Home

ପ୍ରଥମ ଥର ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ଭଳି ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ପରଦାରେ ଏକାଠି ସ୍କ୍ରିନ୍‌ ଶେୟାର କରିସାରିଛନ୍ତି। ଏହି ଯୋଡ଼ିଙ୍କୁ ମଧ୍ୟ ଦର୍ଶକ ପସନ୍ଦ କରୁଥିବା ବେଳେ ବାରମ୍ବାର ସେମାନଙ୍କୁ ଏକାଠି ଦେଖି ବୋର ହୋଇଯାଇଥାନ୍ତି। ଆଉ କିଛି ଏଭଳି…

ବିଷାକ୍ତ ମଦ ପିଇ ଆଜମଗଡରେ ୭ ମୃତ, ୧୨ ଅସୁସ୍ଥ

ଆଜମଗଡ଼,୨୧।୨: ଉତ୍ତରପ୍ରଦେଶର ଆଜମଗଡ ଜିଲାରେ ପୁଣି ଥରେ ବିଷାକ୍ତ ମଦ ନେଲା ଅନେକଙ୍କ ଜୀବନ। ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ଯୋଗୁ ଅହିରୁଲା ଥାନା…

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ଛାଡପତ୍ର ପାଇଁ ପୂର୍ବରୁ କୌଣସି ପ୍ରକାରର ଆଇନଗତ ଲଢେଇ…

କରହଲରେ ପୁନଃ ମତଦାନ ପାଇଁ ଦାବି କଲେ ବାଘେଲ

ମୈନପୁରୀ,୨୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଭିଭିଆଇପି ଆସନ କରହଲରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇସାରିଛି। ମତଦାନ ପରେ ଏଠାରେ ବୁଥ୍‌ ଦଖଲ, ନକଲି ଭୋଟ ଦେବା ଓ…

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୀତାପୁରରେ ପହଞ୍ଚିଥିଲେ। ଏକ ସଭାକୁ…

୧୦୦ ଯୁବକଙ୍କ ସହ ଡେଟ୍‌ରେ ଗଲେଣି ଯୁବତୀ, କିନ୍ତୁ…

ସାଧାରଣତଃ ନିଜ ମତମୁତାବକ ସାଥୀ ପାଇବା ପାଇଁ ପ୍ରଥମେ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି ପ୍ରେମିକା-ପ୍ରେମିକ। କିନ୍ତୁ ପୂର୍ବ ମିସ୍‌ ଗ୍ରେଟ୍‌ ବ୍ରିଟେନ୍‌ ରହିଥିବା ଏପ୍ରିଲ୍‌ ବନ୍‌ବରୀ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଯୁବକଙ୍କ ସହ ଡେଟ୍‌ରେ ଗଲେଣି କିନ୍ତୁ ତାଙ୍କୁ…

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଘଟଣାରେ ୨ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ମାମଲାରେ ସୋମବାର ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ, ଘଟଣା ପରେ ରାଜ୍ୟରେ ରାଜନୈତିକ ବୟାନବାଜି…

ପାକିସ୍ତାନରେ କୋହଲିଙ୍କ ପୋଷ୍ଟର୍‌, ପ୍ରଶଂସକ କହିଲେ ଆମେ ଚାହୁଁଛୁ…

ଇସଲାମାବାଦ୍‌,୨୧।୧:ନିକଟରେ ପାକିସ୍ତାନର ଷ୍ଟାଡିୟମରେ ପ୍ରଶଂସକମାନେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୋଷ୍ଟର ନେଇ ପହଞ୍ଚିଥିଲେ। ପାକିସ୍ତାନ ସୁପର ଲିଗରେ କୋହଲିଙ୍କ ପୋଷ୍ଟର ଧରି କିଛି ପ୍ରଶଂସକ ଷ୍ଟାଡିୟମରେ ନଜର ଆସିଥିଲେ। ପାକିସ୍ତାନୀ ପ୍ରଶଂସକମାନେ ଚାହୁଁଛନ୍ତି ଯେ କୋହଲି ପାକିସ୍ତାନ ସୁପର…

ପ୍ରେମିକାଙ୍କ ସହ ରୋମାଣ୍ଟିକ୍‌ ଡିନର୍‌ କଲେ ଯୁବକ, ବିଲ୍‌ ୧୮ ହଜାର ଆସିବାରୁ…

ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏକ ପ୍ରେମୀ ଯୁଗଳ ରୋମାଣ୍ଟିକ୍‌ ଡେଟ୍‌ରେ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ଖାଦ୍ୟ ଖାଇବା ସହ ମଦ ମଧ୍ୟ ପିଇଥିଲେ। ଏହାର ବିଲ୍‌ ପାଖାପାଖି ୧୮ ହଜାର ଟଙ୍କା ଆସିଥିଲା। ଏହା ଜାଣିବା ପରେ ପ୍ରେମୀ ଯୁଗଳ ସେଠୁ…

ମୌଳିକ କର୍ତ୍ତବ୍ୟ ପ୍ରତି ସଚେତନ ନ ହୋଇ କେବଳ ଅଧିକାର ସାବ୍ୟସ୍ତ କରିବା ଠିକ୍‌ ନୁହେଁ…

ନୂଆଦିଲ୍ଲୀ,୨୧।୨ : ଭାରତର ସମ୍ବିଧାନ ନାଗରିକଙ୍କୁ କେତେକ ମୌଳିକ ଅଧିକାର ପ୍ରଦାନ କରିଛନ୍ତି। ଅନୁଚ୍ଛେଦ ୧୪, ୧୯ ଏବଂ ୨୧ରେ ଏସବୁ ଉଲ୍ଲେଖ କରାଯାଇଛି। ସେହିପରି ସମ୍ବିଧାନ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେବଳ ଅଧିକାର କଥା କହି…

ସମୟ ମଧ୍ୟରେ ଓଟିପି ଅପଲୋଡ୍‌ କରି ନ ଥିବା ଛାତ୍ରଙ୍କ ମାମଲା, ତୁମେ ବସ୍‌ ହରାଇଛ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୧।୨ : ଜଣେ ଛାତ୍ରଙ୍କ ଆଡ଼ମିଶନ ପାଇଁ ତାଙ୍କ ପାଖକୁ ପଠାଯାଇଥିବା ଓଟିପି ଧାର୍ଯ୍ୟ ସମୟ ମଧ୍ୟରେ ଅପଲୋଡ୍‌ ନ କରିବାରୁ ତାଙ୍କର ନାମଲେଖା ହୋଇ ପାରି ନ ଥିଲା। ଏନେଇ ଛାତ୍ର ଜଣକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଡି.ଓ୍ବାଇ.…

ସାନପୁଅର ଜନ୍ମଦିନରେ ଫଟୋ ଶେୟାର କରି କରୀନା ଲେଖିଲେ ଏମିତି

ମୁମ୍ବାଇ: କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସାନପୁଅ ଜେହ୍‌ ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଥିବା ବେଳେ ସୋମବାର କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସୁପର ତଥା ସୁନ୍ଦର ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ତାଙ୍କ ପୁଅ ଜେହ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri