Home

ବାରାଣସୀରେ ମୋଦିଙ୍କ ୩ କି.ମି ଲମ୍ବା ରୋଡ ଶୋ’

ବାରାଣସୀ,୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି। ପୂର୍ବରୁ ନିର୍ବାଚନର ୬ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଏବେ କେବଳ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି। ମାର୍ଚ୍ଚ ୭ରେ ଶେଷ ମତଦାନ ହେବାକୁ ଥିବା ବେଳେ…

୧୩୦ଟି ବସ୍‌ରେ ଖାର୍କିଭ-ସୁମିରୁ ଉଦ୍ଧାର ହେବେ ଭାରତୀୟ

କ୍ୱିଭ୍‌,୪।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ଲାଗି ରୁଷିଆ ମଧ୍ୟ ଆଗକୁ ଆସିଛି। ରୁଷିଆ ପକ୍ଷରୁ ଏଥିପାଇଁ ୧୩୦ଟି ବସ୍‌କୁ ପ୍ରସ୍ତୁତ କରାଯାଇଛି। ଏହି ବସ୍‌ରେ ୟୁକ୍ରେନ ସୀମା ଦେଇ ଭାରତୀୟଙ୍କୁ ଉଦ୍ଧାର କରାଯିବ। ଏହାପରେ ତାଙ୍କୁ…

କହୁ କହୁ କହିଦେଲେ କରିନା

ବମ୍ବେ: କହୁ କହୁ କହିଦେଲେ କରିନା କପୁର ଖାନ୍‌। ମେହବୁବ୍‌ ଷ୍ଟୁଡିଓ ବାହାରେ ଅଭିନେତ୍ରୀ କାଜୋଲଙ୍କ ସହ ତାଙ୍କର ଦେଖା ହୋଇଥିଲା। ଉଭୟ କିଛି ସମୟ ଧରି ପରସ୍ପର ସହ କଥା ହୋଇଥିଲେ। ଏହି ସମୟରେ କଥା କଥାରେ କରିନା କରିସ୍ମାଙ୍କୁ…

ପେଶାୱର ମସ୍‌ଜିଦରେ ଆତ୍ମଘାତୀ ଆକ୍ରମଣ: ବିସ୍ଫୋରଣରେ ୪୬ମୃତ

ଇସ୍‌ଲାମାବାଦ,୪।୩: ପାକିସ୍ତାନର ଏକ ମସ୍‌ଜିଦ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶୁକ୍ରବାର ପେଶୱାର ମସ୍‌ଜିଦରେ ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିିଛି। ସୂଚନାଯୋଗ୍ୟ,…

ମା’ଙ୍କ ବିବାହ କରାଇଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏକ ଭାବପ୍ରଣଣ ପୋଷ୍ଟ କରିଥିଲେ। ଏହି ଫଟୋଗୁଡିକ ଏବେ ଭାଇରାଲ…

ରୁଷିଆରେ ଫେସ୍‌ବୁକ୍‌ ସହିତ ଆଉ କିଛି ଓ୍ବେବ୍‌ସାଇଟ୍‌ ଡାଉନ୍‌

ମସ୍କୋ,୪ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହା ଭିତରେ ରୁଷିଆର ଅନେକ ମିଡିଆ ଓ୍ବେବସାଇଟ ଡାଉନ୍‌ ହୋଇଥିବା ଜଣାପଡ଼ିଛି। ଏଥିରେ ଫେସବୁକ୍‌ ମଧ୍ୟ ଅନ୍ତର୍ଭୁକ୍ତ। କୁହାଯାଉଛି, ଯୁଦ୍ଧ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଲୋକଙ୍କ ଜିଭରେ ଲଗାମ ଦେବାକୁ ଏହା…

ବଢ଼ିଲା ବିମାନ ଯାତ୍ରା

ନୂଆଦିଲ୍ଲୀ,୪।୩: ଭାରତରେ ଏବେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୨୫ଶହ ଟଙ୍କାରେ ଉପଲବ୍ଧ ହେଉଥିବା ଏୟାର ଇଣ୍ଡିଆ ଇକୋନୋମିକ ଟିକେଟ ବର୍ତ୍ତମାନ ୪ହଜାରକୁ ବୃଦ୍ଧି ହୋଇଛି। ସେହିପରି ଇଣ୍ଡିଗୋ ବିମାନରେ ଯାତ୍ରା ପାଇଁ ସମାନ ଟିକେଟର ମୂଲ୍ୟ ୬ହଜାର…

ବିଶ୍ୱରେ ବଢ଼ିବ ଖାଦ୍ୟ ଆଉ ଗରିବୀ ସମସ୍ୟା

ନୂଆଦିଲ୍ଲୀ,୪ା୩: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗର ପରିବର୍ତ୍ତନ ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଯଦି ଏହାକୁ ଗମ୍ଭୀର ସହକାରେ ଧ୍ୟାନ ଦିଆ ନ ଯାଏ, ତେବେ ଏହା ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭୋକ ଏବଂ ଦାରିଦ୍ର୍ୟ…

ଅର୍ଦ୍ଧଶତକ ହାସଲ କଲେ କ୍ରୀଡା ମନ୍ତ୍ରୀ

କଟକ,୪।୩: ଚଣ୍ଡିଗଡ ଏବଂ ବଙ୍ଗଳା ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ପଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ମନୋଜ ତିଓ୍ବାରୀ। ମନୋଜ ୯୯ ବଲରେ ୫୩ ରନର ଏକ ଇନିଂସ ଖେଳିଥିଲେ। ଏହି ସମୟ…

ଘୋଡ଼ାକୁ ଗେଲ କରୁଥିଲେ ଯୁବତୀ, ଆଉ ତା’ ପରେ…

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟ ପରସ୍ପରକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ଲୋକେ ଗୃହପାଳିତ ପଶୁପକ୍ଷୀ ରଖିଥାନ୍ତି। ପଶୁମାନଙ୍କୁ ସେମାନଙ୍କର ବନ୍ଧୁ ଭାବରେ ଦେଖିଥାନ୍ତି। ବେଳେବେଳେ ଦୁହିଁଙ୍କ ମଧ୍ୟରେ ବହୁତ ଖୁସି ମଜା ହୋଇଥାଏ,…

ପ୍ରେମିକାଙ୍କୁ ପିଜା, ପାସ୍ତା ପଠାଇଲେ ହ୍ରିତିକ

ମୁମ୍ବାଇ: କିଛି ସପ୍ତାହ ପୂର୍ବରୁ ହ୍ରିତିକ ରୋଶନ ଏବଂ ସବା ଆଜାଦଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେବେଠାରୁ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ, ହ୍ରିତିକ-ସବାଙ୍କ ଭିତରେ କିଛି ଚାଲିଛି। ଏପରିକି ଦୁଇଜଣ ଏକାଠି ବୁଲିବା, ଖାଇବା, ପିଇବାର ଫଟୋ ମଧ୍ୟ ଅଧିକାଂଶ…

ୟୁକ୍ରେନ ସଙ୍କଟ: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୪।୩: ୟୁକ୍ରେନ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭାରତୀୟ ଛାତ୍ରୀଛାତ୍ରଙ୍କୁ କିପରି ସୁରକ୍ଷିତ ଅଣାଯାଇ ପାରି ସେନେଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri