Home

ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

ବାରିପଦା ଅଫିସ,୧୩ା୫: ମା’ କୋଳରେ ଶୋଇଥିଲେ ୨ ନିରୀହ ଶିଶୁ। ହେଲେ ସେହି ରାତି ହିଁ କାଳ ରାତି ସାଜିବ ସେକଥା କାହାକୁ ବା ଜଣା ଥିଲା। ଗୁରୁବାର ରାତିରେ ହଠାତ୍‌ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ…

ସ୍କ୍ବାଡ୍‌ ଗଠନ ହୋଇଛି, ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ର ସରକାରଙ୍କ ସଦ୍ୟତମ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ଓ ତମାଖୁ ସେବନ ବହୁ ଅଧିକ ଥିବାରୁ ବୁଦ୍ଧିଜୀବୀ ଉଦ୍‌ବେଗ…

୫୦ବର୍ଷ ପାଇଁ ସହର ନବୀକରଣ ଯୋଜନା

ଜଗତ୍‌ସିଂହପୁର ଅଫିସ,୧୩ା୫: ଜଗତ୍‌ସିଂହପୁର ଏକ ମଧ୍ୟମ ଶ୍ରେଣୀର ସହର। ୧୯୮୫ ମସିହା ପରଠାରୁ ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ, ଯେଉଁଥିପାଇଁ ସହରଟି ଦିନକୁଦିନ ଅସଜଡା ଅବସ୍ଥାକୁ ଚାଲିଯାଇଛି। ଏଥିଯୋଗୁ ଟ୍ରାଫିକ ସମସ୍ୟାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବସାୟ…

ପ୍ରାଚୀନ ବୌଦ୍ଧଯୁଗୀୟ ବୋଧିସତ୍ତ୍ୱ ମୂର୍ତ୍ତି ଉଦ୍ଧାର

ଚଣ୍ଡିଖୋଲ,୧୩ା୫(ଡି.ଏନ୍‌.ଏ.): ଏବେବି ମାଟିତଳେ ଅନେକ ପ୍ରାଚୀନ କୀର୍ତ୍ତିରାଜି ପୋତି ହୋଇ ରହିଛି। ବିଭିନ୍ନ ସମୟରେ ଖନନ କରାଯିବା ହେତୁ ଏହାର ସନ୍ଧାନ ମିଳୁଛି। ଗୁରୁବାର ଯାଜପୁର ଜିଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ପଞ୍ଚାୟତ ଅଧୀନ ପାଇକରାପୁର ଗ୍ରାମରେ ଏକ ପୋଖରୀ ଖନନ…

ଇସ୍କନ ମନ୍ଦିରରେ ଚାଲିଛି ବଡ଼ ଖେଳ,ଖୁବ୍‌ଶୀଘ୍ର କରିବି ପର୍ଦ୍ଦାଫାଶ: ତେଜ ପ୍ରତାପ

ପାଟନା,୧୩।୫: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ପାଟନାରେ ଥିବା ଇସ୍କନ ମନ୍ଦିର ବିଷୟରେ ଏକ ଟୁଇଟ୍‌ କରିଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ…

ଅଧିକାରୀଙ୍କୁ ଫାଇଦା ଚାଷୀଙ୍କ ଅଭିଯୋଗ

ଯାଜପୁର ଅଫିସ,୧୩ା୫: ଯାଜପୁର ଜିଲାର କେତେକ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ରେ ଦୁର୍ନୀତି ଏବଂ ତାକୁ ଘଣ୍ଟ ଘୋଡାଇବାକୁ ଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବା ସାଧାରଣ କଥା ହୋଇଛି। ଚାଷୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହେଲେ…

ଗଛ ଜଗୁଆଳି ବିଚିତ୍ରଙ୍କୁ ମିଳୁନି ମଜୁରି

ମହାକାଳପଡ଼ା,୧୩ା୫(ଡି.ଏନ.ଏ.): ପରିବେଶ ପ୍ରଦୂଷଣ ଓ ମୃତ୍ତିକା ଅବକ୍ଷୟକୁ ରୋକିବାକୁ ବୃକ୍ଷ ରୋପଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସ୍ଥାନୀୟ ମହାକାଳପଡ଼ା ବନ୍ୟ ଜୀବ ବନାଞ୍ଚଳ ୨୦୨୧/୨୨ ଆର୍ଥିକ…

ଗର୍ଭବତୀ ଅଛନ୍ତି କି କ୍ୟାଟ୍ରିନା, ହେଲା ଖୁଲାସା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ଅଭିନେତା ବିକି କୌଶଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ୬ ମାସ ମଧ୍ୟ ପୂରିନି। କିନ୍ତୁ କ୍ୟାଟ୍ରିନା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ତାଙ୍କ ପ୍ରଶଂସକ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ…

ଚନ୍ଦ୍ରଭାଗାରେ ବୋଟିଂ ପାଇଁ ୪୨ କୋଟି

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଚନ୍ଦ୍ରଭାଗାଠାରେ ବୋଟିଂ ଏବଂ ବେଳାଭୂମି ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ୪୨ କୋଟି ଟଙ୍କା ବିନିଯୋଗ ହେବ। ସେହିପରି ବରଗଡ଼ ଜିଲାର ନୃସିଂହନାଥ ଏବଂ ବଲାଙ୍ଗୀର ଜିଲାର ହରିଶଙ୍କର ପୀଠରେ ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ୪୬ କୋଟି ଟଙ୍କା ବିନିଯୋଗ କରାଯିବ।…

‘ଆସିବେ ନା ତାଲିକାରେ ରହିଯିବେ’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ସମୟ ଶେଷ ହୋଇଯାଇଥିବାବେଳେ ପ୍ରଚାର ଲାଗି ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଗୁରୁବାର କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ଅପରପକ୍ଷରେ ଭାଜପା ଏବଂ ବିଜେଡି ପକ୍ଷରୁ ଶନିବାର…

‘ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି’

ପୁଣେ,୧୩।୫: ଏନସିପି ନେତା ଶରଦ ପାୱାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନିଜ ମତ ରଖିଛନ୍ତି। ଇଦ-ମିଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାଓ୍ବାର ପୁଣେର କୋଣ୍ଡୱା ଅଞ୍ଚଳରେ ପହଞ୍ଚିଥିଲେ। ଏହି ଅବସରରେ ସେ ନାଁ ନ ନେଇ…

କାଏମ ରହିଲା ୧୪ ନାମାଙ୍କନ

ଝାରସୁଗୁଡ଼ା ଅଫିସ,୧୩ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର ଉପଜିଲାପାଳ ଦୟାମୟ ପାଢୀ କହିଛନ୍ତି। ଆସନ୍ତା ୧୭ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?