Home

ପ୍ରମୋଦ ପାଇବେ ପଦ୍ମଶ୍ରୀ

ଭୁବନେଶ୍ୱର,୨୫।୧: ଓଡ଼ିଶାର ସୁନା ପୁଅ ତଥା ଭାରତ ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ପ୍ରଥମ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ସେ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି। ୨୦୨୧ରେ ପାରା ଅଲିମ୍ପିକ୍‌ ବ୍ୟାଡ୍‌ମିଣ୍ଟନ୍‌…

ଏହି ଖେଳାଳିଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ଗମ୍ଭୀର: କହିଲେ ‘ ତାଙ୍କୁ ଆଇପିଏଲ୍‌ ପଠାଇଦିଅ ଆଉ…

ନୂଆଦିଲ୍ଲୀ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଛି। ବିଶେଷକରି କିଛି ଖେଳାଳିଙ୍କ ଚୟନ ଉପରେ ଅନେକ ପ୍ରତିକ୍ରିୟା ରଖୁଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର…

ହାତ ଧରିଲେ ରାଣୀ ଚାଟାର୍ଜୀ

ନୂଆଦିଲ୍ଲୀ,୨୫।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ନିର୍ବାଚନ। ଏହାକୁ ନେଇ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ରାଜନୀତି ପାଣିପାଗ ସରଗରମ ରହିଛି। କିଛି ଅସନ୍ତୁଷ୍ଟ ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଥିବା ବେଳେ କିଛି କଳାକାର ମଧ୍ୟ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି।…

ଛାତ୍ରୀ ଥିବା ବେଳେ କମେଡିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଗିନ୍ନି, ଏଭଳି କିଛି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଜଣେ କମେଡିଆନ୍‌ ଭାବେ ପ୍ରତିଟି କଳାପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କପିଲ ଶର୍ମା। ନିଜ ପ୍ରଚେଷ୍ଟାରେ ସେ ଏଭଳି ସୋପାନ ହାସଲ କରିଛନ୍ତି। ତେବେ କର୍ମ ଜୀବନ ଭଳି କପିଲଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ରହି ଆସିଛି…

ଓମିକ୍ରନ୍‌ ପରେ କରୋନା ସରୁନି, ୪ର୍ଥ ଲହର ଆସିପାରେ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଓମିକ୍ରନ ପରେ କରୋନା ଶେଷ ହେବ ନାହିଁ। ଏହାପରେ ୪ର୍ଥ ଲହର ମଧ୍ୟ ଆସିପାରେ। କିଛି ଏଭଳି ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି ରାଜ୍ୟ ସରକାର। ମଙ୍ଗଳବାର କୋଭିଡ୍‌ ସମ୍ପର୍କିତ ଖବରଦାତା ସମ୍ମିଳନୀରେ ଡା. ସମ୍ପଦ ଦାସ କହିଛନ୍ତି, ତୃତୀୟ…

ବାଚସ୍ପତିଙ୍କ ଉପରେ ରାଗିଗଲେ ରାଜ୍ୟପାଳ

କୋଲକତା,୨୫।୧: ପଶ୍ଚିମବଙ୍ଗରେ ପୁଣି ଥରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ରାଜ୍ୟପାଳ ଜଗଦୀପ ଧନଖର ମଙ୍ଗଳବାର ପୁଣି ଥରେ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ ବାଚସ୍ପତିଙ୍କ ନାଁରେ ସାମ୍ବିଧାନିକ ନିୟମ ଉଲ୍ଲଂଘନ ଏବଂ…

ବୀରତା ପୁରସ୍କାର ଘୋଷଣା: ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାର ମଙ୍ଗଳବାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥର ୩୮୪ଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଏଥିମଧ୍ୟରୁ ୧୨…

ବଲିଉଡ୍‌ ଡେବ୍ୟୁ ଲାଗି ପ୍ରସ୍ତୁତ

ବମ୍ବେ: ହିନ୍ଦୀ ସିନେମାର ପ୍ରଶଂସକ ଏବେ ଦକ୍ଷିଣ ଭାରତୀୟ କଳାକାରଙ୍କୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରୁ ତାହା ସ୍ପଷ୍ଟ ଅନୁମେୟ। ସାରା ଦେଶରେ ଫିଲ୍ମର ଅସମ୍ଭବ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଏହି କାରଣରୁ ଏବେ ଦକ୍ଷିଣ…

ମା’ ହେବା ପରେ ଏପରି ନିଷ୍ପତ୍ତି ନେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପପ ଷ୍ଟାର୍‌ ସ୍ବାମୀ ନିକ ଜୋନାସ ସରୋଗେସି ଜରିଆରେ ନିକଟରେ ମାତାପିତା ହୋଇଛନ୍ତି। ଉଭୟ ଜାନୁୟାରୀ ୨୨ରେ ସୋସିଆଲ ମିଡିଆ ଆକାଉଣ୍ଟରେ ମିଳିତ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ୩୯ ବର୍ଷୀୟା…

କ୍ୟାଟ୍ରିନାଙ୍କ ବୋଲ୍ଡ ଅନ୍ଦାଜ୍‌

ଅଭିନେତା ବିକି କୌଶଲଙ୍କ ସହ ବିବାହ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କାମକୁ ଫେରିଛନ୍ତି। ଆଜିକାଲି ସେ ମାଳଦ୍ୱୀପରେ ଏକ ବ୍ରାଣ୍ଡ ପାଇଁ ଶୁଟିଂ କରୁଛନ୍ତି। ଏଠାରୁ ସେ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ନିଜର ଫଟୋ ଶେୟାର କରୁଛନ୍ତି। ନିକଟରେ…

ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ: ପୁନଃନାମାଙ୍କନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯିବ। ଏହାକୁ ନେଇ…

ଭାଜପାରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ୟୁପି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri