Home

ମୋବାଇଲ ଦିଅ, ଷ୍ଟ୍ରେଚର ନିଅ

କଟକ ଅଫିସ, ୨୨ା୪: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏଠି କିନ୍ତୁ ରୋଗୀଙ୍କ ପାଇଁ ଅଜବ ନିୟମ କରାଯାଇଛି। ମୋବାଇଲ ବନ୍ଧକ ରଖିଲେ ଷ୍ଟ୍ରେଚର ଓ…

୪୫ ମିନିଟ କାଟ ହେବ ବିଦ୍ୟୁତ୍‌

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିଃ(ଟିପିସିଓଡିଏଲ) ଅଞ୍ଚଳରେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌ କାଟ ଜାରି ରହିବ । କିଛି ଅଞ୍ଚଳରେ ଅଧ ଘଣ୍ଟାରୁ ୪୫ମିନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେବ ବୋଲି ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସେନ୍‌…

ଟ୍ରମ୍ପ୍‌ଙ୍କୁ ବୋକା କହିଲେ ମୋରଗାନ

ଓ୍ବାଶିଂଟନ,୨୧।୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ନିକଟରେ ବ୍ରିଟିଶ ଟେଲିଭିଜନ ପକ୍ଷରୁ ଆୟୋଜିତ ଏକ ସାକ୍ଷାତ୍‌କାରରେ ଯୋଗଦେବା ଅବସରରେ ଉପସ୍ଥାପକ ମୋରଗାନଙ୍କ ପ୍ରଶ୍ନରେ ରାଗି ଯାଇ ଟ୍ରମ୍ପ୍‌ ଅଧାରୁ ଉଠିଆସିଥିବା ଦେଖିବାକୁ…

ଯୌନ ଅନୁଗ୍ରହ ପାଇଁ ୮୦୦ କଲ୍‌

ବେଙ୍ଗାଲୁରୁ, ୨୨ା୪:କର୍ନାଟକର ଏକ ଘରୋଇ କଲେଜ ଅଧ୍ୟାପିକାଙ୍କ ପାଖକୁ ଯୌନ ଅନୁଗ୍ରହ ପାଇଁ ୮୦୦ ଫୋନ୍‌ କଲ୍‌ ଆସିଛି। ସମ୍ପୃକ୍ତା ଅଧ୍ୟାପିକାଙ୍କ ସହକର୍ମୀମାନେ ବିଭିନ୍ନ ସହରରେ ଥିବା ବସ୍‌ଷ୍ଟାଣ୍ଡ ଓ ଟଏଲେଟ୍‌ କାନ୍ଥରେ ତାଙ୍କ ମୋବାଇଲ୍‌ ନମ୍ବର ଏବଂ ଇ-ମେଲ୍‌ ଆଇଡି…

ବିଶାଳକାୟ ହାତୀକୁ ମାରି ସେଲ୍‌ଫି ନେଲେ

ଗାବୋରନ୍‌, ୨୨ା୪: ବିଶ୍ୱର ଅନ୍ୟତମ ବିଶାଳକାୟ ତଥା ବୋଟ୍‌ସଓ୍ବାନାର ବୃହତ୍ତମ ହାତୀକୁ ଗୁଳି କରି ଏହାର ମୃତଦେହ ନିକଟରେ ଦୁଇ ଅଭିଯୁକ୍ତ ସେଲ୍‌ଫି ନେଇଛନ୍ତି। ହାତୀର ୮ ଫୁଟ୍‌ ଲମ୍ବ ଦାନ୍ତ ନିକଟରେ ସେମାନେ ବସିଥିବାର ଏକ ଫଟୋ ସୋସିଆଲ ମିଡିଆରେ…

୧୫୫.୯୨ କୋଟିରେ ହେବ ୩ କ୍ୟାନ୍ସର ୟୁନିଟ୍‌

ଭୁବନେଶ୍ୱର,୨୨ା୪: ଓଡ଼ିଶାର ୩ ମେଡିକାଲ କଲେଜରେ ନୂଆ କ୍ୟାନ୍ସର କେୟାର ସେଣ୍ଟର ଖୋଲିବା ପାଇଁ ଗୁରୁବାର ରାଜ୍ୟ ସରକାର ୧୫୫.୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କ୍ୟାନ୍ସର କେୟାର ସେଣ୍ଟର ସ୍ଥାପନ ଲାଗି…

ମୋଡ଼ ବଦଳାଇଲେ ରୋଷେୟାଙ୍କ ବାପା

ଝାରସୁଗୁଡ଼ା ଅଫିସ,୨୨ା୪:ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କୁ ହତ୍ୟା କରାଯାଇଥିବା ଭାଜପା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି। ଏଭଳିସ୍ଥଳେ ଲଳିତଙ୍କ ବାପା ବେଲାର୍ସନ ସାହୁ ଓ ବଡ଼ଭାଇ ବିରଞ୍ଚତ୍…

ପରକୀୟା ପ୍ରୀତି: ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):ଇଞ୍ଜିନିୟର ସ୍ବାମୀଙ୍କ ବଦଳି ପରେ ସ୍ତ୍ରୀଙ୍କୁ ନେବାଆଣିବା କରିବା ଭିତରେ ତାଙ୍କ ସହ ଡ୍ରାଇଭରଙ୍କ ଗଢ଼ିଉଠେ ପ୍ରେମ ସମ୍ପର୍କ। ସ୍ବାମୀଙ୍କ ବାରଣ ସତ୍ତ୍ୱେ ଚାଲେ ମିଳାମିଶା। ଏହାକୁ ନେଇ ଦାମ୍ପତ୍ୟ ଜୀବନରେ ଉଠେ ଝଡ଼। ସ୍ତ୍ରୀ ମହିଳା ଥାନାରେ ସ୍ବାମୀଙ୍କ…

ଅହିଂସାର ପ୍ରବର୍ତ୍ତକ ଗାନ୍ଧିଜୀ ଅସାଧାରଣ

ଅହମଦାବାଦ,୨୨ା୪:ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଗୁରୁବାର ସକାଳେ ଅହମଦାବାଦରେ ଅବତରଣ କରିବା ପରେ ସାବରମତିସ୍ଥିତ ମହାତ୍ମା ଗାନ୍ଧୀଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ସେ ଅରଟରେ ସୂତା କାଟିଥିଲେ। ବିଶ୍ୱରେ ପରିବର୍ତ୍ତନ ପାଇଁ ସତ୍ୟ ଓ ଅହିଂସା…

ରାଉରକେଲା ପ୍ରଦୂଷଣ ହକି ପାଇଁ ବାଧା

ଭୁବନେଶ୍ୱର,୨୨/୪(ବ୍ୟୁରୋ):୨୦୨୩ ଜାନୁୟାରୀରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ଆଗରେ ପ୍ରଦୂଷଣ ବାଧକ ସାଜିଛି। ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ର ସମସ୍ତ ମ୍ୟାଚ ଖେଳାଯିବ। ଏଥିରେ ୧୬ଟି ଦେଶ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ସରକାର ବ୍ୟାପକ ପ୍ରସ୍ତୁତି…

ଟାଇଗର୍‌ଙ୍କୁ ଫଲୋ କରୁଛନ୍ତି ଅମିତାଭ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଥର ଅମିତାଭ ବଚ୍ଚନ ଏମିତି କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଯାଛନ୍ତି। ୭୯ ବର୍ଷୀୟ ଅମିତାଭ ଏବେ ୩୨…

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିୟର୍ସ ମୋର୍ଗାନଙ୍କ ସହ ଚାଲିଥିବା ସାକ୍ଷାତକାରରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି। କାରଣ ଗତ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପ୍ରଶ୍ନ ଶୁଣି ରାଗି ପାଚି ନିଆଁ ହୋଇଯାଇଥିଲେ ଟ୍ରମ୍ପ୍‌। ଏହି ସାକ୍ଷାତକାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?