୩ ମାସ ପରେ ରାଷ୍ଟ୍ରପତି ନିର୍ବାଚନ…
ନୂଆଦିଲ୍ଲୀ, ୨୬।୪ : ଜୁଲାଇ ୨୫ ରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ ଶେଷ ହେବ। ନୂତନ ରାଷ୍ଟ୍ରପତିଙ୍କ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହେବା…
ସ୍ଥିତି ଅଣାୟତ୍ତ, ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା…
ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି…
ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍ ଅଭିଯାନ …
ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ବେଜିଂରେ ସଂକ୍ରମଣର ଯେପରି ପୁନରାବୃତ୍ତି ନହୁଏ ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ…
କାକୁଡ଼ି ଫେସ୍ପ୍ୟାକ୍
କାକୁଡ଼ି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ। ତେଣୁ ଖରାଦିନେ ଏହାର ଫେସ୍ପ୍ୟାକ୍ ତିଆରି କରି ଲଗାନ୍ତୁ। କାକୁଡ଼ିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରିଦିଅନ୍ତୁ। ଯଦି ଏଥିରେ କିଛି ଖଦଡ଼ା ଜିନିଷ…
ଟୁଇଟର୍ କିଣିବା ପରେ ଏଲନ ମସ୍କଙ୍କ ୫ ବର୍ଷ ପୁରୁଣା ଟୁଇଟ୍ ଭାଇରାଲ୍
ଓ୍ବାଶିଂଟନ୍,୨୬।୪:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଟୁଇଟର କିଣିଛନ୍ତି। ଏହି ସମୟରେ ଏଲନଙ୍କ ଏକ ପାଞ୍ଚ ବର୍ଷ ପୁରୁଣା ଟୁଇଟ୍ ଭାଇରାଲ ହେଉଛି। ସେ ସେହି ଟୁଇଟ୍ରେ ଟୁଇଟର୍ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଡିସେମ୍ବର…
୪୦ ପରେ ବି ଫିଟ୍
ସାଧାରଣତଃ ୪୦ ବର୍ଷ ପରେ ମହିଳାଙ୍କର ହାଡ଼, ମାଂସପେଶୀ, ତ୍ୱଚା ସମ୍ପର୍କିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ସେହି ସମୟରେ ନିଜ ପ୍ରତି ଅଧିକ ଧ୍ୟାନଦେବାକୁ ହୋଇଥାଏ… ଘର କାମରେ ବ୍ୟସ୍ତ ରହି ମହିଳାମାନେ ସାଧାରଣତଃ ସକାଳ ଜଳଖିଆ ଖାଇପାରନ୍ତି ନାହିଁ।…
ଏମିତି ଫ୍ରିଜ୍ରେ ରଖନ୍ତୁ ଜିନିଷ
ଫ୍ରିଜ୍ରେ କେଉଁଠି କେଉଁ ଜିନିଷ ରଖିଲେ ତାହା ଖରାପ ହୁଏ ନାହିଁ ଏକଥା ଜାଣିରଖିବା ନିହାତି ଜରୁରୀ। ନଚେତ୍ ଫ୍ରିଜ୍ରେ ଥାଇ ବି ଅନେକ ଜିନିଷ ନଷ୍ଟ ହୋଇଥାଏ। ତେଣୁ ଏ ସମ୍ପର୍କରେ ଜାଣିରଖନ୍ତୁ କିଛି କଥା… ପ୍ୟାକେଟ୍ କିମ୍ବା ଡବା…
ଛୁଟି ଟେନ୍ସନ
ଛୁଟି! କାହା ପାଇଁ ଶ୍ରମ ଲାଘବର ଅବସର ତ କାହା ପାଇଁ ବିନୋଦନର ସମୟ। ଅନ୍ୟମାନଙ୍କ ପାଇଁ କାମରୁ ବିରତିର ଏକ ସୁଯୋଗ ହୋଇପାରେ। କିନ୍ତୁ କର୍ମଜୀବୀ ମହିଳାଙ୍କ ପାଇଁ ଏହା ଦାୟିତ୍ୱ ପାଳନର ଏକ ଅବସର। ପ୍ରତିଯୋଗିତାପୂର୍ଣ୍ଣ କର୍ମକ୍ଷେତ୍ରରେ ଅଫିସ୍,…
ୟୁକ୍ରେନ୍ରେ ହିରୋ ପାଲଟିଛି ଏହି କୁକୁର
କ୍ୱିଭ୍,୨୬।୪: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ କୁକୁର ହିରୋ ପାଲିଟିଛି। ୟୁକେନର ଏହି କୁକୁରକୁ ନେଇ ଚାଲିଆଡେ ଚର୍ଚ୍ଚା ହେଉଛି। ଏପରିକି ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କୁକୁରକୁ ପ୍ରଶଂସା କରିବା ସହ ଶହ ଶହ ଲୋକଙ୍କ…
ସର୍ବଦଳୀୟ ବୈଠକ ଡକାଇଲେ ଶ୍ରୀଲଙ୍କା ବାଚସ୍ପତି
କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନେତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବୟଓ୍ବୋର୍ଡେନା ଗୁରୁବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସାମ୍ବିଧାନିକ ସମାଧାନ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ମହିନ୍ଦା ୟାପା ଏହି…
ଏପ୍ରିଲ ୨୯ରେ ରାଣା ଦମ୍ପତିଙ୍କ ଜାମିନ ଆବେଦନର ଶୁଣାଣି
ମୁମ୍ବାଇ,୨୬।୪: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ଅମରାବତୀ ଏମ୍ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଏପ୍ରିଲ ୨୯ରେ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଉଭୟଙ୍କ ଜାମିନ ଆବେଦନ ଆଜି ଶୁଣାଣି…
ବିବାହର ୧୦ ଦିନ ପରେ ଖୁସି ଖବର ପାଇଲେ ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ପରେ ନିଜ କାମକୁ ଫେରିଛନ୍ତି। ରଣବୀର ରଶ୍ମିକା ମନ୍ଦନାଙ୍କ ସହ ‘ଆନିମଲ’ ଫିଲ୍ମର ଶୁଟିଂ ଆରମ୍ଭ କରିଥିବାବେଳେ ଆଲିଆ ମଧ୍ୟ ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି। ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ…

