ଇମ୍ରାନଙ୍କୁ ମିଳିଲା ଅଭିଶାପ: ତୃତୀୟ ସ୍ତ୍ରୀ ବି ଛାଡି ଚାଲିଯିବେ
ଇସଲାମାବାଦ୍,୩୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳର ଏମ୍ପି ଅମିର ଲିଆକତ ତାଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଅମିର ଇମ୍ରାନ୍ଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ରାଜନୈତିକ ପରିବର୍ତ୍ତେ ଅଧିକ ବ୍ୟକ୍ତିଗତ ମନେହୁଏ। ଅମିର ଅଭିଯୋଗକରି…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ: କହିଲେ, ମୁଁ ମୋ ପୋଷାକ ବିକିଦେବି
ଇସ୍ଲାମାବାଦ୍,୩୦।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଖେବର ପଖତୁଙ୍ଖୱାର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍ଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ୧୦ କିଲୋ ଅଟାର ମୂଲ୍ୟ ୪୦୦ ଟଙ୍କାକୁ ନ ଆଣନ୍ତି, ତେବେ ସେ ଲୋକମାନଙ୍କୁ ଶସ୍ତା ଅଟା…
ପୁଟିନ୍ଙ୍କ ପାଖରେ ରହିଛି ସବୁଠାରୁ ବିପଜ୍ଜନକ ଜହର, ଯନ୍ତ୍ରଣାରେ ଥରି ଉଠିବ ଶରୀର…
ମସ୍କୋ, ୩୦।୫ : ପୃଥିବୀରେ ବିଭିନ୍ନ ପ୍ରକାରର ଜହର ଅଛି। ସେଥିମଧ୍ୟରୁ କେତେକର ପ୍ରୟୋଗ ଦ୍ୱାରା ଶରୀରର ଧୀରେ ଧୀରେ ମୃତ୍ୟୁ ଘଟେ। କିଛି ଜହର କେଇ ସେକେଣ୍ଡ ମଧ୍ୟରେ ମୃତ୍ୟୁ ଘଟାଏ। କେତେକ ଜହର ଏପରି ଅଛି ଏହାର ପ୍ରୟୋଗରେ…
ବାଇଡେନ୍ ପ୍ରଶାସନକୁ ଚେତାବନୀ ଦେଲେ ଚାଇନା ବୈଦେଶିକମନ୍ତ୍ରୀ…
ବେଜିଂ, ୩୦।୫ : ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକାର ଚାଇନା ପ୍ରତି ଆଭିମୁଖ୍ୟ ଅତ୍ୟନ୍ତ ବିକୃତ ହୋଇଛି କିନ୍ତୁ ବେଜିଂ ବ୍ଲାକମେଲ କିମ୍ବା ଚାପର ସମ୍ମୁଖୀନ ହେବ ନାହିଁ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ…
ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ, ଶ୍ରୁତି ଶର୍ମା ଟପ୍ପର…
ନୂଆଦିଲ୍ଲୀ, ୩୦।୫ : ୟୁପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି। ଶ୍ରୁତିଙ୍କ ରୋଲ ନମ୍ବର ୦୮୦୩୨୩୭ ୟୁପିଏସ୍ସି ଓ୍ବେବସାଇଟ୍ରେ ପରୀକ୍ଷା ତାଲିକାରେ ଏକ ନମ୍ବରରେ ରହିଛି। ଚଳିତ ବର୍ଷ ର଼୍ୟାଙ୍କ…
ଜାଣନ୍ତି ବିମାନର ଝରକା କାହିଁକି ହୋଇଥାଏ ଗୋଲାକାର
ସାଧାରଣତଃ ଘରେ କିମ୍ବା ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ବର୍ଗାକାର କିମ୍ବା ଆୟତାକାର ଆକୃତିର ଝରକା ଦେଖିଥିବେ। ଘରେ ବ୍ୟବହୃତ ଅନେକ ଉପକରଣ ମଧ୍ୟ ବର୍ଗାକାର। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ବିମାନ ଝରକାଗୁଡ଼ିକ କାହିଁକି ଗୋଲାକାର? ଆପଣ…
ଗୋଟିଏ ରାତିରେ ୭ ଦୋକାନରୁ ଚୋରି
ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳ ସହର କଲେଜ ବାଇପାସ ଛକରୁ ରବିବାର ବିଳମ୍ବିତ ରାତିରେ ୭ଟି ଦୋକାନରୁ ଦୁର୍ବୃତ୍ତମାନେ ସଟର ଭାଙ୍ଗି ଚୋରି କରିନେଇଛନ୍ତି। ମିଠା ଦୋକାନରୁ ମିଠା, ନଗଦ ୫୦୦୦ ଟଙ୍କା, ଫଳ ଦୋକାନରୁ କଦଳୀ କାନ୍ଧି ସହ ବିଭିନ୍ନ ପ୍ରକାର…
ପ୍ରତିଶ୍ରୁତି ରଖିପାରିଲେନି ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୩୦।୫: ଜୁନ୍ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ୧୦ ଜଣ ପ୍ରାର୍ଥୀ ଘୋଷଣା କରିଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପି. ଚିଦାମ୍ବରମ, ଜୟରାମ ରମେଶ ଏବଂ ଅଜୟ ମାକେନ ତଥା ଦଳର ମୁଖପାତ୍ର…
ସହକାରୀ ପ୍ରଫେସରଙ୍କୁ ବଳାତ୍କାର ଅଭିଯୋଗ, ବ୍ଲାକ୍ମେଲିଂ କରି ଅଭିଯୁକ୍ତ ନେଇସାରିଲେଣି ୨ ଲକ୍ଷ ଟଙ୍କା
ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଣେ ୨୪ ବର୍ଷୀୟା ସହକାରୀ ପ୍ରଫେସରଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅଭିଯୁକ୍ତ ଜଣକ ତାଙ୍କୁ ବ୍ଲାକମେଲିଂ କରି ୨ ଲକ୍ଷ ଟଙ୍କା ନେଇସାରିଲେଣି। ଛତିଶଗଡ଼ର ରାୟପୁର ଡିଆଇଜିଙ୍କ ଚିଠି ପରେ ଖଣ୍ଡଗିରି ଥାନାରେ ମାମଲା…
ରୁଷିଆ ସେନାର ହଣ୍ଟ୍ ଟୁ କିଲ୍ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…
ମସ୍କୋ/କ୍ୱିଭ୍, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍ ଟୁ କିଲ୍ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ୟୁକ୍ରେନର ବରିଷ୍ଠ ନେତା ଓ ଅଧିକାରୀମାନଙ୍କୁ ହତ୍ୟା କରିବା। ଏହି ମିଶନରେ ରୁଷିଆ…
ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୩୦ା୫: ପାକିସ୍ତାନର ବର୍ତ୍ତମାନର ମିଳିତ ସରକାରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କଡ଼ା ସମାଲୋଚନା କରିଛନ୍ତି। ଇମ୍ରାନ ପାକିସ୍ତାନକୁ ‘ଆମେରିକୀୟ ଗୁଲାମ’ କହିଛନ୍ତି। ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଥିବାବେଳେ ଭାରତ ରୁଷିଆରୁ ଶସ୍ତା ତେଲ କ୍ରୟ କରି ମୂଲ୍ୟ ହ୍ରାସ…
ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ବେସାହାରା ପିଲାଙ୍କୁ ମାସକୁ ମିଳିବ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍
ନୂଆଦିଲ୍ଲୀ,୩୦।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଅନାଥ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୋମବାର ଭିଡିଓ କନ୍ଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି ‘ପିଏମ୍ କେୟାର୍ସ ଫର୍ ଚିଲ୍ଡ୍ରେନ୍’ ଯୋଜନା ଆରମ୍ଭ କରିଛନ୍ତି। ଏହି…

