Home

ସାଧାରଣତନ୍ତ୍ର ଦିବସ ପୂର୍ବରୁ ସୁରକ୍ଷା କୋର ଗ୍ରୁପର ବୈଠକ

ଜମ୍ମୁ,୨୨ ।୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶ୍ରୀନଗରରେ ସୁରକ୍ଷା କୋର ଗ୍ରୁପର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁରକ୍ଷା ସମିକ୍ଷା ଓ ୨୦୨୨ରେ ଆତଙ୍କବାଦୀ ବିରୋଧି ଗତିବିଧିକୁ ନେଇ ରଣନୀତି ପ୍ରସ୍ତୁତ କରିବାକୁ ନେଇ ଆଲୋଚନା ହୋଇଛି । ଶ୍ରୀନଗର…

ଅମର ଯବାନ ଜ୍ୟୋତିକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ

କୋଲକାତା,୨୨ ।୧: ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାର ନ୍ୟାଶନାଲ ୱାର ମେମୋରିଆଲ ବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଗଲାଣି । ପଶ୍ଚିମବଙ୍ଗର କିଛି…

ମାଆ ହେଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରୟଙ୍କା ଚୋପ୍ରା ମା’ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପିସି ନିଜେ ଏହି ଖବର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସରୋଗେସି ମାଧ୍ୟମରେ ସେ ମା’ ହୋଇଥିବା ସୂଚନା ଦେଇଛନ୍ତି ।…

ଏଏସ୍‌ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…

କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସ୍‌ଓ ପଦବୀ ନିମନ୍ତେ ଏଥର ୩୮…

ଟେଷ୍ଟ ପରେ ହାତରୁ ଗଲା ଦିନିକିଆ, ୭ ଉଇକେଟରେ ଦ୍ୱିତୀୟ ମ୍ୟାଚ୍‌କୁ ଜିତିଲା ଦକ୍ଷିଣ ଆଫ୍ରିକା

ପାର୍ଲ, ୨୧।୧: ଟିମ୍‌ ଇଣ୍ଡିଆ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି। ଟେଷ୍ଟ ସିରିଜ୍‌ ପରେ ଏବେ ଦିନିକିଆ ସିରିଜ୍‌ ଭାରତ ହାତରୁ ଖସିଛି। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ…

ଭାରତ ବିରୋଧୀ କାର୍ଯ୍ୟ ଲାଗି ୩୫ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ୟାନ୍‌

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛି। ଏଥିସହ ୨ ଓ୍ବେବ୍‌ସାଇଟ୍‌, ୨ ଟୁଇଟର ଆକାଉଣ୍ଟ, ଦୁଇ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଏବଂ ୧ ଫେସବୁକ୍‌ ଆକାଉଣ୍ଟ ଉପରେ…

୧୧ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦବୀକୁ ପଦୋନ୍ନତି; ଜାଣନ୍ତୁ ଅଛନ୍ତି କିଏ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ…

ଟିକେଟ ଦେଲାନି ଭାଜପା, ସ୍ବାଧୀନ ଭାବେ ଲଢ଼ିବେ ପାରିକରଙ୍କ ପୁଅ ଉତ୍ପଳ

ପାଣାଜୀ,୨୧।୧: ଗୋଆ  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଧାନସଭା ନିର୍ବାଚନ ଲଢ଼ିବେ। ଭାଜପା ତାଙ୍କୁ ସ୍ବର୍ଗତ ପାରିକରଙ୍କ ଗଡ଼ ଭାବେ ପରିଚିତ ପାଣାଜୀରୁ ଟିକେଟ ଦେବ ବୋଲି ଉତ୍ପଳ ଆଶା କରିଥିଲେ। ହେଲେ ଦଳରୁ ନିରାଶ…

ସୁଶାନ୍ତଙ୍କୁ ଝୁରୁଛନ୍ତି ପ୍ରେମିକା, ଭିଡିଓ ଶେୟାର କରି ଲେଖିଲେ…

ବମ୍ବେ: ପ୍ରେମିକ ତଥା ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦକୁ ଚାଲିଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଧିରେ ଧିରେ କଥା ଜେଲ ଯିବା ଯାଏ ବଢ଼ିଥିଲା। ଏବେ ଜେଲରୁ ମୁକୁଳି ସ୍ବାଭାବିକ ଜୀବନ ଜିଇଁବାକୁ ଚେଷ୍ଟା…

ଭାରତ ଟେଷ୍ଟ ଦଳର ଅଧିନାୟକ କିଏ ହେବା ଉଚିତ? ପିଟରସନ କହିଲେ…

ମସ୍କାଟ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଆଲୋଚନା ହେବାରେ ଲାଗିଛି। ଏହି କ୍ରମରେ ଇଂଲଣ୍ଡର…

ଦ୍ରାବିଡ୍‌-ଧୋନୀଙ୍କୁ ପଛରେ ପକାଇଲେ ପନ୍ତ, ନିଜ ନାମରେ କଲେ ଏହି ରେକର୍ଡ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଉଲ୍ଲେଖନୀୟ ବ୍ୟାଟିଂ କରିଛନ୍ତି। ପନ୍ତ ତାଙ୍କ ଇନିଂସରେ ୧୦ ଚୌକା ଏବଂ ୨ ଛକା ସହ ୭୧ ବଲ୍‌ରେ ୮୫ ରନ୍‌…

ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ସମସ୍ତ ବର୍ଗକୁ ଖୁସି କରିବାକୁ ପ୍ରୟାସ

ଚଣ୍ଡିଗଡ଼,୨୧ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ନାମ ରହିଛି । ଭାଜପା ରାଷ୍ଟ୍ରୀୟ ମହାସଚିବ ତରୁଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri