Home

ମିଳୁନି ଟୁଙ୍ଗି ପୁନରୁଦ୍ଧାର ସହାୟତା

ବେଗୁନିଆ,୨୦ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ମଧ୍ୟରୁ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନା ଅନ୍ୟତମ। ଗଁା ଗହଳିରେ ରହିଥିବା ଝାଟିମାଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ୪ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଥିଲା। ଜିଲା ଓ ବ୍ଲକ…

ରାସ୍ତାରେ ଭାସୁଛି ନର୍ଦ୍ଦମାପାଣି

ଖୋର୍ଦ୍ଧା ଅଫିସ,୨୦ା୫: ଖୋର୍ଦ୍ଧା ପୌର ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷା ନାହିଁ, କିନ୍ତୁ ନାଳନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି। ଖୋର୍ଦ୍ଧା- ନୟାଗଡ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗତ ସପ୍ତାହ ହେଲାଣି…

୨୭ ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାଁ

ନୂଆଦିଲ୍ଲୀ,୨୦ ।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାଁ ଶୁକ୍ରବାର ସୀତାପୁର ଜେଲରୁ ବାହାରିଛନ୍ତି । ୨୭ ମାସ ଜେଲରେ ଥିବା ଆଜମ ଖାଁଙ୍କୁ ସୁପ୍ରିମକୋର୍ଟ ଗୁରୁବାର ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି ।…

୮୫ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ୧୭୩୦ ଯୁଦ୍ଧବନ୍ଦୀ, ଷ୍ଟିଲ ପ୍ଲାଣ୍ଟରେ ଏବେବି ଫସି ରହିଛନ୍ତି ଅନେକ

କ୍ୱିଭ,୨୦ ।୫: ମାରିଉପୋଲକୁ କବଜା କରିବା ପରେ ରୁଷିଆ ୟୁକ୍ରେନରେ ନୂଆ ପିଢିର ଶକ୍ତିଶାଳୀ ଲେଜର ଅସ୍ତ୍ରଶସ୍ତ୍ର ଗଚ୍ଛିତ କରିଛି । ଏହାର ସହାୟତାରେ ପଶ୍ଚିମରୁ ୟୁକ୍ରେନକୁ ସପ୍ଲାଇ କରାଯାଉଥିବା ଡ୍ରୋନକୁ ନଷ୍ଟ କରିହେବ । ଅନ୍ୟପଟେ ମସ୍କୋ ଯୁଦ୍ଧର ୮୫…

ମାଳିସାହି ଅଞ୍ଚଳରୁ ହଟିଲା ଜବରଦଖଲ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୋକେ ଜବରଦଖଲ କରି ବେଆଇନ ଭାବେ ବାସଗୃହ, ଦୋକାନ ଆଦି ଗଢୁଛନ୍ତି। ସମ୍ପୃକ୍ତ ସ୍ଥାନ ଖାଲି କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସେମାନଙ୍କୁ ତାଗିଦ୍‌ କରିବା ସତ୍ତ୍ୱେ ଏହାକୁ ହେୟ ଜ୍ଞାନ କରୁଛନ୍ତି। ତେଣୁ…

ଚକରା ଗ୍ୟାଙ୍ଗର ୨ ଲୁଟେରାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟପାଟ୍‌ କରି ଏହାକୁ ବିକ୍ରି କରୁଥିବା ଗ୍ୟାଙ୍ଗକୁ ତମୋଣ୍ଡା ଥାନା ପୋଲିସ ଗିରଫ କରିଛି । ଏଥିରେ ୨ ଲୁଟେରା ଓ ୩ ଜଣ ରିସିଭର ଅଛନ୍ତି । ଲୁଟେରା ଦ୍ୱୟ ହେଲେ ଲିଙ୍ଗରାଜ…

ପଥର ଟ୍ରକ୍‌କୁ ଅଟକାଇବାକୁ ଯାଇ ଅତିରିକ୍ତ ତହସିଲଦାର ହଟହଟା

ଭୁବନେଶ୍ୱର,(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ.), ୨୦।୫: ଧଉଳି ଥାନା ଅନ୍ତର୍ଗତ ଦୟା ବ୍ରିଜ ନିକଟରେ ଗୁରୁବାର ସାରେ ଏକ ଦୁର୍ଘଟଣା ଘଟିଛି। ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ଏକ ବାଇକକୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ଆହତ ହୋଇଥିବାବେଳେ ତାଙ୍କ ସ୍ତ୍ରୀ…

ହାର୍ଦ୍ଦିକ ପାଣ୍ଡ୍ୟା ମାରିଲେ ଏମିତି ସର୍ଟ, ହସି ହସି ଗଡିଲେ ସ୍ତ୍ରୀ

ମୁମ୍ବାଇ,୨୦।୫: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହିତ ଫାପ ଡୁ ପ୍ଲେସିସ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଚମତ୍କାର ବ୍ୟାଟିଂ ଜରିଆରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶେଷ ଲିଗ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ୮ ଉଇକେଟ୍‌ରେ ପରାସ୍ତ କରି ଅଷ୍ଟମ ବିଜୟ ସହ…

ସ୍ବାମୀଙ୍କୁ ଚାପୁଡ଼ା ମାରି ନବବିବାହିତା ଫେରାର: ନନ୍ଦିନୀଙ୍କ ବିରୋଧରେ ୪୨୦ ଦଫା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀ ବଳରାମ ସାହୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଯାଇଥିବା ନବବଧୂ ନନ୍ଦିନୀଙ୍କ ନାଁରେ ଭରତପୁର ଥାନା ପୋଲିସ ଗୁରୁବାର ଠକେଇ(ଦଫା ୪୨୦)ରେ ଏକ ମାମଲା (ନଂ. ୧୯୨/୨୨) ରୁଜୁ କରି ତଦନ୍ତ ଚଳାଇଛି। ବଳରାମ ଭରତପୁର ଥାନା ଅଞ୍ଚଳରେ…

ଡ୍ରେସିଂ ରୁମ୍‌ରେ ହେଲମେଟ୍‌ ଫିଙ୍ଗି ଭଙ୍ଗାରୁଜା କଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୦।୫: ଆଇପିଏଲ ୨୦୨୨ର ୬୭ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ ଉଇକେଟ୍‌ରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପ୍ଲେ ଅଫ୍‌ ଖେଳିବା ଆଶା ଉଜ୍ଜିବୀତ ହୋଇଛି। ଏହି ମ୍ୟାଚ୍‌ରେ ଆରସିବିର ବୋଲର ଏବଂ ବ୍ୟାଟ୍ସମ୍ୟାନ୍‌ମାନେ…

୯୦ରୁ ରାଜ୍ୟସ୍ତରକୁ ଗଲା ୫ ପ୍ରକଳ୍ପ

ଡେରାବିଶ,୨୦ା୫ (ସ୍ବ.ପ୍ର.): ପ୍ରକୃତି ସୃଷ୍ଟିର ବିଭିନ୍ନ କାରଣ ସନ୍ଧାନ କରି ପାରୁଥିବା ବିଷୟ ହେଉଛି ବିଜ୍ଞାନ। ଛାତ୍ରୀଛାତ୍ରମାନେ ପ୍ରଥମେ ନିଜକୁ ଚିହ୍ନି ଭଲ ଲାଗୁଥିବା ବିଷୟ ବା ସେହି ଦିଗରେ ନିଷ୍ଠା ଓ ଏକାଗ୍ରତାର ସହ ବଢିବା ଦରକାର ବୋଲି କେନ୍ଦ୍ରାପଡ଼ା…

କୂଳ ଖାଉଛି ଚିତ୍ରୋତ୍ପଳା, ପଥର ପ୍ୟାକିଂ ଦାବି

ମାର୍ଶାଘାଇ,୨୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତର ନରସିଂହପୁର ଗାଁ ନିକଟରେ ପ୍ରବାହିତ ଚିତ୍ରୋତ୍ପଳା ନଦୀ କୂଳ ଖାଇବାରେ ଲାଗିଛି। ଏଥିଯୋଗୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବର୍ଷାଦିନେ ଚିତ୍ରୋତ୍ପଳା ନଦୀରେ ବନ୍ୟା ଜଳ ଆସିଲେ କୂଳ ଖାଇ ବଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri