ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଫସାଉଥିଲେ,୪୫ ନାବାଳିକାଙ୍କୁ ବ୍ଲାକ୍ମେଲ୍ ପାଇଁ କରିଥିଲେ ଯୋଜନା
କଟକ ଅଫିସ, ୨୯ା୪: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଏଡିଟିଂ କରି ସେମାନଙ୍କୁ ବ୍ଲାକ୍ମେଲ୍ କରୁଥିଲେ। ଏହି ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ନେମାଳ ଅଞ୍ଚଳର ୨୨ବର୍ଷୀୟ ବିଶ୍ୱଜିତ…
କାର୍ଯ୍ୟାନୁଷ୍ଠାନ: ଆଇଏଫ୍ଏସ୍ ଅଭୟ ପାଠକଙ୍କ ସମ୍ପତ୍ତି ଜବତ କଲା ଇଡି
ଭୁବନେଶ୍ୱର,୨୯।୪(ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଆଇଏଫ୍ଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଅନ୍ତର୍ଗତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି ଏହି…
ମାଟ୍ରିକ ପରୀକ୍ଷା ଦେଲେ ମା’-ପୁଅ
ଜୟପୁର,୨୯ା୪ (ନି.ପ୍ର.)- ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଗୋଟିଏ ବିଦ୍ୟାଳୟରେ ପରୀକ୍ଷା ଦେଲେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର । ଜୟପୁରରେ ମା’ ଓ ପୁଅ ମାଟ୍ରିକ ପରୀକ୍ଷା ଦେବା ପରି ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ମା’…
ପଞ୍ଜାବକୁ ୧୫୪ ରନ୍ର ଟାର୍ଗେଟ ଦେଲା ଲକ୍ଷ୍ନୌ
ପୁଣେ,୨୯।୪: ଆଇପିଏଲ୍-୨୦୨୨ର ହାଇଭୋଲ୍ଟେଜ୍ ମ୍ୟାଚ୍ ଶୁକ୍ରବାର ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଏଥିରେ କ୍ୱିଣ୍ଟନ ଡି’କକଙ୍କ ୪୬ ଓ ଦୀପକ ହୁଡ୍ଡାଙ୍କ ୩୪ ରନ ବଳରେ ଲକ୍ଷ୍ନୌ ର୍ନିଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ…
ବୌଦ୍ଧରେ ପୁଣି ୪୫ ଡିଗ୍ରୀ
ଭୁବନେଶ୍ୱର,୨୯ା୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବୌଦ୍ଧରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୨୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦…
ସଂସ୍କୃତ ରାଷ୍ଟ୍ରୀୟ ଭାଷା ହେବା ଉଚିତ: କଙ୍ଗନା
ବମ୍ବେ: ବିଗତ କିଛି ଦିନ ଧରି ହିନ୍ଦୀ ଭାଷାକୁ ନେଇ ବିତର୍କ ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତା ଅଜୟ ଦେବଗନ ଏବଂ କିଚା ସୁଦୀପ ମୁହାଁମୁହିଁ ହୋଇଥିଲେ। ହେଲେ ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଏବେ ଏହି ବିବାଦରେ…
ଟସ୍ ଜିତିଲା ପଞ୍ଜାବ: ଆରମ୍ଭରୁ ଲକ୍ଷ୍ନୌକୁ ଝଟ୍କା
ପୁଣେ,୨୯।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ଶନିବାର ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ଟସ୍ ଜିତି…
ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ ହେଲେ ସ୍ଥଳସେନା ଉପମୁଖ୍ୟ
ନୂଆଦିଲ୍ଲୀ,୨୯।୪: ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁଙ୍କୁ ସ୍ଥଳସେନାର ଉପ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ମେ’ ୧ରୁ ଦାୟିତ୍ୱ ନେବେ। ଶୁକ୍ରବାର ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଜାପୁର ସୈନିକ ସ୍କୁଲ ଓ…
ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା: ୨ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ
ଜୟପୁର,୨୯।୪: ଗତ ବର୍ଷ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ଏବଂ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜସ୍ଥାନର ଏକ ପୋକ୍ସୋ କୋର୍ଟ। ୨୦୨୧ ଡିସେମ୍ବର ୨୩ରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ଉପରେ…
କୋହଲିଙ୍କ ମନରେ କ’ଣ ଚାଲିଛି ଜାଣେନା: ଗାଙ୍ଗୁଲି ଦେଲେ ବଡ଼ ବୟାନ
ମୁମ୍ବାଇ,୨୯।୪: ଆଇପିଏଲ୍-୨୦୨୨ରେଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ନିରାଶ କରିଛନ୍ତି। ଲଗାତାର ଦୁଇଥର ଗୋଲ୍ଡେନ୍ ଡକ୍ରେ ଆଉଟ୍ ହୋଇଛନ୍ତି କୋହଲି। ସେହିଭଳି ଏଯାବତ ଗୋଟିଏ ବି ମ୍ୟାଚ୍ ଜିତିପାରୁନାହିଁ ମୁମ୍ବାଇ ଇଣ୍ଡିଆନ୍ସ। ଏହାକୁ ନେଇ…
ଯୁବତୀ ବେଶରେ ହାଇଦ୍ରାବାଦର ଖେଳାଳି: ପ୍ରଶଂସକ କହୁଛନ୍ତି…
ମୁମ୍ବାଇ,୨୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୨ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଛି ସନରାଇଜର୍ସ ହାଇଦ୍ରାବାଦ। କେନ୍ ଓ୍ବିଲିୟମ୍ସନ ନେତୃତ୍ୱାଧୀନ ଏହି ଟିମ୍ ଏଯାବତ ୮ ମୁକାବିଲା ଖେଳିଥିବା ବେଳେ ୫ଟିରେ ବିଜେତା ହୋଇଛି। ଟୁର୍ନାମେଣ୍ଟ ଅଙ୍କତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି। ଏସବୁ…
୧୨ରୁ ୧୭ବର୍ଷର ପିଲାଙ୍କ ପାଇଁ କୋଭୋଭାକ୍ସକୁ ଏନ୍ଟିଏଜିଆଇର ଅନୁମତି
ନୂଆଦିଲ୍ଲୀ,୨୯।୪: ଦେଶରେ ପୁଣି ଥରେ କରୋନା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେଲା ହଜାରେରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶୁକ୍ରବାର ୩ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକଣା କୋହଳ ହେବା ପରେ…
Archives


