Home

ହାତ ଛାଡ଼ି ଶଙ୍ଖ ଧରିଲେ କୋରାପୁଟର ୩ ଟାଣୁଆ ନେତା

ଭୁବନେଶ୍ୱର,୧।୨(ବ୍ୟୁରୋ): କୋରାପୁଟ ଜିଲାର ୩ ଟାଣୁଆ ନେତା ବିଜୁ ଜନତା ଦଳ(ବିଜେଡି)ରେ ମିଶିଛନ୍ତି। ସେମାନେ କୋରାପୁଟ ଓ ମାଲକାନଗିରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।…

‘ବହୁତ କମ୍‌ ଦିନରେ ଭଲ ସ୍ଥିତିକୁ ଆସିବା’

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି । କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହି ସ୍ଥିତିକୁ ନେଇ ମଙ୍ଗଳବାର ପ୍ରତିକ୍ରିୟା…

ଭଦ୍ରକରେ ରାଜନୈତିକ ହିଂସା: ଯୁବକଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଲେ; ପ୍ରତିବାଦରେ ରାସ୍ତାରୋକୋ

ଭଦ୍ରକ ଅଫିସ,୧।୨: ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ହିଂସା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଭଦ୍ରକ ବ୍ଲକ ବ୍ରହ୍ମପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ବଜେଟ୍‌ରେ ରେଳ ବିଭାଗକୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ କ୍ରିପ୍ଟୋକରେନ୍ସି, ୫ଜି, କୃଷିଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ଅନେକ ବଡ ଘୋଷଣା କରାଯାଇଛି। ଏହା ବ୍ୟତୀତ ସରକାର ରେଳ ବିଭାଗ ପାଇଁ ଏକ ବାକ୍ସ ମଧ୍ୟ…

କେସିଙ୍ଗା ଏନ୍‌ଏସିରେ ଯୋଗଦେଲେ ନୂତନ ନିର୍ବାହୀ ଅଧିକାରିଣୀ

କେସିଙ୍ଗା, ୧।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ନିର୍ବାହୀ ଅଧିକାରିଣୀ ଭାବେ କିରଣ ବେହେରା ଯୋଗଦାନ କରିଛନ୍ତି। ସେ ପ୍ରଥମେ ୨୦୨୧ ମାର୍ଚ୍ଚ ୨୧ରେ ସମ୍ବଲପୁର ମ୍ୟୁନିସିପାଲିଟି ର ଓଏସ୍‌ଡି ପଦବୀରେ କିଛି ଦିନ କାର୍ଯ୍ୟ କଲା…

ପ୍ରଗତିଶୀଳ ବଜେଟ୍‌, ବିକାଶର ରାସ୍ତା ଖୋଲିବ: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧।୨: ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସାଧାରଣ ବଜେଟକୁ ଏକ ପ୍ରଗତିଶୀଳ ଏବଂ ଭବିଷ୍ୟତ ଆଧାରିତ ବଜେଟ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବଜେଟ ସହିତ ଭାରତ ଆଗକୁ ବଢିବ। ଏହା ଗତ ବର୍ଷର ବଜେଟର ଏକ ସିକ୍ୱେଲ…

ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଯୁବତୀଙ୍କୁ ଟିକେଟ୍‌ ଦେଲା ଏସପି

ଲକ୍ଷ୍ନୌ,୧।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟି ମଙ୍ଗଳବାର ଲକ୍ଷ୍ନୌରେ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ଜଣ ପ୍ରାର୍ଥୀଙ୍କ ତାଲିକା…

ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଚଳିତ ବଜେଟ୍‌: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବଜେଟରେ ସାଧାରଣ ଲୋକଙ୍କ ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ଏହା ସମସ୍ତ ବିଭାଗ ପାଇଁ…

‘ଛାଡପତ୍ର ପରେ ପୁଣି କୋଳାଗ୍ରତ’

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କ ସହ ପୁଣିଥରେ ନଜର ଆସିଥିଲେ। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଉଭୟ ଏକାଠି ଫଟୋଗ୍ରାଫର୍‌ଙ୍କୁ ପୋଜ୍‌ ଦେଇଥିଲେ। କେବଳ ଏତିକି ନୁହେଁ, ଦୁହେଁ ପରସ୍ପରକୁ କୋଳାଗ୍ରତ ମଧ୍ୟ…

ପ୍ରଧାନମନ୍ତ୍ରୀ କହିଲେ ଏହା ୧୦୦ ବର୍ଷର ବିଶ୍ୱାସର ବଜେଟ

ନୂଆଦିଲ୍ଲୀ,୧ ।୨: ମଙ୍ଗଳବାର ଉପସ୍ଥାପିତ ହୋଇଛି ବଜେଟ ୨୦୨୨ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବଜେଟ ୧୦୦ ବର୍ଷର ଭୟଙ୍କର ବିପତ୍ତି(କରୋନା ଭାଇରସ ବିଶ୍ୱ ମହାମାରୀ) ମଧ୍ୟରେ ଏହା ବିକାଶର ନୂଆ ବିଶ୍ୱାସ ନେଇ ଆସିଛି ।…

ଏହି ଅଭିନେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଆଖ୍ୟା ଦେଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଫିଲ୍ମ ‘ଗେହରାୟାଁ’ ଫମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଦୀପିକା, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚର୍ତୁର୍ବେଦୀ ଅଭିନୀତ ଏହି ଫିଲ୍ମ ଫେବୃୟାରୀ ୧୧ରେ ମୁକ୍ତିଲାଭ କରୁଛି। ଦୀପିକାଙ୍କର ଏକ ଭିନ୍ନ ଶୈଳୀ ଫିଲ୍ମରେ ଦେଖିବାକୁ ପାଇବେ।…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ରିହାନା

ପ୍ରସିଦ୍ଧ ଗାୟିକା ରିହାନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ରିହାନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ତଥା ରାପର୍‌ ରକିଙ୍କ ସହ ନ୍ୟୁୟର୍କ ସହରର ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ। ଏଠାରେ ରିହାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri