Home

ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣିି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାର ଦିନକୁ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଆନୁଷ୍ଠାନିକ ଭାବେ ବିଧାନସଭା ଦଳର ନେତା ନିର୍ବାଚିତ ହୋଇଛନ୍ତି।…

ଭାଙ୍ଗିଗଲା ପୁଟିନ୍‌ଙ୍କ ବଡ଼ ଝିଅଙ୍କ ସ୍ବପ୍ନ

ମସ୍କୋ, ୨୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବଡ଼ ଝିଅ ଡା. ମାରିଆ ଭୋରୋଣ୍ଟସୋଭା(୩୬) ତାଙ୍କ ଡଚ୍‌ ବ୍ୟବସାୟୀ ସ୍ବାମୀ ଜୋରିଟ୍‌ ଫାସେନ୍‌ଙ୍କଠାରୁ ଅଲଗା ହୋଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ପୂର୍ବରୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଏକ…

ନାଟୋକୁ ସାମରିକ ସହାୟତା ମାଗିଲେ ଜେଲେନ୍‌ସ୍କି

ବ୍ରୁସେଲ୍ସ, ୨୪ା୩: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଗୁରୁବାର ନାଟୋ ସମ୍ମିଳନୀକୁ ସମ୍ବୋଧନ କରି ଅସୀମିତ ସାମରିକ ସହାୟତା ପାଇଁ ନିବେଦନ କରିଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌କୁ ବ୍ୟାପକ ଆଣ୍ଟାଇ-ଏୟାର, ଆଣ୍ଟାଇ-ଶିପ୍‌ ଓ୍ବିପନ୍‌ ଆବଶ୍ୟକ। ଏସବୁ ବିନା ଯୁଦ୍ଧରେ ତିଷ୍ଠିବା ସମ୍ଭବ…

ଆକ୍ସନ ମୁଡ୍‌ରେ ଧାମି: ରାଜ୍ୟରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍‌

ଡେରାଡୁନ,୨୪।୩: ଉତ୍ତରାଖଣ୍ଡରେ ପୁଷ୍କର ସିଂହ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ସରକାର ଗଠନ ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅନେକ ଲୋକାଭିମୁଖୀ କାର୍ଯ୍ୟକୁ ମଞ୍ଜୁରୀ…

ଦିଲ୍ଲୀରେ ଚାଇନା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୩: କଶ୍ମୀର ଉପରେ ବୟାନ ଦେବା ପରେ ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ସୂଚନା ମୁତାବକ ଶୁକ୍ରବାର ଚାଇନା ବୈଦେଶିକ ମନ୍ତ୍ରୀ ୟାଙ୍ଗ୍‌ ୟି…

ଯୋଗୀଙ୍କ କ୍ୟାବିନେଟରେ ୮ମହିଳାଙ୍କୁ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶ ସରକାରଙ୍କ ନୂଆ ମନ୍ତ୍ରୀଙ୍କ ନାମ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ। ଅନେକ ପୁରୁଣା ମନ୍ତ୍ରୀଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିପାରେ। କେତେକ ନୂଆ ଚେହେରା ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି। ଚଳିତ ଥର ଯୋଗୀ କ୍ୟାବିନେଟରେ ମହିଳାଙ୍କ ସଂଖ୍ୟା ମଧ୍ୟ…

ପୌର ନିର୍ବାଚନରେ ୬୫% ମତଦାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ୫୯ ଏନ୍‌ଏସି, ୪୭ ପୌର ପରିଷଦ ଏବଂ ୩ ମହାନଗର ନିଗମରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି। ଗୁରୁବାର ସନ୍ଧ୍ୟା ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ…

ୟୁପିରେ ପୁଣି ଯୋଗୀ ସରକାର: ବିଧାୟକ ଦଳର ନେତା ନିର୍ବାଚିତ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ସରକାର ଶାସନ କରିବେ। ଗୁରୁବାର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ଯୋଗୀ ଆଦିତ୍ୟନାଥଙ୍କୁ ବିଧାୟକ ଦଳର ନେତା ଭାବେ…

ଭାବପ୍ରବଣ ହେଲେ ଧୋନୀଙ୍କ ପ୍ରଶଂସକ

ମୁମ୍ବାଇ,୨୪।୩:ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଛନ୍ତି। ୪୦ ବର୍ଷ ବୟସରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ନୂତନ ଉତ୍ତରାଧିକାରୀ ଭାବରେ ଚୟନ କରିଛନ୍ତି। ଡିଫେଣ୍ଡିଂ…

ବିଧାୟକ ପଦରୁ ଇସ୍ତଫା ଦେଲେ ରାଘବ: କହିଲେ, ସ୍ଥାନ ବଦଳିଛି-ସେବା ଜାରି ରହିବ

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀର ରାଜେନ୍ଦ୍ର ନାଗରରୁ ବିଧାୟକ ଥିବା ରାଘବ ଚଡ୍ଡା ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କୁ ଭେଟି ରାଘବ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସୂଚନା ମୁତାବକ ତାଙ୍କୁ ପଞ୍ଜାବରୁ ରାଜ୍ୟ…

ଘରଠାରୁ ୨୦ ମିନିଟ୍‌ ଦୂରରେ ଥାଇ ମଧ୍ୟ ଯାଇପାରୁନାହାନ୍ତି କୋହଲି

ମୁମ୍ବାଇ,୨୪।୩: ପୂର୍ବତନ ଭାରତୀୟ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲି ଆଜିକାଲି ତାଙ୍କ ଘର ପାଖରେ ଅଛନ୍ତି। ଏହା ସତ୍ତ୍ୱେ ସେ ଘରକୁ ଯାଇପାରୁ ନାହାନ୍ତି। ଏଥିପାଇଁ ସେ ଦୁଃଖ ପ୍ରକାଶ କଛଛନ୍ତି। ଆଇପିଏଲ ୨୦୨୨ ପାଇଁ ଆରସିବି…

ପଞ୍ଜାବ ରାଜ୍ୟ ସଭା ଆସନ ପାଇଁ ଏଏପିକୁ କ୍ଲିନ୍‌ ସ୍ବିପ୍‌

ଚଣ୍ଡିଗଡ଼,୨୪।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ପୁଣି ଥରେ ଆମ ଆଦମୀ ପାର୍ଟି (ଏଏପି)କୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଏଏପି ସରକାରଙ୍କ ସମସ୍ତ ୫ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri