Home

ଧୋନୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଜାଡେଜା

ମୁମ୍ବାଇ,୨୨।୪: ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ହିରୋ ଥିଲେ ମହେନ୍ଦ୍ର ସିଂ ଧୋନୀ। ସେ ମାତ୍ର ୧୩ଟି ବଲ୍‌ରୁ ୨୮ ରନ୍‌ର ପାଳି…

ଝିଅକୁ ବାହାରକୁ ଛାଡ଼ିବା ପାଇଁ ଡରୁଛନ୍ତି ପୁଟିନ୍‌

କ୍ୱିଭ୍‌,୨୨ା୪: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଦୁଇ ମାସ ଧରି ଚାଲିଛି। ଇତିମଧ୍ୟରେ ୟୁକ୍ରେନ ଧ୍ୱଂସାଭିମୁଖୀ। ରୁଷିଆ ଆକ୍ରମଣ କରି ମଧ୍ୟ ଏହାର ଫଳ ଭୋଗୁଛି। ଏହି ଯୁଦ୍ଧ ଘୋଷଣା ହେବା ପରଠାରୁ ରୁଷିଆକୁ ଅଧିକାଂଶ ଦେଶ ପକ୍ଷରୁ ଅର୍ଥନୈତିକ…

‘ମୋତେ ଲୋକେ କହୁଛନ୍ତି ବୁଢ଼ୀ’

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଲୋକେ ମଲାଇକାଙ୍କୁ ନେଇ ନାନା କଥା କହୁଛନ୍ତି। ଅଭିନେତ୍ରୀ କହିଛନ୍ତି, ସେ ତାଙ୍କଠାରୁ ବୟସରେ ସାନ ଜଣେ ଯୁବକଙ୍କୁ ଡେଟ୍‌ କରୁଛନ୍ତି। ଏଥିପାଇଁ ଲୋକେ…

୩୦୦ ବର୍ଷ ପୁରୁଣା ମନ୍ଦିର ଉପରେ ଚଢିଲା ବୁଲ୍‌ଡୋଜର

ଜୟପୁର,୨୨।୪: ରାଜସ୍ଥାନର ଅଲୱାରରେ ୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି। ଶିବ ମନ୍ଦିରରେ ଜୋତା ପିନ୍ଧିବା ଏବଂ ମୂର୍ତ୍ତିଗୁଡ଼ିକ ଉପରେ କଟର ମେଶିନ ଚଲାଇବା ଦ୍ୱାରା ହିନ୍ଦୁତ୍ୱ ସଂଗଠନଗୁଡ଼ିକ ବିରୋଧ ପ୍ରଦର୍ଶନ କରିଛନ୍ତି। ମ୍ୟୁନିସିପାଲିଟିର ଇଓ,…

ସବ୍‌ଜେଲ୍‌ ପରିଦର୍ଶନ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲକୁ ଶୁକ୍ରବାର ଅଚାନକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରିଛନ୍ତି। ସେଠାରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ଅନୁଧ୍ୟାନ କରିଥିଲେ।

ଟ୍ରେନ୍‌ ଯୋଗେ ଚାଲାଣ ହେଉଛି କାଠ

କେସିଙ୍ଗା,୨୨ା୪(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଲାଞ୍ଜିଗଡ଼ ରେଳ ଷ୍ଟେଶନରୁ ଦୈନନ୍ଦିନ ଜାଳେଣି କାଠ ବିଭିନ୍ନ ଟ୍ରେନ୍‌ ଯୋଗେ ଶୁକ୍ରବାର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ଯାତ୍ରୀଙ୍କ ଗହଳି ସତ୍ତ୍ୱେ ଟ୍ରେନ୍‌ରେ କାଠ ମାଫିଆମାନେ କାଠ ଲଦି ନର୍ଲା,ରୁପ୍ରା ରୋଡ୍‌,…

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୨୨।୪:ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଜାମିନ ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ୧୯୯୦ରୁ ୧୯୯୫ ମଧ୍ୟରେ ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ଟଙ୍କା ହେରଫେର…

ବାପା ସକାଳୁ ନିଦରୁ ଉଠାଇବାରୁ ପୁଅ ନେଲେ ଚରମ ନିଷ୍ପତ୍ତି

ଭୋପାଳ,୨୨।୪: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସକାଳୁ ଉଠିବାକୁ ବାପା ବାରମ୍ବାର କହିବାରୁ ପୁଅ ରାଗରେ ତାଙ୍କୁ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ…

‘ଧରିତ୍ରୀ ଦିବସ’ରେ ଗୁଗଲ୍‌ର ସ୍ବତନ୍ତ୍ର ଡୁଡଲ୍‌

ନୂଆଦିଲ୍ଲୀ,୨୨।୪: ଗୁଗଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡଲ ମାଧ୍ୟମରେ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇଥାଏ। ଆଜି ‘ବିଶ୍ୱ ଧରିତ୍ରୀ ଦିବସ’ ଅବସରରେ ଗୁଗୁଲ ଏକ ସ୍ବତନ୍ତ୍ର ଡୁଡଲ ତିଆରି କରି ପୃଥିବୀ କିପରି ବଦଳୁଛି ତାହା ବାର୍ତ୍ତା ଦେଇଛି। ଡୁଡଲରେ…

ଆଜମଙ୍କୁ ଜେଲରେ ଭେଟିଲେ ଶିବପାଲ

ଲକ୍ଷ୍ନୌ,୨୨।୪: ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟିର ବିଧାୟକ ଆଜମ ଖାନଙ୍କୁ ଭେଟିବାକୁ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସଭାପତି ଶିବପାଲ ଯାଦବ ଶୁକ୍ରବାର ଜେଲରେ ପହଞ୍ଚିଛନ୍ତି। ସମାଜବାଦୀ ପାର୍ଟି ଉପରେ ଉଭୟ ନେତାଙ୍କ ଅସନ୍ତୋଷର ଖବର ରହିଛି। ଏହି ସମୟରେ,…

ମାଲକାନିଗିରିରେ କେନ୍ଦ୍ର ରେଳମନ୍ତ୍ରୀ, ଉଦ୍‌ଘାଟନ କଲେ ଡାକଘର

ମାଲକାନଗିରି,୨୨ା୪(ଡି.ଏନ୍‌.ଏ.): କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ମାଲକାନଗିରି ଗସ୍ତ କରି ଜିଲା ଡାକଘରର ଶୁଭ ଉଦ୍‌ଘାଟନ କରିଛନ୍ତି। ପରେ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର…

ରାଗିଗଲେ ପ୍ରସିଦ୍ଧ ବକ୍ସର ମାଇକ ଟାଇସନ, ପ୍ରଶଂସକ ହେଲେ ରକ୍ତମୁଖା

ଫ୍ଲୋରିଡା,୨୨।୪:ବକ୍ସିଂ ଦୁନିଆରେ ମାଇକ ଟାଇସନ ଏକ ବଡ ନାମ। ତାଙ୍କ କ୍ୟାରିୟରରେ ଏହି ସେ ବଡ଼ ବଡ଼ ବକ୍ସରଙ୍କୁ ପାଣି ପିଆଇ ଦେଇଛନ୍ତି। କିନ୍ତୁ ବକ୍ସିଂ ରିଙ୍ଗ ବାହାରେ ମାଇକ ବେଶ୍‌ ସାଧାରଣ ଜଣାପଡନ୍ତି। କିନ୍ତୁ ନିକଟରେ ମାଇକ ଟାଇସନଙ୍କ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri