Home

ଭାରତକୁ ମ୍ୟାଚ୍‌ ଜିତାଇ ପାରିଲେନି ଦୀପକ ଚହର, ପ୍ରେମିକା କହିଲେ…

କେପ୍‌ଟାଉନ୍‌,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ବିଜୟର ଦ୍ୱାର ଦେଶରେ ପହଞ୍ଚିବା ପରେ ତୃତୀୟ ଦିନିକିଆରେ ହାରିଯାଇଛି। ଶେଷ ୨ ଓଭରରେ ଭାରତକୁ ୮ ରନ ସ୍କୋର କରିବାକୁ ପଡୁଥିଲା କିନ୍ତୁ ଦଳ ମ୍ୟାଚକୁ ୪ ରନ୍‌ରେ ହାରିଥିଲା। ଏହି…

କାଲି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ତାଲିକାରେ ଥିଲେ, ଆଜି ଦେଲେ ଇସ୍ତଫା

ନୂଆଦିଲ୍ଲୀ,୨୫।୧: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କିଛି ସମୟ ପରେ ଭାଜପାରେ ଯୋଗଦେବେ। ଏହା ସହିତ ଭାରତୀୟ ଜନତା ପାର୍ଟି ତାଙ୍କୁ ୟୁପି ବିଧାନସଭା ନିର୍ବାଚନରେ ସ୍ବାମୀ ପ୍ରସାଦ…

ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ ‘ଭୁଲ ଭୁଲେୟା ୨’

ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ମେକର୍ସ ସ୍ଥିର କରିଛନ୍ତି କି ଭୁଲ ଭୁଲେୟା ୨ର ରିଲିଜ ଡେଟକୁ ସ୍ଥଗିତ କରାଯିବ ନାହିଁ କି ଘୁଞ୍ଚାଇ ଦିଆଯିବ ନାହିଁ । ପୂର୍ବ ନିର୍ଦ୍ଧାରତ ତାରିଖ ଅନୁଯାୟୀ ଏହା ରିଲିଜ୍ କରାଯିବ ।…

ଡରାଇଲାଣି ଓମିକ୍ରନର ସବ ଭାରିଏଣ୍ଟ: ଇନ୍ଦୋରରେ ୬ ଶିଶୁ ସମେତ ୧୨ ସଂକ୍ରମିତ

ଇନ୍ଦୋର,୨୫ ।୧: ଇନ୍ଦୋରରେ ଓମିକ୍ରନ୍ ସହ ଏହାର ସବ ଭାରିଏଣ୍ଟ ବିଏ.୧ ଓ ବିଏ.୨ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସହରରେ ଓମିକ୍ରନର ସବ ଭାରିଏଣ୍ଟ ବିଏ.୨ରେ ସଂକ୍ରମିତ ଥିବା ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୬…

ନିଜ ବିବାହକୁ ନେଇ ଉତ୍ତର ରଖିଲେ ସୋନାକ୍ଷି

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ବିବାହ କେବେ ହେଉଛି କିଏ ହେଉଛନ୍ତି ତାଙ୍କର ଜୀବନସାଥି ଏସବୁ ଜାଣିବାକୁ ତାଙ୍କ ପ୍ରଶଂସକଙ୍କର ଉତ୍ସାହ ଖୁବ୍ ଅଧିକ । ନିକଟରେ ଏକ ବାର୍ତ୍ତାଳାପ ସମୟରେ ସୋନାକ୍ଷି ତାଙ୍କ ବିବାହକୁ ନେଇ ଏକ…

୨୬ ଜାନୁୟାରୀରୁ ବଢିବ ଶୀତ, କମିବ ୫ ରାଜ୍ୟର ତାପମାତ୍ରା

ନୂଆଦିଲ୍ଲୀ,୨୫ ।୧: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମଡିର ସୂଚନା ଅନୁଯାୟୀ, ୨୬ ଜାନୁୟାରୀ ପରେ ଶୀତ ବଢିବ ବୋଲି ଅନୁମାନ କରାଯାଇଛି ।…

ନମୋ ଆପ ମାଧ୍ୟମରେ କର୍ମୀଙ୍କ ସହ ଯୋଡି ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧: ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶର ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ସହ…

ରାମନଗରରୁ ନିର୍ବାଚନ ଲଢିବେ ହରିଶ ରାୱତ

ଡେରାଡୁନ,୨୫ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ପତ୍ରରେ ୧୧ ଜଣଙ୍କ ନାମ ଘୋଷଣା କରିଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାମନଗର ଆସନରୁ ନିର୍ବାଚନ…

ଆମେରିକା-ଫ୍ରାନ୍ସରେ କମୁଛି ଦୈନିକ ସଂକ୍ରମଣ

ୱାଶିଂଟନ/ବ୍ରୁସେଲ୍ସ,୨୫ ।୧: ସାରାବିଶ୍ୱରେ କରୋନାର ତାଣ୍ଡବ ଲାଗି ରହିଥିବା ବେଳେ ଏହାକୁ ହରାଇବା ଲାଗି ବିଭିନ୍ନ କଟକଣାମାନ ଲଗାଯାଉଛି । ବ୍ରୁସେଲ୍ସରେ କରୋନା ଓ ଏହାର ନୂଆ ଭାରିଏଣ୍ଟ ଓମିକ୍ରନଠାରୁ ଦୂରେଇ ରହିବାକୁ ବିଭିନ୍ନ ପ୍ରକାର କଟକଣା ଲଗାଯାଇଛି । ହେଲେ…

ରେକର୍ଡ କଲେ ଦିଲ୍ଲୀର କିଶୋର: ୨୦ ଦିନରେ ଦିଆଗଲାଣି ୭୫ ପ୍ରତିଶତ ଟିକା

ନୂଆଦିଲ୍ଲୀ,୨୫ ।୧: କରୋନା ଟିକାକରଣକୁ ନେଇ ଦିଲ୍ଲୀର କିଶୋରମାନେ ରେକର୍ଡ କରିଛନ୍ତି । ପ୍ରାୟ ୨୦ ଦିନ ମଧ୍ୟରେ ୭୫ ପ୍ରତିଶତ କିଶୋର କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଲେଣି । ଏବେ ଦିଲ୍ଲୀରେ ଟିକାକରଣକୁ ୩୭୨ ଦିନ ପୂରଣ…

ଅକାଳି ଦଳର ମୋଦି ପ୍ରେମ: ମେଣ୍ଟ ନ କରି ବି ପୋଷ୍ଟରରେ ମୋଦିଙ୍କ ଛବି

ଫିରୋଜପୁର,୨୫ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଅକାଳିଦଳ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କଲାନାହିଁ । ହେଲେ ଦଳର ମୋଦି ପ୍ରେମ ଏବେ ପ୍ରଚାର ସମୟରେ ଦେଖିବାକୁ ମିଳିଛି । ଫିରୋଜପୁର ଜିଲାର ଜଲାଲାବାଦ ବିଧାନସଭା ଆସନରୁ ଶିରୋମଣି…

ଗୋଟିଏ ବୋତଲ ରକ୍ତ ଦିଅ, ଏକ କିଲୋ ଚିକେନ ନିଅ

ମୁମ୍ବାଇ,୨୫ ।୧: ଶିବାସେନାର ସଂସ୍ଥାପକ ସ୍ୱର୍ଗତ ବାଲ ଠାକରେଙ୍କ ଜୟନ୍ତି ଅବସରରେ ମହାରାଷ୍ଟ୍ରର ଉହ୍ଲାସନଗରରେ ଦଳ ପକ୍ଷରୁ ଏକ ଅଦ୍ଭୁତ ଅଫର ଦିଆଯାଇଛି । ବାଲ ଠାକରେଙ୍କ ଜୟନ୍ତି ଅବସରରେ ଉହ୍ଲାସନଗରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri