Home

ହସ୍ପିଟାଲରେ ମିହର ଦାସ

ଭୁବନେଶ୍ୱର,୯।୧୨: ଭେଟେରାନ ଓଡ଼ିଆ ଫିଲ୍ମ ଅଭିନେତା ମିହର ଦାସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସେ କୀଡନି ଜନିତ ରୋଗରେ ଆକ୍ରାନ୍ତା ଥିଲେ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ନେଇଥିବା…

ନିଷ୍ପତ୍ତି ପଛର କାରଣ କହିଲେ ଗାଙ୍ଗୁଲି

ଦୁବାଇ,୯।୧୨: ବିରାଟ କୋହଲିଙ୍କୁ ହଟାଇ ବୁଧବାର ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାର ଦିଆଯାଇଥିଲା। କିନ୍ତୁ ପ୍ରକାଶ କରାଯାଇ ନ ଥିଲା ଏତେ ବଡ଼ ପରିବର୍ତ୍ତନ ପଛର କାରଣ। ଏହା ଉପରେ ପ୍ରଥମ ଥର ପାଇଁ ଗୁରୁବାର ମୁହଁ…

ପାର୍ଟି କ୍ଷମତାରେ ଅଛି ବୋଲି ଆମିଷ ଷ୍ଟଲ ଭାଙ୍ଗିବା କ‘ଣ ଠିକ୍‌ ? ଏଏମ୍‌ସିକୁ ହାଇକୋର୍ଟଙ୍କ ପ୍ରଶ୍ନ…

ଅହମଦାବାଦ,୯।୧୨: ଗୁଜରାଟର ଅମହଦାବାଦରେ ରାସ୍ତା ପାର୍ଶ୍ୱରେ ଥିବା ଆମିଷ ଷ୍ଟଲ ଭଙ୍ଗାରୁଜା ଘଟଣାରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ପାର୍ଟି କ୍ଷମତାରେ ଅଛି ବୋଲି ଏଭଳି କାର୍ଯ୍ୟ କରିବା କ‘ଣ ଠିକ୍‌। ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ(ଏଏମ୍‌ସି)କୁ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ପଚରା…

ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ। ପରେ ଘୋଡ଼ା ଉପରେ ବସି ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ। ପ୍ରଥମେ ପ୍ରବେଶ…

ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ମେହରୁଲି ଅଞ୍ଚଳରେ ଥିବା କୁତବ୍‌ ମିନାର ପରିସରରେ ୨୭ ମନ୍ଦିରର ପୁନରୁର୍ଦ୍ଧାର ନେଇ ଏକ ମାମଲା କୋର୍ଟରେ ଦାଖଲ ହୋଇଛି। ଏହାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ, ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି…

କିଏ ହେବ ପରବର୍ତ୍ତି ସିଡିଏସ୍‌, ଏବେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ମନ୍ଥନ

ନୂଆଦିଲ୍ଲୀ,୯ ।୧୨: ବୁଧବାର ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଏମାନଙ୍କ ବ୍ୟତୀତ ଅନ୍ୟ ୧୧ ସେନାଧିକାରୀ ମଧ୍ୟ…

ମା’ ହେବେ କମେଡି କୁଇନ୍‌ !

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ ପଚାରନ୍ତି ଯେ, ସେ କେବେ ଭଲ ଖବର ଦେବେ? ତେବେ ଭାରତୀ ପ୍ରଶଂସକମାନଙ୍କୁ…

ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି ଘୋଷଣା କରେ ଚାଇନାର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଚାଇନା କହିଛି ଏହାର ଠିକଣା…

ଦୁର୍ଘଟଣା ନା ଷଡ଼ଯନ୍ତ୍ର ? ଶିବସେନା-ପୂର୍ବତନ ବ୍ରିଗେଡ଼ିୟରଙ୍କ ପ୍ରଶ୍ନ…

କୁନ୍ନୁର,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ ଶହୀଦ୍‌ ହୋଇଛନ୍ତି। ଏଥିରେ ରାଓ୍ବତଙ୍କ ସ୍ତ୍ରୀ ମଧୁଲିକାଙ୍କ ମୃତ୍ୟୁ ଘଟିଛି। ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଜୀବିତ ରହିଛନ୍ତି। ସେ ଗୁରୁତର…

ଦହି କିଣିବା ପାଇଁ ରାସ୍ତା ମଝିରେ ଟ୍ରେନ୍‌ ଅଟକାଇଦେଲେ ଚାଳକ, ଆଉ ତା’ ପରେ…

ଇସଲାମାବାଦ,୯ା୧୨: ପାକିସ୍ତାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏକ ପାସେଞ୍ଜର ଟ୍ରେନ୍‌ ଚାଳକଙ୍କ ଅଦ୍ଭୁତ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛି। ଏହି ଚାଳକ ଜଣକ ଟ୍ରେନ୍‌ ଚାଲୁଥିବା ସମୟରେ ତାଙ୍କର ଦହି ଖାଇବାକୁ ଇଚ୍ଛା ହେଲା। ତେଣୁ ସେ ମଝି…

ଗୋଟିଏ ଗଛରେ ୬ ଫୁଲକୋବି, ଭାଇରାଲ ହେଉଛି ଫଟୋ

ଉତ୍ତରପ୍ରଦେଶର ଶାହାଜାହାଁପୁରର ଜଣେ କୃଷକ ନିଜ କ୍ଷେତରେ କୋବିଚାଷ କରିଛନ୍ତି। ଏହି ଚାଷ ଖୁବ୍‌ ଭଲ ବି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଚାଷୀ ଜଣକ ଯେଉଁ କୋବି ଲଗାଇଛନ୍ତି, ଗୋଟିଏ ଗଛରେ ଏକାବେଳକେ ୬ଟି କୋବି ଫଳିଛି। ଏହା…

ୟୁପିଏ ହାତ ଧରିବ କି ଶିବସେନା ? କଳ୍ପନା ଜଳ୍ପନା ଜାରି…

ମୁମ୍ବାଇ,୯।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପିଏକୁ ଦୁର୍ବଳ ବୋଲି କହିବା ପରେ ଶିବସେନା କଂଗ୍ରେସର କ୍ଷତକୁ ଭଲ କରିବା ପାଇଁ କାର୍ଯ୍ୟ କରୁଛି। କାରଣ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri