ରାଷ୍ଟ୍ରପତି ନିର୍ବାଚନ ନେଇ ଚିନ୍ତା କରାଯାଇନି
ନୂଆଦିଲ୍ଲୀ, ୩୦ା୩: ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂସଦକୁ ଯାଇ ଦଳୀୟ ଏମ୍ପିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜେଡିର ରଣନୀତି ସମ୍ପର୍କରେ ନବୀନଙ୍କୁ ଗଣମାଧ୍ୟମ ପ୍ରଶ୍ନ…
ମୁଣ୍ଡ ପିଛା ଆୟ ବଢ଼ିଲା
ଭୁବନେଶ୍ୱର, ୩୦ା୩(ବ୍ୟୁରୋ): ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଉପଯୁକ୍ତ ଆର୍ଥିକ ପରିଚାଳନା ଯୋଗୁ ରାଜ୍ୟର ଅଭିବୃଦ୍ଧି ବଳବତ୍ତର ରହିଛି। ୨୦୨୦-୨୧ରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବାବେଳେ ୨୦୨୧-୨୨ରେ…
ସନରାଇଜର୍ସ ହାଇଦ୍ରାବାଦର ଶୋଚନୀୟ ପରାଜୟ…
ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍)ର ଶୋଚନୀୟ ପରାଜୟ ଘଟିଛି । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସନରାଇଜ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୯ ରନ୍ ସଂଗ୍ରହ କରିବାକୁ ସକ୍ଷମ…
ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ୩୪ ଜଣ କିଣିଛନ୍ତି ଜମି…
ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ ଲୋକ ଜମି କ୍ରୟ କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍ପି ହାଜି ଫଜଲୁର…
ରେକର୍ଡ ଭାଙ୍ଗିବ ତାତି, ପାଣିପାଗ ବିଭାଗର ସତର୍କ ସୂଚନା…
ନୂଆଦିଲ୍ଲୀ, ୨୯।୩ : ଏଥର ଭାରତରେ ଗରମ ପାଗର ଉତ୍ତାପ ଗତ କିଛି ବର୍ଷ ଅପେକ୍ଷା ଲୋକଙ୍କୁ ଅଧିକ ଅସୁବିଧାରେ ପକାଉଛି। ମାର୍ଚ୍ଚ ମାସରେ, ବୃଦ୍ଧି ପାଉଥିବା ତାତି ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ପ୍ରବଳ ଖରା ଯୋଗୁ ରାସ୍ତାଘାଟ…
ଆର୍ଆର୍ର ବିଶାଳ ସ୍କୋର୍, ଏସଆର୍ଏଚ୍ ପାଇଁ ବିଜୟ ଲକ୍ଷ୍ୟ ୨୧୧ …
ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍ଏଚ୍) ସମ୍ମୁଖରେ ରାଜସ୍ଥାନ ରୟାଲ୍ସ (ଆର୍ଆର୍) ୨୧୧ରନ୍ର ବିଶାଳ ସ୍କୋର୍ର ବିଜୟ ଲକ୍ଷ୍ୟ ରଖିଛି। ଆର୍ଆର୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୨୧୦ ରନ୍ ସଂଗ୍ରହ କରିଛି।…
ସିଭିସିଙ୍କୁ ସଂସଦୀୟ କମିଟିଙ୍କ ପ୍ରଶ୍ନ କାହିଁକି ବିଚାର ନହୋଇ ପଡ଼ି ରହିଛି ୧୨ ହଜାରରୁ ଅଧିକ ମାମଲା…
ନୂଆଦିଲ୍ଲୀ, ୨୯।୩ : ତିନି ବର୍ଷରୁ ଅଧିକ ସମୟ ଧରି ୧୨ ହଜାରରୁ ଅଧିକ ମାମଲା କାହିଁକି ବିଚାରାଧୀନ ଅଛି ତାହା ସ୍ପଷ୍ଟ କରିବାକୁ ସଂସଦୀୟ କମିଟି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିବିସି)ଙ୍କୁ କହିଛି। ସଂସଦରେ ଦାଖଲ ହୋଇଥିବା ଏହାର ସଦ୍ୟତମ ରିପୋର୍ଟରେ,…
ୟୁକ୍ରେନ୍ର ୫୬୫ ଶହ କୋଟି ଡଲାର କ୍ଷତି, ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ…
କ୍ୱିଭ୍, ୨୯।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍ର ବହୁ ଆବାସିକ କୋଠା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଆଦି ଧ୍ୱଂସ ହୋଇଛି। ଯୁଦ୍ଧରେ ୟୁକ୍ରେନ୍ର ପ୍ରାୟ ୫୬୫ ଶହ କୋଟି ଡଲାର କ୍ଷତି ହୋଇଛି। ଏହା ସହିତ ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ ହୋଇଯାଇଛି।…
ଆର୍ଆର୍ ୮ ଓଭରରେ ୭୫…
ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍ଏଚ୍) ରାଜସ୍ଥାନ ରୟାଲ୍ସ (ଆର୍ଆର୍) ମଧ୍ୟରେ ମୁକାବିଲ ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ହେଉଛି। ଆର୍ଆର୍ ଯୁବ ଅଧିନାୟକ ସଞ୍ଜୁ ସାମସନ ଏସଆର୍ଏଚ୍ର ଅଭିଜ୍ଞ ଅଧିନାୟକ କେନ…
ପରିସିମନ୍ କମିଶନ ବିରୋଧରେ ପିଟିଶନ ଦାଖଲ…
ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରରେ ବିଧାନସଭା ଆସନ ସଂଖ୍ୟାକୁ ୮୩ ରୁ ୯୦ କୁ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୪ ଆସନ ସମେତ ଏହି ସଂଖ୍ୟା ୧୦୭ ରୁ ୧୧୪ କୁ ବୃଦ୍ଧି କରିବାକୁ ନେଇ ଗଠିତ…
ଚାଇନା ଗସ୍ତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ
ଇସ୍ଲାମାବାଦ,୨୯।୩: ଅଫଗାନିସ୍ତାନ ଉପରେ ଅୟୋଜିତ ହେଉଥିବା ଏକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରୈଶି ମଙ୍ଗଳବାର ଚାଇନା ଅଭିମୁଖେ ଯାତ୍ରା କରିଛନ୍ତି। ଚାଇନା ରାଜ୍ୟ ପରାମର୍ଶଦାତା ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ନିମନ୍ତ୍ରଣରେ କୁରୈଶୀ…
ଆରସିବିର ବାୟୋ-ବବଲ୍ରେ ଅନୁଷ୍କାଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ,୨୯।୩: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯାହା ସୂଚାଇ ଦେଉଛି ଯେ, ଅନୁଷ୍କା ମଧ୍ୟ ଆରସିବିର ବାୟୋ-ବବଲରେ ପ୍ରବେଶ କରିଛନ୍ତି। ଏହି ଫଟୋକୁ ବିରାଟ…
Archives


