ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲା ଭାଜପା
ଲକ୍ଷ୍ନୌ,୩୧।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୋମବାର ସମାଜବାଦୀ ପାର୍ଟି ସଭାପତି ତଥା ମୈନପୁରୀ ଜିଲାର କରହଲ ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ…
ଷଷ୍ଠ ମହଲାରୁ ଡେଇଁଲେ ମଡେଲ୍
ଯୋଧପୁର,୩୧।୧: ରାଜସ୍ଥାନର ଯୋଧପୁରର ମଡେଲ୍ ଗୁନ୍ଗୁନ୍ ଉପାଧ୍ୟାୟ ସନ୍ସିଟି ଯୋଧପୁରର ରତନଡା ପୋଲିସ ଷ୍ଟେଶନ ନିକଟ ଏକ ହୋଟେଲର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ ସେ ସିଧା ଭୂମିରେ ପଡ଼ିବା ପରିବର୍ତ୍ତେ ତଳେ ପାର୍କିଂ ହୋଇଥିବା କାର…
୧୧ କେଭି ଲାଇନ୍ରୁ ଶିକାର ପାଇଁ ଟାଣିଥିଲେ ତାର, ଦୁଇ ଗିରଫ
କେନ୍ଦୁଝର/ବଡ଼ବିଲ,୩୧ା୧(ସ୍ବ.ପ୍ର.): କେନ୍ଦୁଝର ବନ ଡିଭିଜନ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବଳିତା ବିଟ୍ ଅଧିନସ୍ଥ ବିଲେଇପଦା ସେକ୍ସନରେ ଦୁଇଟି ବାରହା ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଦୟ ହେଲେ ରୁଗୁଡ଼ି ଥାନା, ରୋଇଡ଼ା କ୍ୟାମ୍ପ ହଟିଂ ଅଞ୍ଚଳର…
ସଲମାନଙ୍କୁ ବଡ଼ ପୁରସ୍କାର
ବଲିଉଡ୍ର ଭାଇଜାନ ସଲମାନ ଖାନ ଗତ ୩୪ ବର୍ଷ ହେବ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ବିବି ହୋ ତୋ ୟୈସି’ ୧୯୮୮ରେ ମୁକ୍ତିଲାଭ କରିଥିଲା। ସଲମାନଙ୍କ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଜବରଦସ୍ତ କ୍ରେଜ ଅଛି।…
ଏମିତି ରେଳ ମାର୍ଗ, ଯେଉଁଠି ବସେ ପରିବା ବଜାର
ସାଧାରଣତଃ ଲୋକଙ୍କ ପାଇଁ ଟ୍ରେନ ଯାତ୍ରା ସ୍ମରଣୀୟ ହୋଇ ରହିଥାଏ। ଯେତେବେଳେ ବି ଟ୍ରେନରେ ଯାତ୍ରା କରିବାକୁ ପଡ଼େ ଆମେ ଆନନ୍ଦିତ ହୋଇଥାଉ। ପ୍ରତ୍ୟେକ ବ୍ୟକ୍ତି ଯିଏ କିଛି ସମୟ ଟ୍ରେନରେ ଯାତ୍ରା କରିଛନ୍ତି, ନିଶ୍ଚିତ ଭାବରେ କିଛି ନା କି…
୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…
ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ କରାଯାଇଛି। ଆରବିଆଇର ୯.୫ ପ୍ରତିଶତ ଅନୁମାନଠାରୁ…
ଜିଲା ମୁଖ୍ୟ ଡାକ୍ତରଖାନାରେ ଲାଗିଲା ନିଆଁ
କେନ୍ଦୁଝର,୩୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଡାଏଲିସିସ୍ ଓ୍ବାର୍ଡରେ ଶଟ୍ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି। ନିଆଁ ଲାଗିବା ଫଳରେ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା।
ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବେ ୪ ବରିଷ୍ଠ ଆଇନଜୀବୀ
କଟକ ଅଫିସ,୩୧ା୧: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢ଼ିବ। ଗତ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୪ ବରିଷ୍ଠ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିବ । ବରିଷ୍ଠ ଆଇନଜୀବୀ…
ଭାରତକୁ ସେମିଫାଇନାଲ୍ରେ ପହଞ୍ଚାଇଲେ ଯବାନଙ୍କ ପୁଅ, ବାପା କହିଲେ କାଲି ପର୍ଯ୍ୟନ୍ତ…
ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବାମହାତୀ ଦ୍ରୁତ ବୋଲର ରବି କୁମାର ଚମତ୍କାର ବୋଲିଂ କରିଥିଲେ। ସେ ମ୍ୟାଚରେ ୭ ଓଭରରେ…
ଏପରି କମେଣ୍ଟ ଦେବାରୁ ମହିଳାଙ୍କ ଆକାଉଣ୍ଟ ବ୍ଲକ୍ କଲା ଫେସ୍ବୁକ୍
ଫେସବୁକ୍ ହେଉଛି ଏକ ମାଧ୍ୟମ, ଯେଉଁଠାରେ ଲୋକମାନେ ନିଜ ଭାବନାକୁ ସାରା ବିଶ୍ୱରେ ବାଣ୍ଟିଥାନ୍ତି। ଏହା ଏପରି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେଉଁଠାରେ ଜଣେ ବ୍ୟକ୍ତି ଦୁନିଆର ଯେକୌଣସି କୋଣରେ ବସି ନିଜର ମତାମତ ଦେଇପାରିବ। ଲୋକଙ୍କ ମଧ୍ୟରେ ଫେସ୍ବୁକର…
ସଉକିଆ ପ୍ରଧାନମନ୍ତ୍ରୀ: ପାଖରେ ଅଛି ୨୦୦୦ରୁ ଅଧିକ ଦାମୀ କାର୍
ବିଶ୍ୱରେ ଅନେକ ଧନୀ ଲୋକ ଅଛନ୍ତି, ଯାହାଙ୍କ ଅଜବ ସଉକ ରହିଥାଏ। କେହି କେହି ଦାମୀ ଜିନିଷ ସଂଗ୍ରହ କରନ୍ତି, କେହି କେହି ବଡ ବଙ୍ଗଳା କିଣନ୍ତି । ଏହା ବ୍ୟତୀତ କିଛି ଧନୀ ବ୍ୟକ୍ତି ମହଙ୍ଗା କାର ସଂଗ୍ରହ କରିବାକୁ…
୧୩,୦୦୦ ଉପଗ୍ରହ ମହାକାଶକୁ ପ୍ରେରଣ କରିବ ଚାଇନା…
ଲକ୍ଷ୍ନୌ, ୩୧।୧ : ଚାଇନା ମହାକାଶକୁ ୧୩,୦୦୦ ଉପଗ୍ରହ ପ୍ରେରଣ ପାଇଁ ଯୋଜନା କରିଛି। ଏଭଳି କରି ଚାଇନା ନିଜର ମହାକାଶ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବା କୁହାଯାଉଛି। ଚାଇନା ଏଭଳି ଏକ ମିଶନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି, ଯାହା…
Archives


