Home

ପୁଅ ବାହାଘର ପାଇଁ ହେଲିକପ୍ଟର ଭଡ଼ାରେ ନେଲେ ଚାଷୀ

ଇନ୍ଦୋର,୩୦।୪: ପ୍ରତ୍ୟେକ ପିତାମାତା ନିଜ ପୁଅ ଝିଅଙ୍କ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେହି ଦିନକୁ କିଭଳି ସ୍ମରଣୀୟ କରାଯାଇପାରିବ ସେନେଇ ନିଆରା ପ୍ରସ୍ତୁତି କରିଥାନ୍ତି। ତେବେ କିଛି ଏଭଳି ନିଆରା ଢ଼ଙ୍ଗର ବିବାହ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ସୂଚନାଯୋଗ୍ୟ, ପୁଅ…

ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ

ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ୪୩ ବର୍ଷୀୟା କ୍ରିଷ୍ଟାନ ବଲ…

ପ୍ରେମୀଯୁଗଳ ପିଇଛନ୍ତି ପରସ୍ପରର ରକ୍ତ

ଓ୍ବାଶିଂଟନ: ଇଂଲିଶ ଫିଲ୍ମ ଅଭିନେତ୍ରୀ ମେଗାନ ଫକ୍ସ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଯେତେବେଳେ ବୟଫେଣ୍ଡ ମେସିନ୍‌ ଗନ୍‌ କେଲୀ ତାଙ୍କୁ ପ୍ରେମ ନିବେଦନ…

ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଲେ ଇୟୁ ପ୍ରତିନିଧି

ନୂଆଦିଲ୍ଲୀ,୩୦।୪: ୟୁରୋପୀୟ ସଂଘ (ଇୟୁ)ର ମାନବାଧିକାର ସମ୍ପର୍କିତ ସ୍ବତନ୍ତ୍ର ପ୍ରତିନିଧି ଇଏମୋନ୍‌ ଗିଲ୍‌ମୋର ଭାରତରେ ସଂଖ୍ୟାଲଘୁଙ୍କ ସ୍ଥିତି, ସାମ୍ପ୍ରଦାୟିକ ହିଂସା, ଦେଶଦ୍ରୋହ ଏବଂ ଆତଙ୍କବାଦ ନିରୋଧୀ ଆଇନ ସହ ଜମ୍ମୁ-କଶ୍ମୀର ପ୍ରସଙ୍ଗ ସରକାରଙ୍କ ଆଗରେ ଉଠାଇଛନ୍ତି। ଗିଲମୋର କହିଛନ୍ତି, ଗୁରୁବାର ତାଙ୍କ…

ବିଦ୍ୟୁତ୍‌ ସଙ୍କଟ ପାଇଁ ଭାଜପା ନୁହେଁ, ୬୦ବର୍ଷ ଶାସନକାଳ ଦାୟୀ

ନୂଆଦିଲ୍ଲୀ,୩୦।୪: କଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଶନିବାର ଦେଶବ୍ୟାପି କୋଇଲା ସଙ୍କଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ପ୍ରଚୁର ମାତ୍ରାରେ କୋଇଲା ମହଜୁଦ ରହିଛି, ବୃହତ ରେଳ ନେଟଓ୍ବାର୍କ ଓ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବି ରହିଛି। ତଥାପି ବିଦ୍ୟୁତ୍‌ ଅଭାବ…

ଋଷିକେଷରେ ଭାସିଗଲେ ୨ ଯୁବତୀ: ଦେବଦୂତ ସାଜିଲେ ଯବାନ

ଋଷିକେଷ,୩୦।୪: ଧାର୍ମିକ ଓ ପର୍ଯ୍ୟଟନ ନଗରୀ ଉତ୍ତରାଖଣ୍ଡର ଋଷିକେଷରେ ନଦୀରେ ଏକ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ନଦୀରେ ରାଫ୍ଟିଂ କରୁଥିବା ସମୟରେ ୨ଜଣ ଯୁବତୀ ହଠାତ୍‌ ଭାସିଯାଇଥିଲେ। ତେବେ ଠିକ୍‌ ସମୟରେ ଭାରତୀୟ ସେନାର ଯବାନ ପହଞ୍ଚି ଉକ୍ତ ଯୁବତୀଙ୍କୁ…

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଉଛି ବିଜେଡି: ଭାଜପା

ଭୁବନେଶ୍ୱର,୩୦।୪(ବ୍ୟୁରୋ): ୨୨ବର୍ଷ ଶାସନ ଗାଦିରେ ରହି ରାଜ୍ୟ ସରକାର ଦୁର୍ନୀତିର ସୀମା ଉଲ୍ଲଂଘନ କରିଛନ୍ତି। ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରଶାସନିକ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା କରି ବ୍ଲକଗୁଡିକରେ ବ୍ୟାପକ ଦୁର୍ନୀତି କରୁଛନ୍ତି। ଦୁର୍ନୀତିରେ ସିଧାସଳଖ ଲିପ୍ତ ଥିବା ସରକାରୀ ଅଧିକାରୀଙ୍କୁ…

ପଞ୍ଜାବ କଂଗ୍ରେସରେ ବଡ଼ ପରିବର୍ତ୍ତନ

ଚଣ୍ଡିଗଡ଼,୩୦।୪: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳୀୟ ସଂଗଠନରେ ବଡ଼ ପରିବର୍ତ୍ତନ କରାଯାଇଛି। ଶୁକ୍ରବାର ୫ ଜଣ ନୂଆ ଉପାଧ୍ୟକ୍ଷ ସମେତ ଜଣେ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଦଳ ଅଧ୍ୟକ୍ଷା ଉକ୍ତ ନିଯୁକ୍ତି…

ମନ୍ତ୍ରୀ ହେବେ ଷ୍ଟାଲିନ୍‌ଙ୍କ ପୁଅ

ଚେନ୍ନାଇ,୩୦।୪: ଡିଏମ୍‌କେ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ ତାମିଲନାଡୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି। ଜୁନ୍‌ ସୁଦ୍ଧା ତାଙ୍କୁ ରାଜ୍ୟ କ୍ୟାବିନେଟରେ ନିଆଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଷ୍ଟାଲିନ୍‌ଙ୍କ କ୍ଷେତ୍ରରେ ଯେଉଁ ଭୁଲ୍‌ ହୋଇଥିଲା…

ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡରଶିପ୍‌ ଆୱାର୍ଡ’

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ଓ୍ବାଲର୍‌ଡ ସିଏସ୍‌ଆର୍‌ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡର୍‌ଶିପ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍‌ଏଡ୍‌ର ସହଯୋଗୀ ନିର୍ଦ୍ଦେଶକ…

ଚନ୍ଦନଯାତ୍ରା ପାଇଁ ସଜେଇ ହେଉଛି ଚନ୍ଦନ ଚକଡ଼ା

ପୁରୀ ଅଫିସ, ୩୦।୪: ଆସନ୍ତା ୩ ତାରିଖ ପବିତ୍ର ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ୨୧ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ମହାମାରୀ କରୋନା ପାଇଁ ଗତ ଦୁଇବର୍ଷ ହେବ ବିନା ଭକ୍ତରେ ବାହାର ଚନ୍ଦନଯାତ୍ରା ହେଉଥିଲା। ତେବେ ଚଳିତବର୍ଷ ସଂକ୍ରମଣ କମିଥିବାରୁ…

ଉତ୍ପାଦ ମାର୍କେଟିଂ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ବୃଦ୍ଧି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ ସହ ସେଗୁଡ଼ିକର ଠିକ୍‌ ପ୍ରଚାର ପ୍ରସାର ହେବା ଜରୁରୀ। ଦ୍ରବ୍ୟର ମାର୍କେଟିଂ ଉପରେ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri