Home

ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା, ୮ କୋଟି ୟୁଜରଙ୍କ ଆକାଉଣ୍ଟ୍‌ ବନ୍ଦ…

ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରିସ୍ଥଳେ ରୁଷିଆ ଉପରେ କଟକଣା ବଢ଼ିବାରେ ଲାଗିଛି। ତେବେ ଏବେ ରୁଷିଆ ଏହାର ଜବାବ ଦେବା ଆରମ୍ଭ କରିଛି। ସୋମବାରଠାରୁ ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା ଜାରି ହୋଇଛି। ଫଳରେ…

ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଇକ ଦେଖିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ସାବଧାନ! ଏଣିକି ବାଇକ୍‌ରୁ ଉଚ୍ଚ ଶବ୍ଦ ବାହାରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଖୋଜି ଖୋଜି ଧରିବ ପୋଲିସ। ରାଜଧାନୀରେ ଅନେକ ଯୁବକ ବାଇକ୍‌କୁ ମଡେଲିଂ କରିବା ସହ ସେଥିରେ ବିକଟାଳ ବା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ପାଇପ୍‌ ଲଗାଉଛନ୍ତି। କେଉଁ…

ଜେଲେନ୍‌ସ୍କିଙ୍କ ଚେତାବନି: ଖୁବଶୀଘ୍ର ନାଟୋ ଦେଶ ଉପରେ ରୁଷିଆ କରିବ ଆକ୍ରମଣ

କ୍ୱିଭ୍‌,୧୪ ।୩: ରୁଷିଆ ଏବେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ କରିବା ଯୋଜନାରେ ରହିଛି । କିଛି ସମୟର ଅସ୍ତ୍ର ବିରତି ପରେ ରୁଷିଆ ପୁଣିଥରେ କ୍ୱିଭ ଚାରିପଟୁ ଆକ୍ରମଣ ଜାରି ରଖିଛି । ରବିବାର ରୁଷିଆ ନାଟୋ ସଦସ୍ୟ ଥିବା…

ମଣ୍ଡିରୁ ଧାନ ନ ଉଠିଲେ ଆନ୍ଦୋଳନ

ବୋଲଗଡ଼,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସଙ୍କ ଦେଖା ମିଳୁନାହିଁ। ଫଳରେ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ଶୋଷଣର ଶିକାର ହେଉଛି। ଟୋକନ…

ୟୁକ୍ରେନ୍ ସେନା ପ୍ରଶିକ୍ଷଣ ଶିବିର ଉପରେ ରୁଷିଆର ମିଶାଇଲ ମାଡ, ଭଡାରେ ଆସିଥିବା ୧୮୦ ବିଦେଶୀ ସେନା ନିହତ!

କ୍ୱିଭ/ମସ୍କୋ/ୱାଶିଂଟନ,୧୪ ।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨ ସପ୍ତାହରୁ ଅଧିକ ସମୟ ହୋଇଥିଲେ ବି ଏବେବି ଏହା କମ୍ ହୋଇନାହିଁ । ରୁଷିଆ ପକ୍ଷରୁ ୟୁକ୍ରେନର ଏକ ସେନା ପ୍ରଶିକ୍ଷଣ କେନ୍ଦ୍ର ଉପରେ ମିଶାଇଲ ମାଡ କରାଯିବା…

ଦୁଃଖ ଉପରେ ଦୁଃଖ, ମାନବ ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ, କାଢ଼ି ନେଉଛନ୍ତି ଶରୀରର ବିଭିନ୍ନ ଅଙ୍ଗ…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସାଧାରଣ ଲୋକଙ୍କ ଦୁଃଖ ପୁଣି ବଢ଼ିବାରେ ଲାଗିଛି। ସେମାନଙ୍କ ଦୁଃଖ ଉପରେ ଦୁଃଖ ବଢୁଛି। ଘରଛାଡ଼ି ଶରଣାର୍ଥୀ ସାଜିଥିବା ଲୋକମାନେ ମାନବ ଚୋରା ଚାଲାଣର ଶିକାର ହେଉଛନ୍ତି। ମହିଳାମାନଙ୍କୁ ଧରିନେଇ ରେଡ୍‌…

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଆର୍‌ ଆଣ୍ଡ ବି ଡିଭିଜନ ଫୋର୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ବାଧୀନ

ଖୋର୍ଦ୍ଧା ଅଫିସ,୧୪ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ଟିକେଟ ବଣ୍ଟନକୁ କେନ୍ଦ୍ର କରି ଭାଜପା ଓ ବିଜେଡିରୁ ଏକାଧିକ ଅସନ୍ତୁଷ୍ଟ କର୍ମୀ ମଇଦାନକୁ ଓହ୍ଲାଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବା ପରେ ସ୍ପଷ୍ଟ ଚିତ୍ର…

ଚାଇନାକୁ ବାଇଡେନ୍‌ଙ୍କ ଧମକ, ରୁଷିଆକୁ ସହାୟତା କଲେ ପରିଣାମ ହେବ ଭୟଙ୍କର…

ଓ୍ବାଶିଂଟନ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ତାଗିଦ୍‌ କରିଛନ୍ତି। ବାଇଡେନ୍‌ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ପ୍ରଶାସନକୁ କହିଛନ୍ତି ରୁଷିଆକୁ ସହାୟତା କଲେ ପରିଣାମ ଭୟଙ୍କର ହେବ।…

କ୍ଷୀର ଦାମ ୧୫୦ ଟଙ୍କା, ଚିନି କିଲୋ ୧୦୦

ଇସ୍‌ଲାମାବାଦ,୧୪ ।୩: ପାକିିସ୍ତାନର ଇମ୍ରାନ ସରକାର ପୁଣି ଟାର୍ଗେଟରେ । ଗୋଟିଏ ପଟେ ମହଙ୍ଗା ମାଡ ହୋଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଶ୍ୱ ନେତାଙ୍କ ସହ ଆଖି ମିଶାଇ ପାରୁ ନାହାନ୍ତି । ବିରୋଧି ଏହାର ମଜା ଉଡାଉଥିବା…

ନିରୀହ ବନାମ ଶକ୍ତିଶାଳୀ ପୁଟିନ୍‌…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଧୀରେ ଧୀରେ ରୁଷିଆ ଆକ୍ରମଣକୁ ବୃଦ୍ଧି କରୁଛି। ଗୋଟିଏ ପଟେ ୟୁକ୍ରେନ୍‌ର ନିରୀହ ଜନସାଧାରଣ ଥିବାବେଳେ ଅନ୍ୟ ପଟେ ଶକ୍ତଶାଳୀ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ରହିଛନ୍ତି। ୟୁକ୍ରେନରେ ଏପର୍ଯ୍ୟନ୍ତ ୫୯୬…

ଜିଲାପାଳଙ୍କ ପିଏ ହତ୍ୟା ମାମଲା: ରିପୋର୍ଟ ଦାଖଲ ନେଇ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଜୟପୁର ୧୪ା୩ (ନି.ପ୍ର.): ମାଲକାନଗିରିର ପୂର୍ବତନ ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ହସ୍ତକ୍ଷେପ କରି ଅଭିଯୁକ୍ତ ଏଯାଏ ଗିରଫ ହୋଇ ନ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri