ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦିଙ୍କ ଅପିଲ
ନୂଆଦିଲ୍ଲୀ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଏଥିରେ ୧୧ ଜିଲାର ୫୮ ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍…
ଶିଶୁଙ୍କ ସ୍ବାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ
କୁହାଯାଏ ଆଜିର ଶିଶୁ କାଲିର ନାଗରିକ। ତେଣୁ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସର୍ବୋପରି ଭାବେ ବିବେଚନା କରାଯାଇଥାଏ। ଦେଶର ପ୍ରତ୍ୟେକ ଶିଶୁଙ୍କୁ କୃମି ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ଫେବୃୟାରୀ…
ନୀଳାଚଳ ଘରୋଇକରଣ ପ୍ରସଙ୍ଗ: କଠିନ ହୋଇପାରେ ପରିଚାଳନା
ଯାଜପୁର ଅଫିସ,୧୦।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍ଆଇଏନ୍ଏଲ୍)କୁ ଘରୋଇ କମ୍ପାନୀ ହାତରେ ଟେକିଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ୍ ଲଙ୍ଗ ପ୍ରଡକ୍ଟ (ଟିଏସ୍ଏଲ୍ପି) ସର୍ବୋଚ୍ଚ ବିଡର ଭାବେ ବିବେଚିତ ହୋଇଛି।…
ବେରୋଜଗାରୀ, ଋଣ ବୋଝରେ ୨୫,୦୦୦ ଆତ୍ମହତ୍ୟା
ନୂଆଦିଲ୍ଲୀ,୧୦।୨: ବେରୋଜଗାରୀ କିମ୍ବା ଋଣ ବୋଝ ଯୋଗୁ ୨୦୧୮ରୁ ୨୦୨୦ ମଧ୍ୟରେ ଭାରତରେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ବୁଧବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ବେରୋଜଗାରୀ…
ଅଫ୍ଲାଇନରେ ହେବ ସିବିଏସ୍ଇ ପରୀକ୍ଷା: ଏପ୍ରିଲ ୨୬ରୁ ଦଶମ, ଦ୍ୱାଦଶ ଟର୍ମ-୨ ଆରମ୍ଭ
ଭୁବନେଶ୍ୱର, ୧୦।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ବୋର୍ଡ ପରୀକ୍ଷା ଅଫ୍ଲାଇନ୍ ମୋଡ୍ରେ ହେବ। ଏପ୍ରିଲ ୨୬ ତାରିଖରୁ ଉଭୟ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା କାର୍ଯ୍ୟସୂଚୀ ଖୁବ୍ଶୀଘ୍ର ବୋର୍ଡର ଓ୍ବେବ୍ସାଇଟ୍ www.cbse.nic.inରେ…
ଟେଡି ଡେ’: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ସୂଚାଏ ଜାଣନ୍ତୁ
କପଲ୍ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍ ଦେଇ…
ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଲେ…
ନୂଆଦିଲ୍ଲୀ,୯ା୨: କଂଗ୍ରେସର ପୂର୍ବତନ ସଭାପତି ତଥା ଏମ୍ପି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ’କୁ ଟାର୍ଗେଟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ତେଲେଙ୍ଗାନାରେ ପ୍ରତିଷ୍ଠିତ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ଚାଇନାର ଏକ କମ୍ପାନୀ ସାହାଯ୍ୟରେ ତିଆରି…
୨ ଜଣଙ୍କୁ ଚାପିଦେଲା ଟ୍ରକ୍, ଜଣେ ଗୁରୁତର
କେନ୍ଦୁଝର,୯ା୨(ସ୍ବ.ପ୍ର.): ଚମ୍ପୁଆ ଥାନା ରଘୁଆଳ ସାହିରେ ଏନ୍ଏଚ୍ ୭୨୦ରେ ଏକ ବାଇକ୍ ଉପରେ ଅଜଣା ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି…
ସିରିଜ କବ୍ଜା କଲା ଭାରତ
ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଭାରତ ୯…
ଇରାନ କ୍ଷେପଣାସ୍ତ୍ର ପାଇଁ ଆମେରିକା ଚିନ୍ତିତ
ତେହରାନ,୯ା୨: ୨୦୧୫ ପରମାଣୁ ଚୁକ୍ତିନାମାକୁ ରକ୍ଷା କରିବାକୁ ଯାଇ ଭିଏନାରେ ଆମେରିକା ସହ ଆଲୋଚନା ଆରମ୍ଭ ହେବାର ଗୋଟିଏ ଦିନ ପରେ ଇରାନ ଏକ ନୂତନ କ୍ଷେପଣାସ୍ତ୍ର ଲଞ୍ଚ୍ କରିଛି। ଯାହାକୁ ନେଇ ଆମେରିକା ଚିନ୍ତାରେ ପଡ଼ିଛି। ବୁଧବାର ଏହି ବାଲିଷ୍ଟିକ…
ସ୍ବାମୀଙ୍କୁ ହତ୍ୟା କଲେ ୨ୟ ସ୍ତ୍ରୀ
ଆଠଗଡ,୯ା୨(ସ୍ବ.ପ୍ର.): ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ଆଠଗଡ଼ ଏନ୍ଏସି ଅନ୍ତର୍ଗତ ୪ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର ହରିଜନ ସାହିରେ ବୁଧବାର ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ଦ୍ୱିତୀୟ ସ୍ତ୍ରୀ…
ବିମାନରେ ରୋମାନ୍ସ କଲେ ମଡେଲ, ୪୫ ମିନିଟ୍ ପାଇଁ ଦେଲେ ଏତିକି ଟଙ୍କା
ମୁମ୍ବାଇ: ଦୁନିଆରେ ଅନେକ ଲୋକଙ୍କର ଅଜବ ସଉକ ସବୁ ରହିଛି। ଅଧିକାଂଶ ଲୋକ ଭାବନ୍ତି ଅଧିକ ରୋଜଗାର କଲେ ବିଳାସପୂର୍ଣ୍ଣ ଜୀବନ ବିତାଇବେ। ନିଜର ଇଚ୍ଛା ପୂରଣ ପାଇଁ କିଛି ବି ଅସମ୍ଭବ କଥାକୁ ସମ୍ଭବ କରିଦିଅନ୍ତି। କେହି କେହି ସମୁଦ୍ର…
Archives


