Home

କୋର୍ଟର ନିର୍ଦ୍ଦେଶ ପାଳନ କର

ବେଙ୍ଗାଲୁରୁ,୧୫।୩: ସ୍କୁଲ ଓ କଲେଜରେ ମୁସଲିମ୍‌ ଝିଅମାନେ ହିଜାବ ପିନ୍ଧିବା ଉପରେ କନର୍ର୍ାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ହିଜାବ ବିବାଦରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ହିଜାବ ଧର୍ମର ଏକ ଅଂଶ ନୁହେଁ କିମ୍ବା…

ଭାଜପା ନେତାଙ୍କ ପୁଅ/ଝିଅଙ୍କୁ ଟିକେଟ୍‌ ନ ମିଳିବା ପାଇଁ ମୁଁ ଦାୟୀ: ମୋଦି

ନୂଆଦିଲ୍ଲୀ,୧୫।୩: ଭାଜପା ସଂସଦୀୟ ଦଳର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ପହଞ୍ଚିଥିଲେ। ରାଜନାଥ ସିଂଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଥିଲେ। ସ୍ବାଗତ…

ନଡ୍ଡାଙ୍କୁ ଆଗକୁ ପଠାଇ ନିଜେ ପଛରେ ରହିଲେ ମୋଦି

ନୂଆଦିଲ୍ଲୀ,୧୫।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳ ବୈଠକରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ଆୟୋଜିତ ଏହି ବୈଠକରେ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରିବା ସହ ସହ ଦଳର…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍କୁଲ-କଲେଜ୍‌ରେ ହିଜାବ ପିନ୍ଧିବାକୁ ମିଳିବନି ଅନୁମତି

ବେଙ୍ଗାଲୁରୁ,୧୫।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଏକ ଆବେଦନକୁ ଖାରଜ କରିଛନ୍ତି। ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ସ୍କୁଲ-କଲେଜର…

ଏହି କଥାକୁ ନେଇ ପଶ୍ଚାତାପ କରୁଛନ୍ତି ଅମିର ଖାନ୍‌

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ନିକଟରେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍‌ରେ ଜଣେ ସଫଳ କଳାକାର ହୋଇଥିଲେ ମଧ୍ୟ ସେ ଆଜି ବି ଗୋଟିଏ ଜିନିଷକୁ…

ଜନ୍ମ ହେଲା ଅଜବ ମେଣ୍ଢା ଛୁଆ: ଦେଖିବାକୁ ଲୋକଙ୍କ ଭିଡ଼

ଲଣ୍ଡନ,୧୫।୩:ବ୍ରିଟେନର ମରପେଥରେ ଏକ ଅଜବ ମେଣ୍ଢା ଜନ୍ମ ହୋଇଛି। ଏହି ମେଣ୍ଢାର ପାଞ୍ଚ ଗୋଡ ଅଛି। ତାର ପଞ୍ଚମ ଗୋଡ ବାମ ପାର୍ଶ୍ୱରେ ଅଛି। ଏହା ଏକ ବିରଳ ମେଣ୍ଢା ବୋଲି କୁହାଯାଉଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।…

ଥମୁଛି ସଂକ୍ରମଣ,୩ ହଜାରରୁ ଖସିଲା

ନୂଆଦିଲ୍ଲୀ,୧୫।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୫୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୭ଜଣଙ୍କ ମୃତ୍ୟୁ ଘଟିଛି।…

ଏନ୍ତୁଡିଶାଳରେ ପୁଣି ବ୍ୟାପିଲା କରୋନା

ବେଜିଂ,୧୫।୩:କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଏଠାରେ ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ସଂକ୍ରିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚାଇନାରେ ୫୨୮୦ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ଯାହା କରୋନା ମହାମାରୀ ଦିନଠାରୁ ଦେଶର ସବୁଠାରୁ…

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୧୫।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲାରେ ସର୍ବାଧିକ ୧୦ ଜଣ…

ନେତୃତ୍ୱ ଛାଡନ୍ତୁ ଗାନ୍ଧୀ ପରିବାର: କପିଲ ଶିବଲ

ନୂଆଦିଲ୍ଲୀ,୧୫ ।୩: ନିକଟରେ ଅନୁଷ୍ଠିତ ହୋଇଯାଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏଥିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏବେ ଦେଶରେ ଏହି ଦଳ ପ୍ରାୟତଃ ବିଲିନ ହେବାକୁ ଯାଉଛି…

ଏଏପି ମୁହାଁ ଭାଜପା-କଂଗ୍ରେସ ନେତା

ନୂଆଦିଲ୍ଲୀ,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ଆମ ଆଦମୀ ପାର୍ଟି(ଏଏପି)ର ଡିମାଣ୍ଡ ବଢିଯାଇଛି । ଦଳର ଦମଦାର ପ୍ରଦର୍ଶନକୁ ଦେଖି ଏବେ ହରିୟାଣାରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧି କଂଗ୍ରେସର କେତେଜଣ ନେତା…

୨୦୨୪ ପାଇଁ ଉତ୍ତର ପ୍ରଦେଶରେ ପୁଣିଥରେ ରଣନୀତି ପ୍ରସ୍ତୁତ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବି ମନୋବଳ ଦୃଢ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏବେବି ସେ ଉତ୍ତର ପ୍ରଦେଶରୁ ନିଜ ଧ୍ୟାନ ହଟାଇବାକୁ ଚାହୁଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri