟପାଳ ପ୍ରତିଦିନ ଟୁଇଟରରେ…
ଚାଷରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି ଏହି ବ୍ୟକ୍ତି: କୃଷି ମନ୍ତ୍ରୀ ନିଜେ ନେଲେ ସାକ୍ଷାତକାର
ଭୋପାଳ,୩୧।୧:ମଧ୍ୟପ୍ରଦେଶର ହରଡା ଜିଲା ସିରକମ୍ବାର ଜଣେ ଚାଷୀ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ମଧୁସୂଦନ ଧାକଡ ନାମକ ଏହି ଚାଷୀ ଜଣଙ୍କ ଚାଷରୁ କେବଳ କୋଟି କୋଟି ଟଙ୍କା ରୋଜଗାର କରିନାହାନ୍ତି ତା’ନୁହେଁ ବରଂ ଶହ ଶହ ଶ୍ରମିକଙ୍କ ପାଇଁ ରୋଜଗାରର…
ନିର୍ବାଚନ ପ୍ରଚାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ,୩୧।୧: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ସୋମବାର ନୂତନ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଅନୁଯାୟୀ, ଫେବୃୟାରୀ ୧୧ ପର୍ଯ୍ୟନ୍ତ ରୋଡ ସୋ ଏବଂ ଗାଡି ସମାବେଶ ଉପରେ ପ୍ରତିବନ୍ଧକ ଜାରି ରହିବ।…
Archives


