Home

ଭୂକମ୍ପରେ ଥରିଲା ପେରୁ

ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ମେଲଗାର ରାଜ୍ୟର ଆୟାଭିରି ସହରରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର-ପୂର୍ବ…

ରୋମାଣ୍ଟିକ୍‌ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରଣବୀର-ଆଲିଆଙ୍କ ବିବାହ ସମୟରେ ‘କେସରିୟା’ ଫିଲ୍ମର ଏକ ଗୀତର ଟିଜର ରିଲିଜ ହୋଇଥିଲା। ଯାହା ଦର୍ଶକଙ୍କ ଦ୍ୱାରା ବେଶ୍‌…

ବିଧାନପରିଷଦରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୨୭।୫: ୟୁପି ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଏହି ବଜେଟ ଅଧିବେଶନରେ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିଧାନ ପରିଷଦରେ ଯୋଗୀ ସରକାରରେ ମତ୍ସ୍ୟ ବିଭାଗର ମନ୍ତ୍ରୀ ଥିବା ସଞ୍ଜୟ ନିଶାଦ ସମାଜବାଦୀ ପାର୍ଟି ସରକାର ଥିବାବେଳେ ତାଙ୍କ ଭାଇଙ୍କ ହତ୍ୟା…

ଦୀପିକାଙ୍କ କୋଳରେ ରଣବୀର

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜ ଜଲଓ୍ବା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଚଳିତ ଥର ଦୀପିକା ପ୍ରଥମ ଥର ‘କାନ୍ସ’ରେ ଜୁରୀ ଟେବୁଲରେ ନଜର ଆସିଥିଲେ। ତେବେ ଏହି ସମୟ ମଧ୍ୟରେ…

ପେନ୍‌ସିଲ୍‌ଭାନିଆରେ ବଡ଼ ଧରଣର ବିସ୍ଫୋରଣ: ୪ ମୃତ

ଓ୍ବାଶିଂଟନ,୨୭ା୫: ଆମେରିକାର ପେନ୍‌ସିଲଭାନିଆର ଏକ ଘରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେନ୍‌ସିଲଭାନିଆର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏହି ଶକ୍ତିଶାଳୀ ବିସ୍ଫୋରଣ…

ପୁରୁଷଙ୍କୁ ଖୁସି କରିବା ପାଇଁ ଏଠାରେ ଥିଲା ଭିନ୍ନ ପରମ୍ପରା, ଜାଣିଲେ…

ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଲୋକେ ନିଜ ନିଜର ରୀତିନୀତି,ପରମ୍ପରାକୁ ମାନି ଚଳିଥାନ୍ତି। ବେଳେବେଳେ କିଛି ଦେଶର ଏମିତି ଅଜବ ରୀତିନୀତି ସମସ୍ତଙ୍କୁ ଚକିତ କରେ। ଚାଇନାରେ ଏପରି ଏକ ଅଦ୍ଭୁତ ପ୍ରଥା ରହିଥିଲା, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।…

‘ମେକ ଇନ ଇଣ୍ଡିଆ’ର ଅଗ୍ରଗତି ଦେଖି ମୁଁ ବହୁତ୍‌ ଖୁସି: ମୋଦି

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ସର୍ବବୃହତ ଡ୍ରୋନ ଫେଷ୍ଟିଭାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ‘ମେକ ଇନ ଇଣ୍ଡିଆ’ର ଅଗ୍ରଗତି ଦେଖି ଖୁସି ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ…

ଡ୍ରାମା କୁଇନ୍‌ଙ୍କ ପାଇଁ ଦୁବାଇରେ ଘର କିଣିଲେ ବୟଫ୍ରେଣ୍ଡ୍‌

ଟିଭିର ଡ୍ରାମା କୁଇନ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ଦାବିରେ ଅନଶନ

ଦେବଗଡ଼,୨୭ା୫(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସହ ୫ ଦଫା ଦାବିରେ ଶୁକ୍ରବାର ସକାଳୁ ପୌର ପରିଷଦ ସମ୍ମୁଖରେ ପୌର ପରିଷଦର ୭ କାଉନସିଲର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଅନଶନ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳୁ…

ବିବାହର ୨୫ ବର୍ଷ ପରେ ଫେସ୍‌ବୁକ୍‌ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଓ୍ବାର୍କଶପ୍‌ ମାଲିକ ମୋଇନୁଦ୍ଦିନ କ୍ୟୁରେଶୀ ହତ୍ୟା ମାମଲାରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ, ବରଂ ତାଙ୍କ ସ୍ତ୍ରୀଙ୍କ ହାତ ଥିବା ଜଣାପଡିଛି। କୁରେଶୀଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ…

କୂଅରେ ପଡ଼ିଛି ହାତୀଛୁଆ, ଉଦ୍ଧାର କାର୍ଯ୍ୟ ଜାରି

ରାଇକିଆ,୨୭ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜର ପଳାଶପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଗୁରୁବାର ରାତିରୁ ଏକ ୪/୫ ବର୍ଷ ର ହାତୀଛୁଆ ଖସି ପଡ଼ିଛି। ଏହି ଅଞ୍ଚଳରେ ହାତୀପଲଙ୍କର ନିୟମିତ ଚଳପ୍ରଚଳ ରହିଛି। କାଲି ସନ୍ଧ୍ୟାରୁ ହାତୀପଲ…

ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ସପ୍ତାହ ବିତି ଯାଇଛି। ହେଲେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଧାନ ମଣ୍ଡିଗୁଡ଼ିକ ମିଲର୍ସଙ୍କ ମର୍ଜିରେ ଚାଲିଛି। କଟ୍‌ନିଛଟ୍‌ନି ନ ହେଲେ ଧାନ ଉଠାଇବାକୁ ସିଧାସଳଖ ମିଲର୍ସଙ୍କ ଏଜେଣ୍ଟମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?