ସିବିଏସ୍ଇ ପାଠ୍ୟକ୍ରମରେ ପରିବର୍ତ୍ତନ, ଇସଲାମ୍ ସାମ୍ରାଜ୍ୟ-ଶୀତଳଯୁଦ୍ଧ ଅଧ୍ୟାୟ ହଟିଲା..
ନୂଆଦିଲ୍ଲୀ, ୨୩।୪ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ) ପକ୍ଷରୁ ଏହାର ପାଠ୍ୟକ୍ରମରେ କେତେକ ପରିବର୍ତ୍ତନ କରାଯାଇଛି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ ଯୁଗ, ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ଅଭ୍ୟୁଦୟ, ମୋଗଲ କୋର୍ଟର ଇତିହାସ ଏବଂ…
ପୁଣି ଜଣେ ରସିକିଆ ଡାକ୍ତର ଗିରଫ, ମିଛ କହି କରିଛନ୍ତି ୪ ବିବାହ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଧରାପଡ଼ିଛନ୍ତି ଆଉ ଜଣେ ରସିକିଆ ଡାକ୍ତର। ଏକେ କିନ୍ତୁ ନକଲି ନୁହେଁ, ଅସଲି ଡାକ୍ତର ଧରା ପଡ଼ିଛନ୍ତି। ଏହି ଡାକ୍ତର ଜଣକ ୪ ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କଟକ ବଡ଼ ମେଡିକାଲର ଡାକ୍ତର…
ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଅଟକ
କୋକସରା,୨୩ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଫୁପଗାଁ ପଞ୍ଚାୟତ ଗତାବନ୍ଧ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗରେ କୋକସରା ପୋଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି। ଗତାବନ୍ଧ ଗାଁର…
ଏସ୍ଆର୍ଏଚ୍ ଜିତିଲା ଟସ୍, ପ୍ରଥମେ ବୋଲିଂ…
ମୁମ୍ବାଇ, ୨୩।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଏସ୍ଆର୍ଏଚ୍ର…
ଜିଟି ବିଜୟୀ…
ମୁମ୍ବାଇ, ୨୩।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ୮ ରନ୍ରେ ବିଜୟୀ ହୋଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଜିଟିର…
ମାତୋଶ୍ରୀରେ ହନୁମାନ ଚାଳିସା ପାଠ,ନବନୀତ-ରବି ଗିରଫ…
ମୁମ୍ବାଇ, ୨୩।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହନୁମାନ ଚାଳିସା ପାଠକୁ ନେଇ ବିବାଦ ଥମିବାର ନା ଧରୁନି। ଶିବସେନା କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେଏମ୍ପି ନବନୀତ୍ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ମୁମ୍ବାଇ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୭୨୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପାମ୍ ଅଏଲ୍ ରପ୍ତାନୀ ଉପରେ କଟକଣା, ବଢ଼ିଲା ଭାରତର ଚିନ୍ତା…
ଜାକର୍ତ୍ତା/ନୂଆଦିଲ୍ଲୀ, ୨୩।୪ : ପାମ୍ ତେଲ ଉତ୍ପାଦନ କ୍ଷେତ୍ରରେ ଇଣ୍ଡୋନେସିଆ ବିଶ୍ୱର ଶୀର୍ଷରେ ରହିଛି। ଏହା ସତ୍ତ୍ୱେ ଦେଶରେ ପାମ୍ ତେଲ ସଙ୍କଟ ଦେଇଛି। ଇଣ୍ଡୋନେସିଆରେ ଘରୋଇ ଖାଇବା ତେଲର ମୂଲ୍ୟ ପୂର୍ବରୁ ବୃଦ୍ଧି ପାଇଥିବା ବେଳେ ଏବେ ମଧ୍ୟ ଏହା…
ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଗଲା
ଘସିପୁରା/ଆନନ୍ଦପୁର,୨୩ା୪(ଡି.ଏନ୍.ଏ./ସ୍ବ.ପ୍ର.): କେନ୍ଦୁଝର ଘସିପୁରା ବ୍ଲକ ଦେଓଗାଁ ରେଞ୍ଜ ଅଧୀନ ନୂଆବରିପାଳ ଜଙ୍ଗଲରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ନାରଙ୍ଗପୁର ଗ୍ରାମର ଦୁଃଶାସନ ଜେନା(୬୮)। ଦୁଃଶାସନ ଶନିବାର ସକାଳ ସମୟରେ ନୂଆବରିପାଳ ଜଙ୍ଗଲକୁ…
ପାକିସ୍ତାନକୁ ଫେରିଲା ପୋଲିଓ…
ଇସଲାମାବାଦ୍, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ ଶୀଘ୍ର ପୋଲିଓ ବିଲୋପ ପାଇଁ ନ୍ୟାଶନାଲ ଟାସ୍କ ଫୋର୍ସ ସହିତ ଏକ ଜରୁରୀ ବୈଠକ…
ମଇଁଷିପଲକୁ ଚାପିଦେଲା ଟ୍ରେନ, ୨୭ ମୃତ
ରାୟଗଡ଼ା ଅଫିସ,୨୩ା୪: ରାୟଗଡ଼ାରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା ପିତାମହଲ ନିକଟରେ ଏକ ଟ୍ରେନ୍ ଦୁର୍ଘଟଣାରେ ୨୭ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ ଲାଇନ୍ ପାର ହେବା ସମୟରେ ଏହି ମଇଁଷିପଲକୁ ଆଲଫୁଜା-ଧାନବାଦ ଏକ୍ସପ୍ରେସ…
ଭୁଲ ଇଞ୍ଜେକ୍ସନ ଦେବାରୁ ଗାଈର ଜୀବନ ଗଲା: ନକଲି ଡାକ୍ତରଙ୍କୁ ପୋଲିସର ପଚରାଉଚରା
ଆନନ୍ଦପୁର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ କଲୋନୀ ସାହିର ବାଇନ ନାହାକଙ୍କ ଗର୍ଭଣୀ ଗାଈକୁ ୪ଟି ଇଞ୍ଜେକସନ୍ ଓ ଦୁଇଟି ପାଣି ଔଷଧ ଦିଆଯିବା ପରେ ଗାଈର ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗାଈକୁ ଇଞ୍ଜେକସନ୍ ଦେଇଥିବା ବ୍ୟକ୍ତି…
Archives


