ଗଙ୍ଗା ସାଗର ମେଳାରେ କରୋନା ଏଣ୍ଟ୍ରି: ୪ ସାଧୁ ପଜିଟିଭ
କୋଲକାତା,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗର ଗଙ୍ଗା ସାଗର ମେଳା ଓ ଉତ୍ତର ପ୍ରଦେଶର ପ୍ରୟାଗରାଜ ମାଘମେଳା ଆଉ ଏକ ସମସ୍ୟା ସୃଷ୍ଟ କରିବାକୁ ଯାଉଛି । ଗଙ୍ଗା ସାଗର ମେଳାରେ ୪ ସାଧୁ କରୋନା…
ବିରଳ କୋକିଶିଆଳି
କାନାଡାରେ ଏକ ବିରଳ ପ୍ରଜାତିର କୋକିଶିଆଳି ଦେଖିବାକୁ ମିଳିଛି। ଏହାର ରଙ୍ଗ କଳା ଏବଂ ବାଦାମୀ ହୋଇଥିବାରୁ ଅନ୍ୟ କୋକିଶିଆଳିଠାରୁ ଏହା ଭିନ୍ନ ଅଟେ। ବିଶେଷଜ୍ଞମାନେ କୁହନ୍ତି, ଏପରି ରଙ୍ଗ ଥିବା ପ୍ରାଣୀ ଅତ୍ୟନ୍ତ ଦୁର୍ଲଭ। ବନ୍ୟଜନ୍ତୁମାନଙ୍କ ବିଷୟରେ ଅଧ୍ୟୟନ କରୁଥିବା…
ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୭।୧: ଆସନ୍ତା ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୩୧ ଯାଏ ଏହି କଟକଣା ରହିବ। ଶୁକ୍ରବାର ଛତିଶା ନିଯୋଗ- ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ଲାଗି…
ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ
ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ ଗତବର୍ଷର ସାଟେଲାଇଟ୍ ଫଟୋ ସାହାଯ୍ୟରେ ଆମେରିକା ଏହି ନୂତନ ସୂଚନାକୁ ସାର୍ବଜନୀନ କରିଛି। ଏହି…
ସାଢ଼େ ୮ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଗଲା ସହାୟତା ରାଶି
ଭୁବନେଶ୍ବର,୭।୧(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଏବଂ ଘର ପାଇ ନ ଥିବା ହିତାଧିକାରୀଙ୍କୁ ୫ ହଜାର ଟଙ୍କାର…
ଘୋଡ଼ାକୁ ଆଲିଙ୍ଗନ କଲେ ସଲମାନ, ଲେଖିଲେ ଏମିତି…
ମୁମ୍ବାଇ: ବିଗ୍ ବସ୍ ସିଜନ-୧୫କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ସଲମାନ ଖାନ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏକ ଘୋଡ଼ାକୁ ଆଲିଙ୍ଗନ କରୁଥିବା ଦେଖାଯାଉଛି। ଏହି ଫଟୋଟି ସଲମାନଙ୍କ ଫାର୍ମ ହାଉସର ବୋଲି…
ସରକାରଙ୍କ ବଡ଼ ଉପହାର; ଅଧା ହେଲା ବିଜୁଳି ଦର
ଲକ୍ଷ୍ନୌ,୭।୧: ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଖୁସି କଲାଭଳି ଘୋଷଣା ଉତ୍ତରପ୍ରଦେଶ ସରକାର କରିଛନ୍ତି। ବିଦ୍ୟୁତ୍ ଦର ୫୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କେବଳ ସାଧାରଣ ଗ୍ରାହକ ନୁହନ୍ତି, ବରଂ ରାଜ୍ୟର କୃଷକମାନେ ମଧ୍ୟ ଏହାର ଲାଭ…
୮୦୦୦ ଫୁଟ ଉଚ୍ଚରେ ଗାଇଲେ ‘ମା ତୁଝେ ସଲାମ’
ଅନେକ ଦେଶପ୍ରେମୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିବ, ଜଣେ ବ୍ୟକ୍ତି ଆକାଶରେ ୮୦୦୦ ଫୁଟ ଉପରେ ରହିଛନ୍ତି। ତାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ…
ଏଣିକି ୭ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ରେ ରହିବେ ବିଦେଶ ଫେରନ୍ତା
ନୂଆଦିଲ୍ଲୀ,୭।୧: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ଭାରତ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ କେବଳ ଆଟ୍ ରିସ୍କ ଦେଶରୁ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ୟବସ୍ଥା ଥିଲା। ହେଲେ…
କ୍ଲିନ୍ ବୋଲ୍ଡ ହେବା ପରେ ବି ନଟ୍ଆଉଟ୍ ରହିଲେ ବ୍ୟାଟ୍ସମ୍ୟାନ୍: ସଚିନ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ
ସିଡନୀ,୭।୧: ସିଡନୀରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସର ଚତୁର୍ଥ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍ର ତୃତୀୟ ଦିନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କ୍ଲିନ୍ ବୋଲ୍ଡ ହେବା ପରେ ବି ବ୍ୟାଟ୍ସମ୍ୟାନ୍ ନଟ୍ଆଉଟ୍ ରହିଥିଲେ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ…
ଆଜିଠାରୁ ନାଇଟ୍ କର୍ଫ୍ୟୁ: ଟ୍ବିନ୍ସିଟିକୁ ଜଗିବେ ୨୫ ପ୍ଲାଟୁନ୍ ପୋଲିସ
ଭୁବନେଶ୍ବର,୭।୧(ବ୍ୟୁରୋ): ଆଜିଠାରୁ ଟ୍ବିନସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏହି କଟକଣା ରାତି ୯ ଟାରୁ ସକାଳ ୫ ଯାଏ ଲାଗିବାକୁ ଥିବା ବେଳେ ଫେବୃୟାରୀ ୧ ଯାଏ ବଳବତ୍ତର ରହିବ। ଏହି ସମୟରେ କୋଭିଡ୍ ନିୟମ ଭାଙ୍ଗିଲେ ଦୃଢ଼…
ଭାରତ ପାଇଁ ଆଜି ଐତିହାସିକ ଦିନ: ମୋଦି
କୋଲକତା,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦି ଶୁକ୍ରବାର କୋଲକତାର ଚିତ୍ତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦେଶରେ ଚାଲିଥିବା ରେକର୍ଡ ଟିକାକରଣକୁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମାତ୍ର ପାଞ୍ଚ ଦିନ…
Archives


