କ୍ଷତିକାରକ ପଲିଥିନ୍
ବ୍ୟସ୍ତ ଜୀବନ ଭିତରେ ବଜାରକୁ ଯିବା ସମୟରେ ମନେ ପକେଇ ସଉଦାଥଳି ନେବା ଆମ ପାଇଁ ଭାରି କଷ୍ଟ କାମ। ଆମର ଠିକ୍ ମନେପଡ଼ନ୍ତା, ଯଦି ଦୋକାନୀ ପଲିଥିନ୍ ବ୍ୟାଗ୍ରେ ପୂରେଇ ସଉଦା ନ ଦିଅନ୍ତା। ଅବଶ୍ୟ ଏବେ ଟିକେ ଟିକେ…
ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଛୁରି ଭୁସି ହତ୍ୟା
ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଛୁରିରେ ହତ୍ୟା କରାଯାଇଥିଲା। ମୃତ ଯୁବକ ଜଣଙ୍କ ୨୬ ବର୍ଷୀୟ ହର୍ଷ ବୋଲି ଜଣା ପଡିଛି। ଏହାକୁ ହିଜାବ ବିବାଦ ସହ ଯୋଡି ପୋଲିସ ଅନୁସନ୍ଧାନ କରୁଛି। ତେବେ ପୋଲିସ ସିଧାସଳଖ…
କାମ ଦେଲାନି ଚାଇନାର ଧମକ, ନେପାଳ ସଂସଦରେ ଆମେରିକା ଏମ୍ସିସି ପରିଯୋଜନା…
କାଠମାଣ୍ଡୁ,୨୧।୨ : ଚାଇନାର ଧମକ କାମ ଦେଇନି। ନେପାଳ ସଂସଦରେ ଆମେରିକା ଏମ୍ସିସି ପରିଯୋଜନା ବିଲ୍ ଆଗତ ହୋଇଛି। ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍ସିସି)କୁ ନେପାଳର ସଂସଦରେ ଉପସ୍ଥାପିତ କରାଯାଇଛି। ପ୍ରାୟ ତିନିବର୍ଷ ଧରି ଏହି ପ୍ରକଳ୍ପ…
ସୂର୍ଯ୍ୟକୁମାରଙ୍କ ‘ନମସ୍କାର’ ସେଲିବ୍ରେଶନ୍କୁ ନେଇ ଚର୍ଚ୍ଚା: ଦେଖନ୍ତୁ ଭିଡିଓ
କୋଲକତା,୨୦।୨: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଚମତ୍କାର ବିଜୟରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧ୍ୟମ କ୍ରମରେ ସୂର୍ଯ୍ୟକୁମାର ଏକ ଚମତ୍କାର ଇନିଂସ ଖେଳିଥିଲେ। ଫଳରେ…
ଜଳେଶ୍ୱରର ୧୯ ବୁଥ୍ରେ ଭୋଟ ଜାଲିଆତି ଅଭିଯୋଗ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ବାଲେଶ୍ୱର ଜିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦରାୟାନ ଓ କାରୁଆ ପଞ୍ଚାୟତର ୧୯ଟି ବୁଥ୍ରେ ଶୁକ୍ରବାର ମତଦାନବେଳେ ବ୍ୟାପକ ଜାଲିଆତି, ବୁଥ୍ ଦଖଲ ଆଦି ଅଭିଯୋଗ ହୋଇଛି। ଏପରି ଅନିୟମିତତା ନେଇ କଂଗ୍ରେସର ସ୍ଥାନୀୟ ଜିଲା…
ସଫଳତା ଦୋହରାଇବା ଲକ୍ଷ୍ୟରେ ଭାଜପା
ଜଗତ୍ସିଂହପୁର ଅଫିସ, ୨୧ା୨: ଜଗତ୍ସିଂହପୁର ଜିଲାର ୨୬ଟି ଜିଲା ପରିଷଦ ଜୋନ ମଧ୍ୟରୁ କୁଜଙ୍ଗ ବ୍ଲକର ୪ଟି ଯାକ ଆସନର ଗୁରୁତ୍ୱ ରହିଛି। ୨୦୧୭ ନିର୍ବାଚନରେ ଏହି ବ୍ଲକରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏପରି…
ଯାହା କୋହଲି କରିପାରି ନ ଥିଲେ, ତାହା କରି ଦେଖାଇଲେ ରୋହିତ ଶର୍ମା
କୋଲକତା,୨୦।୨: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୧୯ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ…
୨୧ ବର୍ଷରେ ୨୬୧୭ଙ୍କୁ ଫାଶୀଦଣ୍ଡ, ୮ଜଣଙ୍କୁ ମିଳିଛି ଫାଶୀ…
ନୂଆଦିଲ୍ଲୀ,୨୧।୨ : ଦେଶରେ ଗତ ୨୧ ବର୍ଷ ମଧ୍ୟରେ ୨୬୧୭ ଜଣଙ୍କୁ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡାଦେଶ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୮ ଜଣଙ୍କୁ ଫାଶୀ ଦିଆଯାଇଛି। ତେବେ ସ୍ବାଧୀନ ଭାରତରେ ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଫାଶୀ…
୪ ବୁଥ୍ରେ ମତଦାନ ସ୍ଥଗିତ
ପାଣିକୋଇଲି,୨୧।୨(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର ୪ ବୁଥ୍ରେ ମତଦାନ ବନ୍ଦ ରହିଛି। ଏଠାରେ ପୁନଃ ମତଦାନ ଲାଗି ଜିଲା ପ୍ରଶାସନ ଘୋଷଣା କରିଛି। ସେହିପରି ପଞ୍ଚାୟତର ଟିକର ସାନ ବିରୁହଁା ବୁଥ୍ରେ ପୁନଃ ମତଦାନ କରିବାକୁ…
୨୨ରେ ୪ର୍ଥ ପର୍ଯ୍ୟାୟ ଭୋଟ : ମତଦାନ କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ଦଳ
ଡେଲାଙ୍ଗ,୨୧।୨(ଡି.ଏନ୍.ଏ): ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଆଗାମୀ ୨୨ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୧ଟା ପଯର୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ବ୍ଲକର ୨୧ଟି ପଞ୍ଚାୟତରେ ୧ ଲକ୍ଷ ୨ ହଜାର…
ବାଲଟ୍ ବକ୍ସ ସୁରକ୍ଷା ନେଇ ଚିନ୍ତାରେ ପ୍ରାର୍ଥୀ
ନିମାପଡ଼ା,୨୧ା୨(ଡି.ଏନ୍.ଏ.): ନିମାପଡ଼ା ବ୍ଲକରେ ଗତ ୧୮ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ମତଦାନ ପରେ ବାଲଟ ବକ୍ସକୁ ନିମାପଡ଼ା ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ଏହାର ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ତେବେ ବାଲ୍ଟ ବକ୍ସର ସୁରକ୍ଷା…
ଖବରଦାତାଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି
ବିଞ୍ଝାରପୁର,୨୧ା୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ରବିବାର ରାତିରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସୋମବାର ଆଉ ୧୦ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ।…
Archives


