Home

ଭବିଷ୍ୟତରେ ଭାରତର ଅଧିନାୟକ ହୋଇପାରନ୍ତି ହାର୍ଦ୍ଦିକ: ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୬।୪: ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ। ଡେବ୍ୟୁ ସିଜନରେ ଦଳ ୫ଟି ମୁକାବିଲା ଖେଳିଥିବା ବେଳେ ସେଥିରୁ ୪ଟି ଜିତିଛି। ଏଥିଯୋଗୁ ଦଳ ଅଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ତେବେ ଗୁଜରାଟର…

ଚିଲିକା ଭିତରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ

କୃଷ୍ଣପ୍ରସାଦ,୧୬ା୪(ଡି.ଏନ୍‌.ଏ.): ଚିଲିକାରେ ୪୦ରୁ ୫୦ ମିନିଟ୍‌ ଧରି ଫସି ରହିଥିଲେ ୨୦୦ରୁ ଅଧିକ ଯାତ୍ରୀ। ପ୍ରଶାସନ ହସ୍ତକ୍ଷେପ କରିବା ପରେ ଡଙ୍ଗା କୂଳରେ ଲାଗିବାକୁ ଅନୁମତି ମିଳିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡ଼ିଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଦେଉଳପଡ଼ାରେ…

ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ ଇନ୍ଧନ ଚାହିଦା କମିବାରେ ଲାଗିଛି। ଶନିବାର ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ପେଟ୍ରୋଲ୍‌ ଚାହିଦା…

ଏହି ଅଭିନେତ୍ରୀଙ୍କୁ ବ୍ରେଷ୍ଟ୍‌ କ୍ୟାନସର

ମୁମ୍ବାଇ: ଅନେକ ଟିଭି ସିରିୟଲରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ଛବି ମିତ୍ତଲ ଏବେ କ୍ୟାନସର ସହ ଲଢୁଛନ୍ତି। ତାଙ୍କୁ ବ୍ରେଷ୍ଟ୍‌ କ୍ୟାନସର ହୋଇଛି। ଏନେଇ ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ପ୍ରକାଶ କରିଛନ୍ତି। ଛବି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ…

ଆକାଶରେ ବିରଳ ଦୃଶ୍ୟ, ଅନୁମାନ କରି କୁହନ୍ତୁ ଏହା କ’ଣ

ମଣିଷ କଦାପି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଇ ପାରିବ ନାହିଁ। ଯେତେ ବୁଦ୍ଧିମାନ ହେଲେ ମଧ୍ୟ ପ୍ରକୃତି ଆଗରେ ହାର ମାନିବ। ଏହି ଯେମିତି ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ, ନଦୀ ଝରଣାର କୂଳୁକୂଳୁ ଶବ୍ଦ କାନକୁ ବେଶ୍‌ ଶାନ୍ତି ଦେଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ…

୨୦୨୧ରେ ଡ୍ୟୁଟିରେ ୧୫୩ ଯବାନ କରିଛନ୍ତି ଆତ୍ମହତ୍ୟା, ୩ ବର୍ଷରେ ୯୫୦ ଶହୀଦ୍‌…

ନୂଆଦିଲ୍ଲୀ, ୧୬।୪ : ଦେଶରେ ଡ୍ୟୁଟିରେ ଯବାନଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ଏହା ବ୍ୟତୀତ ଆତଙ୍କବାଦ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଡ୍ୟୁଟିରେ ଥିବା ସାମରିକ ବାହିନୀର ଶହୀଦଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି…

ଲେମ୍ବୁର ସ୍ଥାନ ନେଲା ରସୁଣ

ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍‌ ଲେମ୍ବୁର…

ଅନ୍‌ଲାଇନ୍‌ରେ ବିବାହ ଡ୍ରେସ୍‌ ଅର୍ଡର କରିଥିଲେ ଯୁବତୀ, ପ୍ୟାକେଟ୍‌ ଦେଖି ପାଦତଳୁ ଖସିଗଲା ମାଟି

ଆଜିର ସମୟରେ ଲୋକମାନେ ଅନ୍‌ଲାଇନ୍‌ ଶପିଂକୁ ଅଧିକ ପସନ୍ଦ କରୁଛନ୍ତି। ଏମିତିରେ କରୋନା ଯୋଗୁ ଲୋକମାନେ ଭିଡ଼ରେ ଶପିଂ କରିବା ପରିବର୍ତ୍ତେ ଘରେ ବସି ଶପିଂ କରିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ଲୋକମାନେ ଆଶା କରୁଥିବା ସାମଗ୍ରୀଠାରୁ ବେଶ୍‌ ଭଲ…

ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ …

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ…

ରଣବୀରଙ୍କୁ ଜ୍ୱାଇଁ ଭାବେ ପାଇ ଭାବବିହ୍ବଳ ହେଲେ ମହେଶ ଭଟ୍ଟ

ବମ୍ବେ: ବିବାହ ପରଠାରୁ ଚର୍ଚ୍ଚାରେ ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଗୁରୁବାର ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ହାତକୁ ଦୁଇ ହାତ ହୋଇଛନ୍ତି। ଏହି ବିବାହରେ ପରିବାରଲୋକଙ୍କ ସହ ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେଇଥିଲେ।…

ମିଶନ ୨୦୨୪, ସୋନିଆ-ପିକେ ଭେଟ…

ନୂଆଦିଲ୍ଲୀ, ୧୬।୪ : ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଭେଟେରାନଙ୍କ ସହ ଚାରି ଘଣ୍ଟିଆ ମାରାଥନ ବୈଠକରେ ପ୍ରଶାନ୍ତ କିଶୋର(ପିକେ) ୨୦୨୪ ଲୋକସଭା ନିର୍ବାଚନର ଉପସ୍ଥାପନା କରିଛନ୍ତି। ଦଳ ଭିତରେ ସଂସ୍କାର ଆଣିବା ପାଇଁ କଣ କରାଯିବା ଆବଶ୍ୟକ ତାହା ମଧ୍ୟ…

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୫ ଶିଶୁ ମୃତ

କାବୁଲ,୧୬ା୪: ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନୀ ବିମାନଗୁଡ଼ିକ ଅନେକ ଥର ଏୟାର ଷ୍ଟ୍ରାଇକ କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ଶିଶୁ ଏବଂ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖୋଷ୍ଟ ପ୍ରଦେଶର ଅଧିକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?