Home

ଚେନ୍ନାଇର ଆଗାମୀ ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ଅଲରାଉଣ୍ଡର: ସେହ୍ବାଗ

ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି। ଏଥିଯୋଗୁ ଦଳ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ହୋଇଛି। ତେବେ ଟୁର୍ନାମେଣ୍ଟ ଆରମ୍ଭରୁ ଦଳ ଚକିତ କଲାଭଳି ନିଷ୍ପତ୍ତି ନେଇଥିଲା। ଏହାର ପରିଣାମ ଦଳକୁ ମିଳିଛି…

ଘଣ୍ଟା ବିଜ୍ଞାପନରେ କାହିଁକି ଦେଖିବାକୁ ମିଳେ ୧୦:୧୦ ସମୟ…

ବିଜ୍ଞାପନ ଦେବାର ଅର୍ଥ ଲୋକଙ୍କୁ ସାମଗ୍ରୀ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଦ୍ରବ୍ୟର କ୍ରେତା କରିବା। କିନ୍ତୁ ବିଜ୍ଞାପନ ସହିତ ଜଡ଼ିତ କିଛି ରହସ୍ୟ ରହିଛି, ଯାହା ବିଷୟରେ ଆମେ ଜାଣିନାହୁଁ। ଆପଣ ନିଶ୍ଚିତ ଘଣ୍ଟା ବିଜ୍ଞାପନ ଦେଖିଥିବେ। ଏଥିରେ…

ଜ୍ଞାନବ୍ୟାପି ମସଜିଦ୍‌ ସର୍ଭେ ପଛରେ ୫ ମହିଳା…

ବାରାଣସୀ, ୧୪।୫ : ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବ୍ୟାପି ମସଜିଦ୍‌ର ପରିସରରେ ପ୍ରଥମ ଦିନର ସର୍ଭେ ଶନିବାର ଦିନ ଶେଷ ହୋଇଛି। ଆଡଭୋକେଟ କମିଶନରଙ୍କ ଉପସ୍ଥିତିରେ ସର୍ଭେ ସମୟରେ ସମଗ୍ର ଟିମ ପ୍ରତ୍ୟେକ ଜିନିଷକୁ ଅତି ନିକଟରୁ ଯାଞ୍ଚ କରିଥିଲେ। ଆଡଭୋକେଟ କମିଶନର…

କରୋନା-ୟୁକ୍ରେନ୍‌ ଯୁଦ୍ଧ ନ ହୋଇଥିଲେ ଭାରତୀୟ ଅର୍ଥ ବ୍ୟବସ୍ଥା ଛୁଇଁଥାନ୍ତା ୪.୩ ଟ୍ରିଲିୟନ୍‌ ଡଲାର…

ଲକ୍ଷ୍ନୌ, ୧୪।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯଦି କରୋନା ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ହୋଇନଥାନ୍ତା ତେବେ ଭାରତର ଅର୍ଥନୀତି ୪.୩ ଟ୍ରିଲିୟନ ଡଲାର ଛୁଇଁଥାନ୍ତା। ଭାରତ ପରି ଆମେରିକା ଏବଂ ଚାଇନାରେ ମଧ୍ୟ ମୁଦ୍ରାସ୍ଫୀତିର ସଙ୍କଟ…

ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ, ସମସ୍ତ ରାଜ୍ୟକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠି…

ନୂଆଦିଲ୍ଲୀ, ୧୪।୫ : ଏଣିକି ପ୍ରତିବର୍ଷ ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ନିରୋଧୀ ଦିବସ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଆତଙ୍କବାଦ କାର୍ଯ୍ୟ କଳାପ ବିରୋଧରେ କେନ୍ଦ୍ର ସରକାର…

ଦୈନିକ ମୃତ୍ୟୁ ସଂଖ୍ୟା ୧୧…

ନୂଆଦିଲ୍ଲୀ, ୧୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍‌କା

ଚଣ୍ଡିଗଡ଼,୧୪।୫: ପଞ୍ଜାବ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବର ଶକ୍ତିଶାଳୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଜାଖଡ ସୋସିଆଲ ମିଡିଆ ଆକାଉଣ୍ଟରୁ ବାୟୋରୁ କଂଗ୍ରେସ ସହ ଜଡିତ ତାଙ୍କର ସମସ୍ତ…

ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଜେରୁଜେଲମ୍‌,୧୪।୫: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜ ପଡ଼ୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଶୁକ୍ରବାର ଇସ୍ରାଏଲରୁ ଯୁଦ୍ଧ ବିମାନ ସିରିଆ ଭିତରେ ପଶି ଗୁରୁତ୍ୱପୂର୍ଣ୍ଣ ସୈନ୍ୟଙ୍କ ଠିକଣା ଉପରେ ମିଶାଇଲ…

ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ତିଳକ ବର୍ମା କିଏ? ନିଜର ଘର ଖଣ୍ଡେ ନାହିଁ, ବାପା…

ମୁମ୍ବାଇ,୧୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ଭାରତକୁ ଅନେକ ତାରକା ଖେଳାଳି ମିଳିଛି। ଚଳିତ ସିଜନରେ ମଧ୍ୟ ସେଭଳି କିଛି ଯୁବ ଖେଳାଳି ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ତିଳକ ବର୍ମା। ହାଇଦ୍ରାବାଦରେ ଜନ୍ମିତ…

ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୧୪।୫: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ଲଶ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ରଫିଆବାଦ ଓ ସୋପୋରେ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀ ଓ ଭିଆଇପିଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା…

ମୁଣ୍ଡକା ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଲେ କେଜରିୱାଲ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ…

୩ ଆଇଏଏଫ୍‌ ଅଧିକାରୀଙ୍କୁ ଆଜୀବନ ଜେଲ୍‌ରେ ଦଣ୍ଡିତ କଲା ସିବିଆଇ କୋର୍ଟ

ଗାନ୍ଧୀନଗର,୧୪।୫: ହାଜତ ମୃତ୍ୟୁ ଅଭିଯୋଗରେ ଆଲ୍ଲାହାବାଦର ସ୍ବତନ୍ତ୍ର ସିବିଆଇ କୋର୍ଟ ଭାରତୀୟ ଏୟାର ଫୋର୍ସ (ଆଇଏଏଫ୍‌)ର ୩ଅଧିକାରୀଙ୍କୁ ଶୁକ୍ରବାର ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୩ଅଧିକାରୀଙ୍କ ମଧ୍ୟରୁ ୨ଜଣ ଅବସରପ୍ରାପ୍ତ ହୋଇଥିବା ବେଳେ ଜଣେ କାର୍ଯ୍ୟରତ ଅଧିକାରୀ ଅଛନ୍ତି। ଉକ୍ତ ଅଧିକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?