ଖସିଲା କରୋନା ଗ୍ରାଫ୍: ଆଜି ରାଜ୍ୟରୁ ୩୮୮ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୨ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୩୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୨,୮୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୨୬ ଜଣ ଚିହ୍ନଟ ହୋଇଥିବା…
ଦୈନିକ ମୃତ୍ୟୁ ସଂଖ୍ୟା ୩ ଶହ ତଳେ, ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ, ୨୧।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂକ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ଏହି ସମୟ ମଧ୍ୟରେ ୧୬…
ହଟିଲା କଟକଣା: ଏଣିକି ବିନା କୋଭିଡ୍ ଟିକା ପ୍ରମାଣପତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ
ପୁରୀ ଅଫିସ,୨୧ା୨: ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ୍ କଟକଣା ହଟିଛି। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଏଥିସହିତ ଶ୍ରଦ୍ଧାଳୁଙ୍କୁ କିଓସ୍କରେ ଧାଡ଼ିରେ ମଧ୍ୟ ଛିଡ଼ା ହେବାକୁ ପଡ଼ିବନି। ମନ୍ଦିର ପ୍ରବେଶର କଟକଣାକୁ ହଟାଇ…
ଗିରଫଦାରି, ବନ ବିଭାଗ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଠଗଡ଼ ନରସିଂହପୁର ୱେଷ୍ଟ ରେଞ୍ଜ୍ ଅଧୀନ ବାରାସିଂଘା ବିଟ୍ ଅନ୍ତର୍ଗତ ଜଙ୍ଗଲରେ ପୋତା ଯାଇଥିବା ହାତୀର ଗଳିତ ମୃତଦେହ ଜବତ ଘଟଣାକୁ ଇତିମଧ୍ୟରେ ୧୧ଦିନ ବିତି ଯାଇଛି। ହେଲେ ଏଯାଏ କାହାକୁ ଗିରଫ କରାଯାଇନାହିଁ କି ଆଖିଦୃଶିଆ ପଦକ୍ଷେପ ନିଆଯାଇ…
ସିନ୍ଧୁ ଜଳ କମିଶନ ବୈଠକ, ଇସଲାମାବାଦ୍ ଯିବେ ଭାରତୀୟ ପ୍ରତିନିଧି ଦଳ…
ନୂଆଦିଲ୍ଲୀ,୨୧।୨ : ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସିନ୍ଧୁ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍ରେ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତୀୟ ପ୍ରତିନିଧି ଦଳ ସେଠାକୁ ଯିବେ। ଏନେଇ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ…
ଉଇଗର ନରସଂହାର, ଜାତିସଂଘ ପ୍ରତିନିଧିଙ୍କୁ ଯାଞ୍ଚ୍ ଅନୁମତି ଦେବାକୁ ମନାକଲା ଚାଇନା…
ବେଜିଂ,୨୧।୨ : ଚାଇନାରେ ଉଇଗୁର ମୁସଲମାନ୍ଙ୍କର ନରସଂହାର ନେଇ ଏବେ ଜାତିସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ବହୁ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଜିନଜିଆନ ଅଞ୍ଚଳ ବିଷୟରେ କେତେକ ରିପୋର୍ଟ ପ୍ରକାଶ କରିଛନ୍ତି। ଜର୍ମାନୀରେ ଚାଲିଥିବା ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଚାଇନା…
ଭୋଟ ଗଣତିବେଳେ ୨୦୦ ମିଟର ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ
କଣାସ, ୨୧।୨(ସ୍ବ.ପ୍ର): କଣାସ ବ୍ଲକରେ ଭୋଟ ଗଣତିବେଳେ ୨୦୦ ମିଟର ଭିତରେ ଥିବା ଦୋକାନଗୁଡିକ ସବୁ ବନ୍ଦ ରହିବ। ଏଥିସହ ପ୍ରାର୍ଥୀମାନଙ୍କର ସମର୍ଥକ ସେଠାରେ ନ ରହି ଦୋକନ୍ଦା ମେଳଣ ପଡିଆରେ ରହିବା ପାଇଁ ବିଡିଓ ଲୋଚନ ଦାସ ଓ ତହସିଲଦାର…
ମିଳୁନି ଜମାକାରୀଙ୍କ ଟଙ୍କା, ଆନ୍ଦୋଳନ ଚେତାବନୀ
ବେଗୁନିଆ,୨୧ା୨(ଡି.ଏନ୍.ଏ.): କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଡାକରାରେ ରବିବାର ଖୋର୍ଦ୍ଧା ଜିଲା ବେଗୁନିଆ ବଜାରସ୍ଥିତ ମା’ଦୁର୍ଗା ଦେବୀଙ୍କ ପୀଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ରାଜ୍ୟ ସମ୍ପାଦକ ମଧୁସୂଦନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବେଗୁନିଆ ବ୍ଲକ ଅଞ୍ଚଳର…
ଭୋଟ୍ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍
ଖୋର୍ଦ୍ଧା ଅଫିସ/ବାଲୁଗାଁ,୨୧ା୨ (ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର ଖୋର୍ଦ୍ଧା ଜିଲା ଚିଲିକା ଓ ଖୋର୍ଦ୍ଧା ବ୍ଲକରେ ଭୋଟ ଗ୍ରହଣ ଶେଷ ହୋଇଛି। କାଁ ଭାଁ ବିଶୃଙ୍ଖଳାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାର ସହ ସରିଛି। ଚିଲିକା ବ୍ଲକରେ…
ରୁଷିଆ ପକ୍ଷରୁ ଅପରେଶନ୍ ‘ଜେଡ୍’ ଆରମ୍ଭ…
ମସ୍କୋ/କ୍ୱିଭ୍,୨୧।୨ : ରୁଷିଆ ୟୁକ୍ରେନ୍ ମଧ୍ୟରେ ତିକ୍ତତା ବଢୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ରୁଷିଆ ପକ୍ଷରୁ କୌଣସି…
ଗୁଳି ବର୍ଷୁଛି, ଆମେ ଲୁଚିଛୁ
କ୍ୱିଭ୍, ୨୧ା୨: ‘ଘର ନିକଟରେ ବ୍ୟାଗ୍ ଧରି ଛିଡ଼ା ହୋଇଥିଲି। ହଠାତ୍ ପ୍ରଚଣ୍ଡ ଶବ୍ଦ ହେବା ସହ ଗଛ ଜଳିବାକୁ ଲାଗିଲା। ଭୟରେ ଦୌଡ଼ି ଆସି ନିକଟରେ ଥିବା ଦୋକାନରେ ପଶିଗଲି। ମୋ ଶରୀରରେ ଯନ୍ତ୍ରଣା ହେଲା। ତଳକୁ ଚାହିଁଲା ବେଳକୁ…
ଖବରଦାତାଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୦ ଅଟକ
ବିଞ୍ଝାରପୁର,୨୧ା୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅନ୍ୟପକ୍ଷରେ ୨୦ ଜଣ ସହଯୋଗୀଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କୁ ପଚରାଉଚରା ଜାରି ରହିଛି । ଖୁବ୍ଶୀଘ୍ର ଘଟଣାରେ ସମ୍ପୃକ୍ତ…
Archives


