Home

‘ଆତଙ୍କବାଦ ବିରୋଧୀ ଅଭିଯାନ’ରେ ୯ ମୃତ, ୨୪ ଆହତ

ଇସ୍‌ଲାମାବାଦ,୧୮ା୫: ତାଜିକିସ୍ତାନ ପୋଲିସ ବୁଧବାର ଏକ ପ୍ରମୁଖ ଘୋଷଣା କରିଛି। ଯେଉଁଥିରେ ଆଫଗାନିସ୍ତାନ ଏବଂ ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ତାଜିକିସ୍ତାନ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛି ବୋଲି କୁହାଯାଇଛି। ଅପରେଶନର ପ୍ରଥମ ଦିନ ବିଷୟରେ ସୂଚନା ଦେବାବେଳେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ…

ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଏଲବର୍ସ ୨୦୧୪ରୁ କେଏଲ୍‌ଏମ୍‌ ରୟାଲ ଡଚ୍‌…

କର ବା ମର ମ୍ୟାଚ୍‌ରେ ଟସ୍‌ ହାରିଲା କୋଲକତା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଉଭୟ ଦଳର ଶେଷ ଲିଗ୍‌ ମ୍ୟାଚ ଏବଂ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୫ ଆକ୍ରାନ୍ତ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୦୪୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ମିଛ କହି ଧରାପଡ଼ିଲେ

ମୁମ୍ବାଇ: ପୁଣି ବିବାଦରେ ଫସିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ନାଁ ନେଇ ମିଛ କହୁଥିବା ବେଳେ ସେ ଧରାପଡ଼ିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ମିଛ ଧରିଛି। ଫଳରେ ସେ ବିଦେଶ ଯିବା ପାଇଁ କରିଥିବା ଆବେଦନକୁ…

ସିଏସ୍‌କେକୁ ଚିଠି ଲେଖିଲେ ୧୬ ବର୍ଷର ବାଳକ, ଧୋନୀ ହେଲେ ଭାବପ୍ରବଣ

ମୁମ୍ବାଇ,୧୮।୫: ଆଇପିଏଲ୍‌ ୨୦୨୨ରେ ଏପର୍ଯ୍ୟନ୍ତ ୬୫ଟି ମ୍ୟାଚ ଖେଳାଯାଇଛି। ଗୁଜରାଟ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡ଼ରୁ ବାଦ ପଡିଛନ୍ତି। ଚେନ୍ନାଇ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳିଛି ଏବଂ…

ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି ୨୫ ଲକ୍ଷ ଦେଇ କିଣିଥିଲା। ହେଲେ ଟୁର୍ନାମେଣ୍ଟ ଶେଷ ପର୍ଯ୍ୟନ୍ତ ସେ ଭଲ ପ୍ରଦର୍ଶନ…

ଟାଇଟନିକ୍‌ ପୋଜ୍‌ରେ ଶୁଟିଂ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା…

୧୯୯୭ରେ ହଲିଉଡ୍‌ ଫିଲ୍ମ ‘ଟାଇଟନିକ୍‌’ ସମ୍ପର୍କରେ କିଏ ବା ନ ଜାଣିଛି। ଏହି ଫିଲ୍ମ ସେତେବେଳେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଫିଲ୍ମଟି ଯୁବପିଢ଼ିଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏଥିରେ କିଛି ରୋମାଣ୍ଟିକ୍‌ ସିନ୍‌ ବା ଦୃଶ୍ୟ ଥିଲା। ସେଥିମଧ୍ୟରୁ…

ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଡିସେମ୍ବର ୩୧, ୨୦୧୬ରେ ପୂର୍ବତନ ଆଇଏଏସ ଅଧିକାରୀ ବୈଜଲଙ୍କୁ ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ…

ସେଦିନ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି: ଆଣ୍ଡରସନ୍‌

ନୂଆଦିଲ୍ଲୀ,୧୮।୫: ବର୍ତ୍ତମାନ ସମୟରେ ଇଂଲଣ୍ଡ କ୍ରିକେଟ ଟିମ୍‌ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ପ୍ରଥମେ ଦଳର ଅଧିନାୟକ ଇସ୍ତଫା ଦେବା ପରେ ଅନେକ ବୋର୍ଡ ଅଧିକାରୀ ଇସ୍ତଫା ଦେଇଥିଲେ। ଏପରିକି ସୋମବାର ବୋର୍ଡର ସିଇଓ ଟମ୍‌ ହାରିସନ୍‌ ମଧ୍ୟ ତାଙ୍କ…

ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରି କବର ଦେଉଥିବାବେଳେ ନିଜେ ଚାଲିଗଲେ

ନ୍ୟୁୟର୍କ,୧୮।୫:ଆମେରିକାର ଦକ୍ଷିଣ କାରୋଲିନାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରି କବର ଦେଉଥିବାବେଳେ ନିଜେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଦକ୍ଷିଣ କାରୋଲିନାର ୬୦ ବର୍ଷିୟ ଜୋସେଫ ମ୍ୟାକକିନନ୍‌ ତାଙ୍କର ୬୫ ବର୍ଷିୟା…

ଜଙ୍ଗଲରେ ନିଆଁ ଲଗାଇ ଯୁବତୀ କରୁଥିଲେ ଟିକ୍‌ଟକ୍‌, ଆଉ ତା’ ପରେ…

ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ପଡ଼ିଛି। ଭାରତର କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ତେବେ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ସମାନ ଅବସ୍ଥା । ଏଭଳି ଗରମ ସମୟରେ ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri