ବିଏସ୍ପିକୁ ଗୋଟିଏ ସିଟ୍
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ରାଜନୀତିରେ ୩ଦଶନ୍ଧି ଧରି ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବା ମୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସ୍ପି)କୁ ୨୦୨୨ ବିଧାନସଭା ନିର୍ବାଚନରେ ମାଟି କାମୁଡ଼ିବାକୁ ପଡ଼ିଛି। ଦଳିତ ରାଜନୀତିରେ ଏକଦା ଆଗରେ ରହିଥିବା ମାୟାବତୀ ଓ ତାଙ୍କ ଦଳ…
ଆସନ ବଞ୍ଚାଇପାରିଲେନି ଉପମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶ ଜନାଦେଶର ଚିତ୍ର ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ୭୩୩୭ ଭୋଟରେ ଏସ୍ପି ପ୍ରାର୍ଥୀ ପଲ୍ଲବୀ ପଟେଲ ତାଙ୍କୁ…
ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ
ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ହୋଇଥିବା ବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍ ବହିର୍ବ୍ୟାପାର…
ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଭଗବନ୍ତ-ଜେଲେନ୍ସ୍କିଙ୍କ ଜୀବନୀ
ଚଣ୍ଡିଗଡ଼,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସଂଖ୍ୟାଗରିଷ୍ଠତା ସହ ବିଜୟ ହାସଲ କରିଛି। ବହୁମତରେ ବିଜୟ ହାସଲ କରିବା ପରେ ରାଜ୍ୟରେ ଇତିହାସ ସୃଷ୍ଟି କରିଛି ଏଏପି। ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟର ଓ ଫେସ୍ବୁକ୍ରେ ୟୁକ୍ରେନ…
୨୦୨୨ ୟୁପି ଫଳାଫଳ ୨୦୨୪କୁ ଆମନ୍ତ୍ରଣ କରୁଛି
ନୂଆଦିଲ୍ଲୀ,୧୦।୩: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଐତିହାସିକ ଫଳାଫଳ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ଆମନ୍ତ୍ରଣ କରୁଛି। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଉଦ୍ବୋଧନ ଦେବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ…
ଭୋଟ ଗଣନା ବେଳେ ଲାଠିଚାର୍ଜ
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ଭାଜପା) ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରୁଥିବା ବେଳେ ଅନେକ ସ୍ଥାନରେ ଦଳକୁ ସଂଘର୍ଷ ମଧ୍ୟ କରିବାକୁ ପଡ଼ିଛି। ଏଭଳି…
‘ପରିଶ୍ରମ କଲୁ ହେଲେ ଭୋଟ ଆଣିପାରିଲୁ ନାହିଁ’
ନୂଆଦିଲ୍ଲୀ,୧୦।୩: ଉତ୍ତରପ୍ରଦେଶ ନିର୍ବାଚନରେ ଭାଜପା ଏକ ଐତିହାସିକ ବିଜୟ ହାସଲ କରିଛି। ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଦଳ ପୁନର୍ବାର କ୍ଷମତାକୁ ଫେରିବାକୁ ଯାଉଛି। ବର୍ତ୍ତମାନ ଭାଜପା ବିଜୟୀ ହୋଇଥିବା ବେଳେ ଏହି ନିର୍ବାଚନରେ କଂଗ୍ରେସକୁ ମାଟି କାମୁଡ଼ିବାକୁ ପଡ଼ିଛି। ଅର୍ଥାତ୍…
କିଏ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ରେସ୍ରେ ୪ ଜଣ
ଡେରାଡୁନ,୧୦ ।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପଡିଙ୍କଠାରୁ ମାତ୍ର ୬,୫୭୯ ଭୋଟରେ ହାରି ଯାଇଛନ୍ତି ।…
ଟ୍ରେନ୍ରେ ପୁଣି ମିଳିବ କମ୍ବଳ
ନୂଆଦିଲ୍ଲୀ,୧୦।୩: କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ଧରି ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ଏବେ ଧିରେ ଧିରେ ପ୍ରତ୍ୟାହାର କରାଯାଉଛି। ଇତିମଧ୍ୟରେ ନିକଟରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମୋଦନ ମିଳିିବା ପରେ ସରକାର ରେଲୱେରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ…
ଉପମୁଖ୍ୟମନ୍ତ୍ରୀ ପଛରେ: ବନ୍ଦ ରହିଛି ଗଣନା
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପଛରେ ପଡ଼ିଯାଇଛନ୍ତି। ସିରାଥୁରେ କେଶବ ପ୍ରସାଦ ୬ହଜାର ଭୋଟ ପଛରେ ଥିବା…
ବିକାଶ, ସୁଶାସନକୁ ମିଳିଲା ଜନାଦେଶ
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ପଞ୍ଜାବ ସମେତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ବିପୁଳ ଭୋଟରେ ଭାଜପା ବାଜି ମାରିଥିବା ବେଳେ ଦ୍ୱିତୀୟ ଥର ପୁଣି ଯୋଗୀ ଆଦିତ୍ୟନାଥ ବହୁମତରେ ସରକାର ଗଢ଼ିବାକୁ ଯାଉଛନ୍ତି। ଇତିମଧ୍ୟରେ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୦ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୬,୨୮୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Archives


