Home

ସଲମାନଙ୍କୁ ସମର୍ଥନ କଲେ ରାକ୍ଷୀ

ମୁମ୍ବାଇ,୨୪ା୩: ଦବଙ୍ଗ ଖାନ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ଜଣେ ଖବରଦାତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇ କୋର୍ଟ ସମନ ଜାରି କରିଛନ୍ତି। ଏପ୍ରିଲ ୨ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଖବରଦାତା ସଲମାନ ଏବଂ…

ଯୋଗୀଙ୍କ ଶପଥ ଉତ୍ସବରେ ସୋନିଆ-ମୁଲାୟମଙ୍କୁ ନିମନ୍ତ୍ରଣ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବ। ଏହି ସମାରୋହ ପାଇଁ ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଯାଇଥିବା ଜଣାପଡ଼ିଛି। ଯୋଗୀଙ୍କ ୨.୦ ଶପଥ ଗ୍ରହଣ ସମାରୋହରେ ଅନେକ ବିଶିଷ୍ଟ…

ବିଧାୟକ ଦଳଙ୍କ ବୈଠକରେ ପହଞ୍ଚିଲେ ଶାହା

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଗୁରୁବାର ୟୁପି ଲୋକ ଭବନରେ ବିଧାୟକ ଦଳଙ୍କ ବୈଠକରେ ସାମିଲ ହେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପହଞ୍ଚିଛନ୍ତି। ଏଥିସହ ସହ-ପର୍ଯ୍ୟବେକ୍ଷକ…

ମୋଦିଙ୍କୁ ଭେଟିଲେ ମାନ: ମାଗିଲେ ୫୦ ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ,୨୪।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ଉଭୟଙ୍କ ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ପରେ ମାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ବିଜୟ…

ମଦ ପିଇ ମହିଳା କଲେ ଏମିତି କାମ, ହୋସ୍‌ ଆସିବା ପରେ…

ମଦ୍ୟପାନ କରୁଥିବା ବ୍ୟକ୍ତି ନିଜେ ଜାଣି ପାରନ୍ତି ନାହିଁ ସେ କ’ଣ କେତେବେଳେ କରୁଛନ୍ତି। ମନକୁ ଯାହା ଯେତେବେଳେ ଆସେ ତାହା ସଙ୍ଗେ ସଙ୍ଗେ କରିଦିଅନ୍ତି। ଏମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ମଦ ପିଇ ଟାଟୁ…

ଅପରାହ୍ନ ୩ଟା ସୁଦ୍ଧା ହିଞ୍ଜିଳିରେ ୫୪ ପ୍ରତିଶତ ମତଦାନ

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁରୁବାର ବିଭିନ୍ନ ଓ୍ବାର୍ଡରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ଏଠାରେ ୫୪ ପ୍ରତିଶତ ମତଦାନ ହୋଇଥିବା ପ୍ରକାଶ। ପୂର୍ବାହ୍ନରେ ମତଦାନ ନିମନ୍ତେ…

ଆଫଗାନିସ୍ତାନରେ ବନ୍ଦ ହେଲା ବାଳିକା ସ୍କୁଲ

କାବୁଲ,୨୪।୩:ଆଫଗାନିସ୍ତାନ ଶାସନ ଭାର କଠୋରପନ୍ଥୀ ତାଲିବାନ୍‌ ସରକାର ହାତକୁ ଚାଲିଯିବା ପରେ ଦେଶରେ ଅସ୍ଥିରତା ଲାଗି ରହିଛି। ଏପର୍ଯ୍ୟନ୍ତ ତାଲିବାନ୍‌ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ମାର୍ଚ୍ଚ ୨୩ ଅର୍ଥାତ୍‌ ବୁଧବାରଠାରୁ ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ…

ଲୁହାନସ୍କରେ ରୁଷିଆର ବିସ୍ଫୋରଣ: ୪ ମୃତ, ୬ ଗୁରୁତର

କ୍ୱିଭ୍‌,୨୪ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୨୯ ଦିନରେ ପହଞ୍ଚିଛି। ମାତ୍ର କୌଣସି ପରିସ୍ଥିତିରେ ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ରୁଷିଆ ଏହାର ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନକୁ ଭୟଙ୍କର ପରିଣାମ ବିଷୟରେ ରୁଷିଆ ଚେତାବନୀ ଦେଇଛି। ଏଥିସହ ଲୁହାନସ୍କ ନିକଟରେ…

ସିଏସ୍‌କେ ନେତୃତ୍ୱ ଛାଡ଼ିଲେ ଧୋନୀ

ନୂଆଦିଲ୍ଲୀ,୨୪।୩: ପୁଣି ଥରେ ସଭିଙ୍କୁ ଚମକାଇ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କ୍ୟାପଟେନ କୁଲ ନେଇଛନ୍ତି ବଡ଼ ନିଷ୍ପତ୍ତି। ଚେନ୍ନାଇ ସୁପର…

ପୁଣି ବିବାଦରେ ଦିଦି

କୋଲକତା,୨୪।୩: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ଭାଜପା, କଂଗ୍ରେସ ସମେତ ଅନେକ ବିରୋଧୀଦଳ ନେତା ଟିଏମସି ସରକାର ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀ ଗୁରୁବାର ବୀରଭୂମରେ ପହଞ୍ଚି ହିଂସାରେ…

ଗାଦି ଛାଡ଼ିବେ ଇମ୍ରାନ

ଇସଲାମାବାଦ,୨୪ା୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଅନୁଭବ କରସାରିଲେଣି ଯେ, ତାଙ୍କ ସରକାର ମାତ୍ର କିଛିଦିନର। ସେଥିପାଇଁ ସେ ବର୍ତ୍ତମାନ ଦେଶର ସାଧାରଣଙ୍କ ସମର୍ଥନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ମାର୍ଚ୍ଚ ୨୭ରେ ଇସଲାମାବାଦର…

ମିଷ୍ଟ୍ରି ବଏଙ୍କ ସହ ବୁଲୁଛନ୍ତି ଶାହାରୁଖ ଲଳନା

ବମ୍ବେ:ବଲିଉଡ୍‌ଜଗତରେ ଅନେକ କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ଅନେକ ଥର ସତ ବାହାରକୁ ଆସିଥାଏ। ସେଭଳି କିଛି ଘଟିଛି ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ଝିଅ ସୁହାନାଙ୍କ କ୍ଷେତ୍ରରେ। ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri