Home

ପଞ୍ଜାବ କଂଗ୍ରେସରେ ବଡ଼ ପରିବର୍ତ୍ତନ

ଚଣ୍ଡିଗଡ଼,୩୦।୪: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳୀୟ ସଂଗଠନରେ ବଡ଼ ପରିବର୍ତ୍ତନ କରାଯାଇଛି। ଶୁକ୍ରବାର ୫ ଜଣ ନୂଆ ଉପାଧ୍ୟକ୍ଷ ସମେତ ଜଣେ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଦଳ ଅଧ୍ୟକ୍ଷା ଉକ୍ତ ନିଯୁକ୍ତି…

ମନ୍ତ୍ରୀ ହେବେ ଷ୍ଟାଲିନ୍‌ଙ୍କ ପୁଅ

ଚେନ୍ନାଇ,୩୦।୪: ଡିଏମ୍‌କେ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ ତାମିଲନାଡୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି। ଜୁନ୍‌ ସୁଦ୍ଧା ତାଙ୍କୁ ରାଜ୍ୟ କ୍ୟାବିନେଟରେ ନିଆଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଷ୍ଟାଲିନ୍‌ଙ୍କ କ୍ଷେତ୍ରରେ ଯେଉଁ ଭୁଲ୍‌ ହୋଇଥିଲା…

ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡରଶିପ୍‌ ଆୱାର୍ଡ’

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ଓ୍ବାଲର୍‌ଡ ସିଏସ୍‌ଆର୍‌ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡର୍‌ଶିପ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍‌ଏଡ୍‌ର ସହଯୋଗୀ ନିର୍ଦ୍ଦେଶକ…

ଚନ୍ଦନଯାତ୍ରା ପାଇଁ ସଜେଇ ହେଉଛି ଚନ୍ଦନ ଚକଡ଼ା

ପୁରୀ ଅଫିସ, ୩୦।୪: ଆସନ୍ତା ୩ ତାରିଖ ପବିତ୍ର ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ୨୧ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ମହାମାରୀ କରୋନା ପାଇଁ ଗତ ଦୁଇବର୍ଷ ହେବ ବିନା ଭକ୍ତରେ ବାହାର ଚନ୍ଦନଯାତ୍ରା ହେଉଥିଲା। ତେବେ ଚଳିତବର୍ଷ ସଂକ୍ରମଣ କମିଥିବାରୁ…

ଉତ୍ପାଦ ମାର୍କେଟିଂ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ବୃଦ୍ଧି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ ସହ ସେଗୁଡ଼ିକର ଠିକ୍‌ ପ୍ରଚାର ପ୍ରସାର ହେବା ଜରୁରୀ। ଦ୍ରବ୍ୟର ମାର୍କେଟିଂ ଉପରେ ଅଧିକ…

ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବିରେ ଧାରଣା

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ୫ଦଫା ଦାବି ନେଇ ଭତ୍ତା ହିତାଧିକାରୀମାନେ ଶୁକ୍ରବାର ବିଏମ୍‌ସି ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ବାର୍ଦ୍ଧକ୍ୟ ଭତ୍ତା ପରିମାଣକୁ ୨ହଜାର ଟଙ୍କାକୁ ବୃଦ୍ଧି, ହରିଜନ ଓ ଆଦିବାସୀଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବୟସରେ ୫ ବର୍ଷ କୋହଳ କରିବା,…

ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀଙ୍କ ପରଲୋକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀ ପୁଷ୍ପଲତା ଜେନାଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହେଇଥିଲା। ୟୁନିଟ୍‌-୬ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେବା ପରେ ସେ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖିଥିଲେ। ସେ…

ଲୋକେ ସଚେତନ ନ ହେଲେ ଆଗକୁ ବଡ଼ ବିପଦ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଦୈନନ୍ଦିନ ଜୀବନରେ ବୃକ୍ଷର ଆବଶ୍ୟକତା ଖୁବ୍‌ ବେଶି। କିନ୍ତୁ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି। ଜନସାଧାରଣ ସଚେତନ ନ ହେବା ଯୋଗୁ ଭବିଷ୍ୟତରେ ଏହା ବଡ଼ ବିପଦ ସୃଷ୍ଟି କରିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ…

ମାନସିକ ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ଉଚିତ

କଟକ ଅଫିସ,୩୦।୪: ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଶୁକ୍ରବାର ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ଆଜିର ଯୁବ ସମାଜ ନିମନ୍ତେ ମାନସିକ ସ୍ବାସ୍ଥ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଭିଯାନର ରାଜ୍ୟ…

ସୋନାଲିକା, ଶ୍ରୀନିକାଙ୍କୁ ‘ଏକଲବ୍ୟ ସମ୍ମାନ’

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଗୁରୁ-ଶିଷ୍ୟ ପରମ୍ପରା ସତରେ ନିଆରା। ଏହି ପରମ୍ପରାକୁ ଉଚ୍ଚକୋଟିର ଢଙ୍ଗରେ ଉପସ୍ଥାପନା କରିଥିଲେ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ। ଏକଲବ୍ୟ କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପନାରେ ଦେଖିବାକୁ ମିଳିଥିଲା ଏକ ନୂତନ ନୃତ୍ୟ ପରମ୍ପରା। ପ୍ରଥମଥର ପାଇଁ ଜଣେ କାହାଣୀ କହୁଥିବା ବେଳେ…

ମୁରୁଜରେ ସ୍ବଚ୍ଛତା ବାର୍ତ୍ତା ଦେଲେ କିନ୍ନର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବାକୁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଆଧାରରେ ସହରକୁ ସ୍ବଚ୍ଛ ରଖିବା ପାଇଁ କିନ୍ନର ସମ୍ପ୍ରଦାୟ ସହରବାସୀଙ୍କୁ ସଚେତନ କରିଛନ୍ତି। ଶୁକ୍ରବାର ବିଏମ୍‌ସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଖୋଲିବ ଆଶ୍ରୟସ୍ଥଳ

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉଏକ ପାଦ ଆଗକୁ ବଢାଇଛି। କିନ୍ନରମାନେ ଯେପରି ଅନ୍ୟମାନଙ୍କ ଭଳି ସ୍ବାଭାବିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri