Home

ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌ର ୪ ଗିରଫ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଅଭିନବ ଉପାୟରେ ଟଙ୍କା ଲୁଟ୍‌ କରୁଥିବା ପଶ୍ଚିମବଙ୍ଗର ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗୁରୁବାର କଟକରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲା ରାଣାଘାଟ ଥାନା ଅଞ୍ଚଳର…

ନୋଟ୍‌ ଉଡ଼ାଇବା ସମୟରେ ବରକନ୍ୟାଙ୍କ ଉପରେ ପଡ଼ିଗଲେ ବନ୍ଧୁ, ଆଉ ତା’ ପରେ…

ଏମିତି ବିବାହ ନାହିଁ ଯେଉଁଠି ବରକନ୍ୟାଙ୍କ ସାଙ୍ଗସାଥୀ ଉପସ୍ଥିତ ନ ଥିବେ। ବିବାହରେ ସାଙ୍ଗମାନେ ଥଟ୍ଟାମଜା କରି ବେଶ୍‌ ଆନନ୍ଦିତ ହୋଇଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ବିବାହ ସମୟର ସେମିତି ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ବରକନ୍ୟା…

‘କେନ୍ଦ୍ର ପଠାଉଥିବା ଟଙ୍କାର ଜଗୁଆଳି ହେବ ଭାଜପା’

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସକ୍ରମେ ଗ୍ରାମାଞ୍ଚଳର ବିକାଶ ପାଇଁ ମୋଦି ସରକାର ପ୍ରଚୁର ଅର୍ଥ ଓଡ଼ିଶାକୁ ପ୍ରଦାନ କରିଛନ୍ତି। ସେହିଭଳି ଡିଏମ୍‌ଏଫ୍‌ ଏବଂ ଓଏମ୍‌ବିଏଡିସି ପାଣ୍ଠିରେ ବ୍ୟାପକ ଅର୍ଥ ଆସୁଛି। ଏହି ଅର୍ଥରେ ପଞ୍ଚାୟତର ଭିତ୍ତିଭୂମି ବିକାଶ…

ରାତିରେ ଭାଜପା, ସକାଳେ ବିଜେଡି

ସମ୍ବଲପୁର,୨୮ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡା ଛୁଟିବା ସ୍ଥିତି ଦେଖିବାକୁ ମିଳିଛି। ବିଜେଡି ନେତା ରାତିରେ ଭାଜପାରେ ମିଶିବା ପରେ ସକାଳେ ପୁଣି ଦଳକୁ ଫେରିବା…

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। କାରଣ ଉକ୍ତ ଆସନରୁ ଭାଜପା ତାଙ୍କ ବୋହୂ ଦିବ୍ୟା ରାଣେଙ୍କୁ…

ବୁଷ୍ଟର ଡୋଜ୍‌ ଦେବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ବରିଷ୍ଠ ନାଗରିକ…

ସିଦ୍ଧୁଙ୍କ ବିପକ୍ଷରେ ଲଢିବେ ଅବସରପ୍ରାପ୍ତ ଆଇଏଏସ୍‌

ଚଣ୍ଡିଗଡ଼,୨୮ ।୧: ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ସେଠାକାର ରାଜନୀତି ହେଉଛି ସରଗରମ । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ତୃତୀୟ ତାଲିକାରେ ରହିଛି…

ପୁରୀ ଶିଶୁକନ୍ୟା ବଳାତ୍କାର ମାମଲା: ପିପିଲିରୁ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୨୮।୧: ପୁରୀ ଟାଉନ ଥାନା ଅଞ୍ଚଳରେ ଗତ ୨୩ ତାରିଖରେ ୫ବର୍ଷୀୟା ଶିଶୁକନ୍ୟାକୁ ଉଠାଇନେଇ ବଳାତ୍କାର କରାଯିବା ମାମଲାର ଅଭିଯୁକ୍ତ ମହେଶ ମହାନ୍ତିଙ୍କୁ ପୁରୀ ପୋଲିସ ବୁଧବାର ରାତିରେ ଗିରଫ କରିଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସୀମାନ୍ତ ପିପିଲି ଅଞ୍ଚଳରୁ…

ଏସ୍ ଜୟଶଙ୍କର କରୋନା ପଜିଟିଭ

ନୂଆଦିଲ୍ଲୀ,୨୭ ।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ୍ ଜୟଶଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ସହ ନିକଟ ଅତିତରେ ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ସମସ୍ତେ କରୋନା ଟେଷ୍ଟ କରାଇ…

ନେଟଫ୍ଲିକ୍ସରେ ମାଧୁରୀଙ୍କ ପ୍ରଥମ ସିରିଜ

ମୁମ୍ବାଇ: ବଲିଉଡ ଧକ୍ ଧକ୍ ଗର୍ଲ ମାଧରୀ ଦିକ୍ଷିତ ନେନେ ନେଟଫ୍ଲିକ୍ସ ସିରିଜ ଦ ଫେମ ଗେମ ସହ ଡିଜିଟାଲ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି । ସିରିଜ ଫେବୃୟାରୀ ୨୫ରେ ରିଲିଜ୍ ହେବ । ‘ଦ…

‘ନିଷ୍ପତ୍ତି କଠିନ ଥିଲା’

ପାଣାଜୀ,୨୭।୧: ଗୋଆ ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍କଳଙ୍କ ପାଣାଜୀ ଆସନରୁ ଟିକେଟ ଦେଇନାହିଁ। ପରେ ଉତ୍କଳ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି…

ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି

ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ କରୁଛନ୍ତି । ଏହି ଲିଷ୍ଟରେ ଏବେ ଜଣେ ଭାରତୀୟ ସିଙ୍ଗରଙ୍କ ନାଁ ସାମିଲ ହୋଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri