Home

କେନ୍ଦ୍ରୀୟ ଏସିଆରେ ବ୍ଲାକଆଉଟ୍‌

ନୂଆଦିଲ୍ଲୀ, ୨୬ା୧: କେନ୍ଦ୍ରୀୟ ଏସିଆର ୩ ଦେଶରେ ମଙ୍ଗଳବାର ବଡ଼ ଧରଣର ବ୍ଲାକଆଉଟ୍‌ ହୋଇଛି। ଏକ ପ୍ରମୁଖ ପାଓ୍ବାର ଲାଇନରେ ସମସ୍ୟା ଯୋଗୁ କାଜାଖସ୍ତାନ, ଉଜ୍‌ବେକିସ୍ତାନ ଏବଂ କିର୍ଗିଜସ୍ତାନର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବିଦ୍ୟୁତ୍‌ ସଂଯୋଗ ପାଇବାରୁ ବଞ୍ଚିତ ହୋଇଥିଲେ।…

ଖବରଦାତାଙ୍କୁ ଗାଳିକଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୨୬ା୧:ଏକ ପ୍ରେସ୍‌ କନ୍‌ଫରେନ୍ସରେ ଦରଦାମ ବୃଦ୍ଧିକୁ ନେଇ ଜଣେ ଖବରଦାତା ପ୍ରଶ୍ନ କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ଖରାପ ଭାଷାରେ ଗାଳି କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଶରେ ମୁଦ୍ରାସ୍ଫୀତି…

ବାପା ହେଲେ ଯୁବରାଜ

ଚଣ୍ଡିଗଡ,୨୬।୧: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏକ ଶିଶୁପୁତ୍ରର ପିତା ହୋଇଛନ୍ତି। ୪୦ ବର୍ଷୀୟ ଯୁବରାଜ ମଙ୍ଗଳବାର ବିଳମ୍ବିତ ରାତିରେ ଟୁଇଟ କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଖୁସି ଖବର ବାଣ୍ଟି ସେ…

୨୮ରୁ ପଶ୍ଚିମ ଓଡ଼ିଶାରେ ଶୀତ ଲହରି, ଉପକୂଳ ଜିଲାରେ ଘନକୁହୁଡ଼ି

ଭୁବନେଶ୍ୱର,୨୫ା୧(ବ୍ୟୁରୋ)-ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ କୁହୁଡ଼ି ଓ ଶୀତୁଆ ପାଗ ରହିବ। ବୁଧବାର ଏବଂ ଗୁରୁବାର ଦୁଇଦିନ କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲାର କେତେକ ସ୍ଥାନରେ…

ପୁଣି ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମ

ପୁରୀ ଅଫିସ, ୨୫।୧- ପୁରୀ ଟାଉନଥାନା ଅଞ୍ଚଳରେ ଗତ ରବିବାର ଜଣେ ୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ମଙ୍ଗଳବାର ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ…

ଫେବୃୟାରୀ ୯ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

କଟକ ଅଫିସ,୨୫।୧: ଆସନ୍ତା ଫେବୃଆରୀ ୯ ତାରିଖରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି)ର ଦ୍ୱିତୀୟ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତଥର ୭୨,୨୮୨ ଜଣ ପରୀକ୍ଷାର୍ଥୀ…

ଗାଡି କି ଘୋଡା ନୁହେଁ, କନ୍ୟା ଆଣିବାକୁ ଜେସିବିରେ ଗଲେ ବର: ଆଉ ତା’ପରେ

ଆଜିକାଲି ବିବାହର ଋତୁ ଆରମ୍ଭ ହୋଇଯାଇଛି। ବିବାହ ସମ୍ପର୍କିତ ଅନେକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ବର ଗାଡି କି ଘୋଡା ନୁହେଁ, ଜେସିବି ଧରି କନ୍ୟାଙ୍କୁ ଆଣିବାକୁ…

ଭାଜପାକୁ ଆଉ ଏକ ଝଟ୍‌କା: ଦଳ ଛାଡ଼ିଲେ ସୁକାନ୍ତ

ବରଗଡ଼ ଅଫିସ୍‌,୨୫।୧- ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୨ ଜାତୀୟ ଦଳ ଭାଜପା, କଂଗ୍ରେସ ପ୍ରାର୍ଥିନୀ ଅମ୍ବାଭୋନା ବ୍ଲକ ଜୋନ-୨ରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଏହି ଆସନରୁ ବିଜେଡ଼ି…

‘ଆମ ସରକାର ଆସୁଛି, ଛାଡିବା ନାହିଁ ପ୍ରତିଶୋଧ ନେବା’

ଲକ୍ଷ୍ନୌ,୨୫।୧: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ କଥା କଟାକଟି ଚାଲିଛି। ମିରଟ୍‌ ସାଉଥ ଆସନରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମାଜବାଦୀ ପାର୍ଟି (ଏସପି) ପ୍ରାର୍ଥୀ ଆଦିଲ ଚୌଧୁରୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ…

ସାହିତ୍ୟିକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ, ବାବା ବଳିଆ- ପ୍ରମୋଦ ପାଇବେ ପଦ୍ମଶ୍ରୀ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ ବର୍ଷ ପାଇଁ ମଙ୍ଗଳବାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ୭ ଜଣ ଅଛନ୍ତି। ବିଶିଷ୍ଟ ଓଡ଼ିଆ ସାହିତି୍ୟକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯିବ। ସେହିଭଳି ପାରା…

ପଦ୍ମ ପୁରସ୍କାର ଘୋଷଣା: ବିପିନ ରାଓ୍ବତଙ୍କୁ ପଦ୍ମବିଭୂଷଣ

ନୂଆଦିଲ୍ଲୀ,୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ମଙ୍ଗଳବାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ପଦ୍ମବିଭୂଷଣ ପାଇଁ ମୋଟ ୪ ଜଣଙ୍କ ନାମ ଚୟନ ହୋଇଥିବାବେଳେ ପଦ୍ମ ଭୂଷଣ ପାଇଁ ୧୭ଜଣଙ୍କୁ ଚୟନ କରାଯାଇଛି। ଏହା ବ୍ୟତୀତ ପଦ୍ମଶ୍ରୀ…

ସଙ୍କଟ ସମୟରେ ଅର୍ଥନୀତିକୁ ମଜଭୁତ୍‌ କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ୭୩ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ, ଦେଶ ତଥା ବିଦେଶରେ ରହୁଥିବା ଭାରତର ସମସ୍ତ ଲୋକଙ୍କୁ ମୋର ଶୁଭେଚ୍ଛା!…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri