ଆଶିଷଙ୍କ ଜାମିନ ମାମଲା, କ’ଣ କରାଯିବ ଆମକୁ ଜଣାଅଛି, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୪।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ ସୋମବାର କରି କହିଛନ୍ତି ଯେ, ଏହି ମାମଲାରେ ଆମକୁ କରିବାକୁ…
ଅଗ୍ନିମାନ୍ଦ୍ୟ ରୋଗ
ପାଚନ ବିକାରର ମୂଳ କାରଣକୁ ଭୋକ ନ ଲାଗିବା ବା ଅଗ୍ନିମାନ୍ଦ୍ୟ କୁହାଯାଏ। ଅଗ୍ନିମାନ୍ଦ୍ୟ ରୋଗ କାରଣରୁ ପାଚନ ଶକ୍ତିର ହ୍ରାସ ଓ ଖାଦ୍ୟ ପଦାର୍ଥ ଭଲ ଭାବରେ ହଜମ ନ ହୋଇ ବିଭିନ୍ନ ପ୍ରକାରର ଆମଜି ରୋଗ (ପେଟରୋଗ) ହୋଇଥାଏ।…
ମା’ ହେବା ନେଇ ଏମିତି କହିଲେ ଅଙ୍କିତା
ମୁମ୍ବାଇ: ବଲିଉଡ୍ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ତଥା ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ ମା’ ହେବା ନେଇ ଖୁଲାସା କରିଛନ୍ତି। ନିକଟରେ ବୟଫ୍ରେଣ୍ଡ୍ ବିକ୍କି ଜୈନଙ୍କୁ ବିବାହ କରିଥିବା ଅଙ୍କିତା ବିବାଦ କୁଇନ୍ କଙ୍ଗନା ରାଣାଓ୍ବତ୍ଙ୍କ…
ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ‘ଆର୍ଆର୍ଆର୍’, ଜାଣନ୍ତୁ କେବେ
ମୁମ୍ବାଇ: ଫିଲ୍ମ ‘ଆର୍ଆର୍ଆର୍’ ବକ୍ସ ଅଫିସ୍ରେ ହିଟ୍ ସାବ୍ୟସ୍ତ ହୋଇସାରିଛି। ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୫୦ କୋଟିରୁ ଅଧିକ ରୋଜଗାର କରିଛି। ଏହାର ମ୍ୟୁଜିକ୍ଠାରୁ ଆରମ୍ଭ କରି ଫିଲ୍ମର ଆକ୍ସନ ପର୍ଯ୍ୟନ୍ତ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।…
ଏବେ ଖାଲି ପାଦରେ ଚାଲୁଛନ୍ତି ରାମ ଚରଣ, ପଛରେ ରହିଛି ବଡ଼ କାରଣ
ଦକ୍ଷିଣ ଅଭିନେତା ରାମ ଚରଣ ତେଜାଙ୍କ ଫିଲ୍ମ ‘ଆର୍ଆର୍ଆର୍’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମକୁ ନେଇ ଏବେ ରାମଚରଣ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଖାଲି ପାଦରେ…
କରୋନା ମୁକାବିଲା ଲାଗି ସୈନ୍ୟ ବିଭାଗ ସହାୟତା, ୨.୬ କୋଟି ଲୋକଙ୍କର ହେବ ନମୁନା ପରୀକ୍ଷା…
ବେଜିଂ, ୪।୪ : ଚାଇନାରେ କରୋନା ସଙ୍କଟ ଅଣାୟତ୍ତ ହେବାରେ ଲାଗିଛି। ଦେଶର ସବୁଠୁ ବଡ ସହର ସାଂଘାଇରେ ସ୍ଥିତି କ୍ରମଶଃ ସଙ୍କଟ ଜନକ ହେବାରେ ଲାଗିଛି। ଲକଡାଉନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ନିଜ ଘରୁ ବାହାରକୁ ଯାଉନାହାଁନ୍ତି। ସ୍ବାସ୍ଥ୍ୟ…
କରୋନା ସଙ୍କଟରେ ନିପା ଭାଇରସ୍ ଆତଙ୍କ ଘନେଇଲା…
ନୂଆଦିଲ୍ଲୀ, ୪।୪ : କରୋନା ମହାମାରୀରୁ ମୁକ୍ତି ପାଇବାକୁ ଚେଷ୍ଟା ଜାରି ରହିଛି। ଏପରିସ୍ଥଳେ ଦେଶରେ ଆଗାମୀ ଦିନରେ ନିପା ଭାଇରସ ଏକ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କ ଘନେଇବାରେ ଲାଗିଛି। ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର…
ଅନ୍ଲାଇନ୍ରେ ବିକ୍ନୀ ଅର୍ଡର କରିଥିଲେ ଯୁବତୀ, ଏହା ଉପରେ ଯାହା ଲେଖାଥିଲା; ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିକାଲି ଅନ୍ଲାଇନ୍ରେ ଜିନିଷ ଅର୍ଡର କରିବା ଏକ ସାଧାରଣ କଥା ହୋଇଗଲାଣି। ଲୋକମାନେ ଖାଦ୍ୟଠାରୁ ଆରମ୍ଭ କରି ପିନ୍ଧିବା ପାଇଁ ପ୍ରତ୍ୟେକ ଜିନିଷ ଅର୍ଡର ଦେବା ଆରମ୍ଭ କରିଛନ୍ତି। କରୋନା ସମୟରେ ସାମଗ୍ରୀ ଅର୍ଡର କରିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ସହାୟକ…
ଅଭିଶପ୍ତ ପ୍ରଧାନମନ୍ତ୍ରୀ ସିଂହାସନ, କାହାର ବି ନାହିଁ ୫ ବର୍ଷ କାର୍ଯ୍ୟକାଳ…
ଇସଲାମାବାଦ୍, ୪।୪ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ରହିଛି। ଦେଶର କୌଣସି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରି ପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପାଇଁ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି।…
‘ଗ୍ରାମୀ ପୁରସ୍କାର’: ‘ଲିଭ୍ ଦ ଡୋର୍ ଓପନ୍’ ସର୍ବଶ୍ରେଷ୍ଠ ଗୀତ
ଦୁନିଆର ସବୁଠାରୁ ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଲସ ଭେଗାସର ଏମ୍ଜିଏମ୍ ଗ୍ରେଟ ଗାର୍ଡେନ ଆରେନାରେ ଅନୁଷ୍ଠିତ ହୋଇଯାଇଛି। ଏହି ରଙ୍ଗୀନ ସମାରୋହରେ ଗୀତ ‘ଲିଭ୍ ଦ ଡୋର୍ ଓପନ୍’ ଗୀତ ଚଳିତ ବର୍ଷର ଗ୍ରାମୀ ପୁରସ୍କାର ପାଇଛି ।…
ବିଶ୍ୱକୁ ଭାବପ୍ରବଣ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ୍,୪।୪: ରୁଷିଆ ଆକ୍ରମଣରେ ୟୁକ୍ରେନ ଏବେ ଧ୍ୱଂସ ଆଡକୁ ଗତି କରୁଛି। ୟୁକ୍ରେନ ଅନେକ ସହର ନିଶ୍ଚିହ୍ନ ହୋଇପଡିଛି। ଏହି ସମୟରେ, ଗ୍ରାମୀ ପୁରସ୍କାର ସମାରୋହ ମଞ୍ଚରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ୟୁକ୍ରେନକୁ ସାହାଯ୍ୟ ଏବଂ ସମର୍ଥନ ପାଇଁ ବିଶ୍ୱକୁ…
ରୁଷିଆ ଆକ୍ରମଣରେ ୧୪୧୭ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ
କ୍ୱିଭ୍,୪।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୦ ଦିନ ପୂରିଛି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ଏଠାରେ ଅନେକ କ୍ଷତି ହୋଇଛି। ଏଥିସହିତ ୟୁକ୍ରେନ ଦ୍ୱାରା ମଧ୍ୟ ଏହି ଆକ୍ରମଣର ଜବାବ ଦିଆଯାଉଛି।…
Archives


