Home

ଇତିହାସ ରଚିଲେ ବୁମ୍‌ରା

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରା ଟି-୨୦ କ୍ରିକେଟରେ ବଡ଼ କାରନାମା କରିଛନ୍ତି। ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବରେ ଟି-୨୦ କ୍ରିକେଟରେ ଭାରତ ପାଇଁ ୨୫୦ ଉଇକେଟ ନେଇଛନ୍ତି। ବୁମ୍‌ରାଙ୍କ ପୂର୍ବରୁ ଟିମ ଇଣ୍ଡିଆର କୌଣସି…

ମା’ ତାରା ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ , ୪୩ କୋଟି ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ

ପୁରୁଷୋତ୍ତମ ପୁର, ୧୮/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟକ୍ରମ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି । ଏଥିରେ ମାନ୍ୟବର…

ଶେଷ ମ୍ୟାଚ୍‌ ପୂର୍ବରୁ ହାଇଦ୍ରାବାଦକୁ ବଡ ଝଟ୍‌କା

ମୁମ୍ବାଇ,୧୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉ ଦଳ ପାଇଁ ଖେଳିବେ ନାହିଁ। ତାଙ୍କ ସ୍ତ୍ରୀ ସାରା ରହିମ ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବାରୁ…

ସ୍ବପ୍ନ ଦେଖି କୋଟିଏ ମୂଲ୍ୟର ମୂର୍ତ୍ତି ଫେରାଇଦେଲେ ଚୋର

ଲକ୍ଷ୍ନୌ,୧୮।୫: ଚୋର ଲୁଟ୍‌ କରିଥିବା ଜିନିଷ ଫେରାଇବା କଥା ବିରଳ। ତା’ ପୁଣି ଚୋର ଯଦି ସ୍ବପ୍ନ ଦେଖି ଏପରି କରିଛି ତେବେ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ଖବରଟି ପଢ଼ିଲା ବେଳେକୁ ଅଜବ ଲାଗିଲେ ମଧ୍ୟ ଏହା ସତ। ଏଭଳି…

ଆରଏସ୍‌ଏସ୍‌ କାର୍ଯ୍ୟାଳୟ ବାହାରେ ରେକି କରୁଥିବା ଆତଙ୍କବାଦୀ ଗିରଫ

ନାଗପୁର,୧୮।୫: ନାଗପୁରର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସ୍‌ଏସ୍‌) କାର୍ଯ୍ୟାଳୟରେ ରେକି କରିଥିବା ଘଟଣାରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ(ଏଟିଏସ୍‌) ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସଂଗଠନର ରଇସ ଅହମଦ ଅସଦୁଲ୍ଲାହ ଶେଖ୍‌ ବୋଲି…

୧ ବର୍ଷରେ ଦେଶରେ ୭ ହଜାର ୧୪୦ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ବିରୋଧରେ ଶିବସେନାର ଅଭିଯୋଗ…

ମୁମ୍ବାଇ, ୧୮।୫ : ଶିବସେନା ମୁଖପତ୍ର ସାମନାରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ଦେଶରେ ଗତ ୧ ବର୍ଷ ମଧ୍ୟରେ ୭ ହଜାର ୧୪୦ ଦୁର୍ନୀତି ଘଟିଥିବା ସାମନାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ସୂଚନା ଅଧିକାର ଅନ୍ତର୍ଗତ…

ପାଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଇନା…

ବେଜିଂ, ୧୮।୫ : ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଚାଇନା ପାଙ୍ଗୋଙ୍ଗ ହ୍ରଦ ଉପରେ ଆଉ ଏକ ପୋଲ ନିର୍ମାଣ କରୁଛି । ଏହା ମାଧ୍ୟମରେ ଚାଇନା…

ଭାରତକୁ ୩୮୦୦କୋଟିର ସହାୟତା କରିବ ଆମେରିକା! ରୁଷିଆ ଅସ୍ତ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ

ଓ୍ବାଶିଂଟନ୍‌,୧୮।୫: ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଆମେରିକା ବର୍ତ୍ତମାନ ଏକ ବଡ ପଦକ୍ଷେପ ଗ୍ରହଣ କରିପାରେ। ଭାରତକୁ ୫୦୦ମିଲିୟନ ଡଲାର ତଥା ପ୍ରାୟ ୩,୮୦୦କୋଟି ଟଙ୍କାର ସାମରିକ ସହାୟତା ଯୋଗଇଦେବାକୁ ଚିନ୍ତା କରୁଛି ଆମେରିକା।…

ପୁଟିନ୍‌ଙ୍କୁ ଝଟ୍‌କା, ସ୍ବିଡ଼େନ୍‌-ଫିନଲାଣ୍ଡ ନାଟୋରେ ହେବେ ସାମିଲ…

ମସ୍କୋ, ୧୮।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ୧୮ ମେ’ରେ ନାଟୋ ମିଳିତ ମଞ୍ଚରେ ଯୋଗଦେବା ପାଇଁ ଫିନଲାଣ୍ଡ ଏବଂ ସ୍ବିଡେନ ଆନୁଷ୍ଠାନିକ ଭାବରେ ଆବେଦନ କରିଛନ୍ତି। ଫିନଲ୍ୟାଣ୍ଡ ଏବଂ ସ୍ବିଡେନ କହିଛନ୍ତି ଯେ ୟୁକ୍ରେନ…

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ…

ନୂଆଦିଲ୍ଲୀ, ୧୮।୫ : ସୁପ୍ରିମକୋର୍ଟ ବୁଧବାର ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ମୁମ୍ବାଇ ଜେଲରେ ୭ ବର୍ଷ ଧରି ରହିଛନ୍ତି। ୧୯ ବର୍ଷ ପୂର୍ବେ ୨୯୧୨ରେ ତାଙ୍କ ଝିଅ ଶିନା ବୋରାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ସମଗ୍ର…

ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ଦୋଷୀ ପେରାରିଭାଲାନଙ୍କୁ ମୁକ୍ତି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୮।୫ : ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀମାନଙ୍କ ମଧ୍ୟରୁ ଏଜି ପେରାରିଭାଲାନଙ୍କୁ ମୁକ୍ତ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ…

ବଳଦ ଗାଡ଼ିରେ ବରଯାତ୍ରୀ ଗଲେ ଯୁବକ

ଜାଲୋର,୧୮।୫: ଆଜିକାଲି ଯୁବକ ଯୁବତୀମାନେ ନିଜ ବିବାହକୁ ମୁହୂର୍ତ୍ତକୁ ଭିନ୍ନ ଓ ସ୍ବତନ୍ତ୍ର କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଉଛନ୍ତି। ବିବାହ ପାଇଁ କିଏ ହେଲିକପ୍ଟରରେ ତ ଆଉ କିଏ ବିଳାସପୂର୍ଣ୍ଣ ଗାଡ଼ିରେ ଆଉ କିଏ ଓଟରେ ବରଯାତ୍ରୀ ଯାଉଥିବା ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri