Home

ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ

ଭୁବନେଶ୍ୱର,୪ା୩(ବ୍ୟୁରୋ)ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ କିଭଳି ସୁରକ୍ଷିତ ଭାବେ ଫେରିବେ ସେ ନେଇ ରାଜ୍ୟ ସରକାର ଗୁରୁବାର ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଇଛନ୍ତି।…

ଷଡ଼ଯନ୍ତ୍ରରେ ଟ୍ରମ୍ପ୍‌ଙ୍କ ସମ୍ପୃକ୍ତି ପ୍ରମାଣ ରହିଛି

ଓ୍ବାଶିଂଟନ,୪।୩: ଆମେରିକା କ୍ୟାପିଟୋଲରେ ଗତବର୍ଷ ଜାନୁୟାରୀ ୬ରେ ସଂଘଟିତ ଦଙ୍ଗା ପଛରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନେ ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ନିର୍ବାଚନକୁ କଂଗ୍ରେସ ଯେପରି ସାର୍ଟିଫିକେଟ ଦେଇ ନ ପାରିବ ସେଥିପାଇଁ ସେମାନେ ବାଧା…

ୟୁକ୍ରେନ୍‌ରୁ ଫେରିଲେ ଡାକ୍ତରୀ ଛାତ୍ର ବିକାଶ

ଆଳି,୪ା୩(ଡି.ଏନ.ଏ.): ଯୁଦ୍ଧଭୂମି ୟୁକ୍ରେନ୍‌ରୁ ଓଡ଼ିଶା ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ତେଲିପାଟଣା ଗଁାର ଡାକ୍ତରୀ ଛାତ୍ର ବିକାଶ ବେହେରା। ବିକାଶ ବୁଧବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ କଟକସ୍ଥିତ ତାଙ୍କ ଭାଇଙ୍କ ଘରେ ଅଛନ୍ତି। ନାନା ଆଶା ଆଶଙ୍କା ମଧ୍ୟରେ…

ପୁଟିନ୍‌ଙ୍କୁ ଗିରଫ କଲେ ୧ ମିଲିୟନ ଡଲାର ପୁରସ୍କାର

ମସ୍କୋ, ୪ା୩: ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଅପରାଧ କରିଛନ୍ତି ବୋଲି ରୁଷୀୟ ବ୍ୟବସାୟୀ ଆଲେକ୍ସ କୋନାନିଖିନ୍‌ ଅଭିଯୋଗ ଆଣିଛନ୍ତି। ତୁରନ୍ତ ପୁଟିନ୍‌ଙ୍କୁ ଗିରଫ କରାଯିବାକୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।…

ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟରେ ପୁଟିନ୍‌ କଣ୍ଟା

ହଂକଂ,୪ା୩:ଶକ୍ତିଶାଳୀ ଚାଇନା ଯାହା ନିର୍ମାଣ କରିବାକୁ ଚାହୁଁଛି ମହତ୍ତ୍ୱାକାଂକ୍ଷୀ ରୁଷିଆ ତାକୁ ଧ୍ୱଂସ କରୁଛି। ବେଜିଂ ନିଜ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଯେଉଁ ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜି୍ୟକ, ନିବେଶ ଓ କାରିଗରି ସମ୍ପର୍କ ପ୍ରତିଷ୍ଠା…

ମତଦାନକୁ ପ୍ରଭାବିତ କରିବ ଦୁର୍ନୀତି

ଯାଜପୁର ରୋଡ,୪ା୩(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ନିର୍ବାଚନ ପରିପ୍ରେକ୍ଷୀରେ ୨୬ ନମ୍ବର ୱାର୍ଡ ଗୁରୁତ୍ୱ ବହନ କରୁଛି। ଜିଲାର ରସୁଲପୁର ଓ ଦାନଗଦି ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଖରସ୍ରୋତା ନଦୀ ପଟୁ ବ୍ୟାସନଗର ସହରକୁ ଏହି ୱାର୍ଡର…

୩ହଜାର ଭାରତୀୟଙ୍କୁ ଅଟକ ରଖିଛି ୟୁକ୍ରେନ: ପୁଟିନ୍‌

ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଅଟକ ରଖିଛି ବୋଲି ପୁଟିନ୍‌ ଦାବି କରିଛନ୍ତି। ୟୁକ୍ରେନ ସୈନ୍ୟ ବିଦେଶୀମାନଙ୍କୁ ଅଟକ ରଖି ରୁଷିଆ…

ନବାବଙ୍କୁ ୪ଦିନ ରଖି ଜେରା କରିବ ଇଡି

ମୁମ୍ବାଇ,୩।୩: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୁରୁବାର ପିଏମ୍‌ଏଲ୍‌ଏର ସ୍ବତନ୍ତ୍ର କୋର୍ଟ ନବାବଙ୍କ ରିମାଣ୍ଡ ଅବଧି ବଢ଼ାଇ ଦେଇଛନ୍ତି। ଦାଉଦ ଇବ୍ରାହିମ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନବାବଙ୍କ ରିମାଣ୍ଡ ଅବଧି…

ସ୍ଥିତି ସମୀକ୍ଷା ପାଇଁ ବିଧାୟକ-ଏମ୍‌ପିଙ୍କୁ ପଠାଇଲେ ଷ୍ଟାଲିନ

ଚେନ୍ନାଇ,୩।୩: ୟୁକ୍ରେନ୍‌ରେ ଫସି ରହିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଜାରି ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାନିଲ ଗୁରୁବାର ଏହାର ସମୀକ୍ଷା କରିଛନ୍ତି। ତେବେ ତାମିଲନାଡୁ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ ରାଜ୍ୟ…

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଫିଟିବ କି ବାଟ

ମିନସ୍କ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୮ଦିନ ହେଲାଣି ଭୟଙ୍କର ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ଗୁରୁବାର ବେଲାରୁଷ ସୀମାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଛି। ଏହି ବୈଠକରେ ୨ଦେଶର…

୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୟସ୍କ ନେଲେଣି ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ମହାମାରୀକୁ ଦୂର କରିବା ଲାଗି ଦ୍ରୁତ ଗତିରେ କରାଯାଇଥିବା ଟିକାକରଣକୁ ନେଇ ଏକ ଖୁସିଖବର ସାମ୍ନାକୁ ଆସିଛି। ଦେଶ ୧୦୦ ପ୍ରତିଶତ କରୋନା ଟିକାର ପ୍ରଥମ ଡୋଜ ଲକ୍ଷ୍ୟ ଆଡ଼କୁ ଗତି କରୁଛି। ଜନସଂଖ୍ୟାର ୯୭ ପ୍ରତିଶତରୁ…

ରୁଷିଆ ବିରୋଧରେ ଜେଲେନ୍‌ସ୍କିଙ୍କ ବଡ଼ ଆକ୍ସନ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼ ସହ ଏୟାର ଷ୍ଟାଇକ୍‌ ମଧ୍ୟ କରାଯାଉଛି। ଗୁରୁବାର ଯୁଦ୍ଧକୁ ସମାପ୍ତ କରିବା ଲାଗି ବେଲାରୁଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?