୨୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିଲା ଓମିକ୍ରନ୍…
ନୂଆଦିଲ୍ଲୀ, ୧୧।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬୧ ଛୁଇଁଛି।…
କଇଁଛ ଖେଳୁଛି ଫୁଟବଲ୍, ଭିଡିଓ ଦେଖିଲେ କହିବେ ବାଃ ବାଃ
କଇଁଛ ଖେଳୁଛି ଫୁଟବଲ୍, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କଇଁଛ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା। କଇଁଛ ଫୁଟବଲକୁ ପାଟିରେ ମାରିବାକୁ ଚେଷ୍ଟା କରେ ଏବଂ ଆଗକୁ…
ସ୍ଥିତି ଅଣାୟତ୍ତ…
ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ ଜଣ…
କରୋନା ଆକ୍ରାନ୍ତଙ୍କୁ ୭ ଦିନ ଛୁଟି: କଟିବନି ଦରମା
ଲକ୍ଷ୍ନୌ,୧୧।୧: ଉତ୍ତରପ୍ରଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏକ ନୂତନ କରୋନା ଗାଇଡଲାଇନ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା ଗାଇଡଲାଇନ ଅନୁଯାୟୀ ଯଦି କୌଣସି ଘରୋଇ କାର୍ଯ୍ୟାଳୟର କର୍ମଚାରୀ କରୋନା…
ସାମାନ୍ୟ ଲକ୍ଷଣ ଥିବା ସଂକ୍ରମିତଙ୍କ ସମ୍ପର୍କରେ ଆସିଲେ ଟେଷ୍ଟିଂର ଆବଶ୍ୟକତା ନାହିଁ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୧ ।୧: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । କିଛି ରାଜ୍ୟରେ ସ୍ଥିତି ଅଣାୟତ୍ତ ହେବାରୁ କିଛି କଟକଣା ଲାଗୁ କରାଯାଇଛି । ଇତିମଧ୍ୟରେ କେନ୍ଦ୍ର ସରକାର କୋଭିଡ ଟେଷ୍ଟିଂକୁ ନେଇ ଏକ ବଡ ବୟାନ…
ଦୁଇଗୁଣ ହେବ ହସ୍ପିଟାଲାଇଜେଶନ
ନୂଆଦିଲ୍ଲୀ,୧୧।୧(ପି.ଟି.):ଦେଶରେ କୋଭିଡ୍ ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ୨ଗୁଣ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ବୋଲି କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଦ୍ୱିତୀୟ ଲହରର ପ୍ରତି ୧୦୦ ଡେଲ୍ଟା ମାମଲା ସ୍ଥାନରେ ୪୦୦ରୁ ୫୦୦…
ସୁ ଚୀଙ୍କୁ ଆଉ ୪ ବର୍ଷ ଜେଲ
ନାପିତାଉ, ୧୧ା୧: ମ୍ୟାନ୍ମାର ଗାଦିଚ୍ୟୁତ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ୍ ସାନ୍ ସୁ ଚୀଙ୍କୁ ସୋମବାର ଏକ କୋର୍ଟ ବେଆଇନ ଭାବେ ଓ୍ବାକି-ଟକିଜ୍ ଆଣି ବ୍ୟବହାର କରିବା, କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଅଧିକ ୪ ବର୍ଷ…
ଛେଳି ଚରାଉଛନ୍ତି ସାରା
ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମ ଜଗତରେ ତଥା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ପ୍ରତ୍ୟେକ ପୋଷ୍ଟକୁ ଦେଖିବାକୁ ଭଲ ପାଆନ୍ତି,…
ଜେପି ନଡ୍ଡାଙ୍କୁ କରୋନା
ନୂଆଦିଲ୍ଲୀ,୧୧।୧: ଏବେ ଦେଶରେ କରୋନା ମାମଲା ବଢି ବଢି ଚାଲିଛି। କରୋନା ଦ୍ୱାରା ଅନେକ ନେତା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କରୋନାରେ ଆକ୍ରାନ୍ତ…
ପୁଣି ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କଲା ଉତ୍ତର କୋରିଆ
ପ୍ୟୋଙ୍ଗୟଙ୍ଗ,୧୧।୧: ୨୦୨୨ର ପ୍ରଥମ ସପ୍ତାହରେ ପୁଣି ଥରେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାପାନର ତଟରକ୍ଷୀଙ୍କ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦେଶ ମଧ୍ୟ ମଙ୍ଗଳବାର ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।…
ତାମିଲନାଡ଼ୁରେ ‘ଜାଲ୍ଲିକାଟ୍ଟୁ’କୁ ଅନୁମତି
ଚେନ୍ନାଇ, ୧୧ା୧:କୋଭିଡ୍ ସଂକ୍ରମଣ ବୃଦ୍ଧି ମଧ୍ୟରେ ତାମିଲନାଡ଼ୁ ସରକାର ସୋମବାର ଜାଲ୍ଲିକାଟ୍ଟୁ (ଷଣ୍ଢକୁ କାବୁ କରିବା ପ୍ରତିଯୋଗିତା)କୁ ଅନୁମତି ଦେଇଛନ୍ତି। ପ୍ରତିବର୍ଷ ଜାନୁୟାରୀରେ ପୋଙ୍ଗଲ ସମୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କରୋନା ଗାଇଡ୍ଲାଇନ ମଧ୍ୟରେ ଜାଲ୍ଲିକାଟ୍ଟୁ ଆୟୋଜନ ପାଇଁ ରାଜ୍ୟ…
ରୋଗ ପ୍ରତିରୋଧକ ଶକ୍ତିକୁ ଦ୍ୱନ୍ଦ୍ୱରେ ପକାଉଛି ଫାଷ୍ଟ ଫୁଡ୍
ଲଣ୍ଡନ, ୧୧ା୧:ଜୀବାଣୁ, ଭୂତାଣୁ ସହ ଲଢ଼ି ଆମକୁ ସୁସ୍ଥ ରଖିବାରେ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କାମ କରିଥାଏ। ଆମେ ପ୍ରତିଦିନ କୋଟି କୋଟି ସଂଖ୍ୟାରେ ରୋଗ ସୃଷ୍ଟିକାରୀ କାରକର ସାମ୍ନା କରୁଥିଲେ ହେଁ ଇମ୍ୟୁନୋ ସିଷ୍ଟମ ଯୋଗୁ…
Archives


