Home

ଜାଣନ୍ତି ପିମ୍ପୁଡ଼ିମାନେ କାହିଁକି ଗୋଟିଏ ଧାଡ଼ିରେ ଚାଲନ୍ତି

ପୃଥିବୀରେ ଅନେକ ଅନନ୍ୟ ଜୀବ ଅଛନ୍ତି,ଯାହାକି ସେମାନଙ୍କ ସ୍ବତନ୍ତ୍ରତା ପାଇଁ ଜଣାଶୁଣା। ପିମ୍ପୁଡ଼ି ମଧ୍ୟ ଏହି ଜୀବମାନଙ୍କ ମଧ୍ୟରୁ ଅନ୍ୟତମ। ପିମ୍ପୁଡ଼ିମାନଙ୍କର ଅଭ୍ୟାସ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉ। ନିଶ୍ଚୟ ଧ୍ୟାନ ଦେଇଥିବେ ପିମ୍ପୁଡ଼ି ସବୁବେଳେ ସମାନ ଧାଡ଼ିରେ ଚାଲୁଥିବାର…

ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ ଭାଜପା ୨୫୦ଟି ଆସନ ଅତିକ୍ରମ କରିଛି, ଅର୍ଥାତ ଭାଜପା କୁହୁକ ନମ୍ବର ୨୦୨ରୁ ଅଧିକ…

ଆସନ୍ତା ବର୍ଷ ‘ସୁଶାନ୍ତ ମୁନ୍‌’ ଭାବେ ପାଳିତ ହେବ ଦିବଙ୍ଗତ ଅଭିନେତାଙ୍କ ଜନ୍ମଦିନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ବଲିଉଡର ପ୍ରତିଭାବାନ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ। ଅଭିନୟ ସାଙ୍ଗକୁ ଅନ୍ତରୀକ୍ଷ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏପରିକି ସେ ଜହ୍ନରେ ଜାଗା କିଣିଥିଲେ। ଏବେ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋଶାଇଟି…

ହାରିଗଲେ ସିଦ୍ଧୁ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥର ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଅମୃତସର ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବି ନିର୍ବାଚନ ହାରି ଯାଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ…

ମୋତେ ଫରକ ପଡ଼େନାହିଁ ଟ୍ରୋଲ୍‌: ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଯିଏ ନିଜ ଷ୍ଟାଇଲ୍‌ରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ବଢ଼ାଇଥାନ୍ତି। ତାଙ୍କର ଏହି ଷ୍ଟାଇଲ୍‌ ପାଇଁ ସେ ଅଧକାଂଶ ସମୟ ଟ୍ରୋଲର ଶିକାର ବି ହୋଇଥାନ୍ତି। ନିକଟରେ ସେ ପ୍ରକାଶ…

୪୫୦୦୦ ଭୋଟରେ ଜିତିଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୦।୩: ନିର୍ବାଚନରେ ଜିତିଲେ ଆମ ଆଦମୀ ପାର୍ଟିର ଭଗଓ୍ବନ୍ତ ମାନ। ପଞ୍ଜାବର ଧୁରି ବିଧାନସଭା ଆସନରୁ ବିପୁଳ ଭୋଟରେ ସେ ବିଜୟ ଲାଭ କରିଛନ୍ତି। ଭଗଓ୍ବନ୍ତଙ୍କୁ ଆମ ଆଦମୀ ପାର୍ଟି(ଆପ୍‌) ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା। ସେହିପରି ଶିରୋମଣି ଅକାଳୀ ଦଳ…

ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଲା

ନୂଆଦିଲ୍ଲୀ,୧୦।୩: ଦେଶର ୫ ରାଜ୍ୟରେ ବିଧାନସଭା ଲାଗି ଭୋଟଗଣତି ଜାରି ରହିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ନେଇ ନିର୍ବାଚନୀ ବିଜୟ ରାଲି ଉପରେ ଲଗାଯାଇଥିବା ନିଷେଧାଦେଶକୁ ଗୁରୁବାର କମିଶନ ହଟାଇ ଦେଇଛନ୍ତି। ଅର୍ଥାତ ଫଳାଫଳ…

କେଜ୍ରିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ, କହିଲେ ସିସୋଦିଆ..

ନୂଆଦିଲ୍ଲୀ,୧୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ ହୋଇଛି। ରାଜ୍ୟବାସୀ ଆମ୍‌ ଆଦ୍‌ମୀ ପାର୍ଟିର କାର୍ଯ୍ୟକୁ…

ଭାରତ-ଆମେରିକା ରୁଟ୍‌ରେ ହ୍ରାସ ପାଇଛି ୫୦୦ ବିମାନ ସିଟ୍‌

ନୂଆଦିଲ୍ଲୀ,୧୦ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ପ୍ରଭାବ ପକାଇଛି। ଯୁଦ୍ଧର ଭୟାବହତା ଶୀଘ୍ର ହେଉ କିମ୍ବା ବିଳମ୍ବରେ ସମସ୍ତ ଦେଶକୁ ପ୍ରଭାବିତ କରିବ। ବର୍ତ୍ତମାନ ଏହାର ପ୍ରତ୍ୟକ୍ଷ ପ୍ରଭାବ ଭାରତ-ଆମେରିକା ବିମାନ ମାର୍ଗରେ ଦେଖାଯାଇଛି। ପ୍ରତିଦିନ ଏହି ମାର୍ଗରେ…

କଂଗ୍ରେସର ପରାଜୟ ସ୍ବୀକାର କଲେ ସିଦ୍ଧୁ…

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ କଂଗ୍ରେସ ପକ୍ଷରୁ ନଭଜୋତ ସିଂ ସିଦ୍ଧୁ ଦଳର ପରାଜୟ ସ୍ବୀକାର କରିଛନ୍ତି। ରାଜ୍ୟର ଜନତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କଂଗ୍ରେସ ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ଏହା…

ଖୁସିରେ ଗଦ୍‌ଗଦ୍‌ କେଜ୍‌ରିଓ୍ବାଲ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଟ୍ରେଣ୍ଡରେ ଆମ ଆଦମୀ ପାର୍ଟି (ଏଏପି) ଆଗରେ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ରାଜ୍ୟରେ ଏଏପି ବହୁମତ ସହ ସରକାର ଗଢିବାକୁ ଯାଉଛି। ଏହି ସଫଳତା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର…

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ: ମାତ୍ର ୧୦ ବର୍ଷ ମଧ୍ୟରେ ବଦଳିଗଲା ସବୁକିଛି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଟ୍ରେଣ୍ଡରେ, ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଫଳରେ ଘୋଷଣା ମୁତାବକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri